Browsing Tag

latest

ଏସବୁ ଖାଦ୍ୟ ଖାଇଲେ ହୃଦଘାତ ଆସିପାରେ

ଆମ ମଧ୍ୟରୁ ଅଧିକାଂଶ ଜାଣିନଥାଉ ଯେ, ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ ଶାରୀରିକ ପରିଶ୍ରମ ନ କରିବା କାରଣରୁ ହୃଦଘାତ ଆଶାଙ୍କା ବଢିଯାଇଥାଏ । କିନ୍ତୁ ନ୍ୟୁୟର୍କସ୍ଥିତ ମଣ୍ଟଫୋର୍ଟ ମେଡିକାଲ ସେଣ୍ଟର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ, ଯେଉଁମାନେ ତ୍ରୁଟିପୂର୍ଣ୍ଣ…

ଘରେ ଏହି ଜିନିଷ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ଭୋଗିବାକୁ ପଡ଼ିପାରେ ସମସ୍ୟା

ଘରେ କିଛି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ନଥିଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ | ବେଳେବେଳେ ଘରେ ଏମିତି କିଛି ଜିନିଷ ଥାଏ ଯାହା ପ୍ରତି ଆମେ ଦୃଷ୍ଟି ଦେଇନଥାଉ ଏବଂ ଏହିସବୁ ଜିନିଷ ଯୋଗୁଁ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବା ଯୋଗୁଁ…

ଦେଶରେ ପୁଣି ବେକାବୁ ହେଲାଣି କରୋନା: ୨୪ ଘଂଟାରେ ୪୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୧୯୯ ଜଣଙ୍କ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କା ମୃତ୍ୟୁ ଘଟିଛି ।…

ଖାଇବା ଥାଳିରେ ଭୁଲରେ ମଧ୍ୟ ଧୁଅନ୍ତୁ ନାହିଁ ହାତ, ହୋଇଯିବେ କାଙ୍ଗାଳ

ଅଧିକାଂଶ ସମୟରେ ଲୋକେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି। ମାତ୍ର ଏପରି କରିବା ଆଦୌ ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଖାଦ୍ୟ ଥାଳିରେ ଥିବା ସାମାନ୍ୟ ଅନ୍ନର ଅନାଦର ହୋଇଥାଏ।…

ଘରେ ମୟୂର ପୁଚ୍ଛ ରଖିଲେ ଖୋଲିଯିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଉପାୟ

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ମୟୁର ପୂଛକୁ ବହୁତ ଶୁଭ ହୋଇଥାଏ। ମହୁର ପୂଛ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ। ସେଥିପାଇଁ ତାକୁ ବହୁତ ଶୁଭ ବୋଲି କୁହାଯାଏ। ଘରେ ମୟୁର ପୂଛ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ…

ଜାଣନ୍ତୁ ତୂଳସୀ ଗଛକୁ ଘରର କେଉଁ ସ୍ଥାନରେ ରଖିଲେ ମିଳିଥାଏ ଶୁଭଫଳ

ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହାକୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ତୁଳସୀ ବୁଧ ଗ୍ରହଙ୍କ ପ୍ରତିନିଧିତ୍ବ କରନ୍ତି | ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ। ତୁଳସୀ ଗଛ ଘରର ଅନେକ ଦୋଷ ଦୂର କରିଥାଏ ବୋଲି ମାନ୍ୟତା ରହିଛି ।…

ଦେଶରେ ପୁଣି ଡରାଇଲାଣି କରୋନା: ଗତ ୨୪ ଘଂଟାରେ ୪୦, ୯୫୩ ନୂଆ ପଜିଟିଭ ଚିହ୍ନଟ, ୧୮୮ ଜଣଙ୍କ ମୃତ୍ୟୁ

ଦେଶରେ କରୋନାର ପ୍ରକୋପ ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଂଟା ମଧ୍ୟରେ ୪୦ ହଜାର ୯୫୩ ନୂତନ ସଂକ୍ରମିତ ହୋଇଥିବାବେଳେ ୨୩ ହଜାର ୬୫୩ ରୋଗୀ ସୁସ୍ଥ ହୋଇଥିବାବେଳେ, ୧୮୮ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶର କରୋନାରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୫୯…

ଖାଲି ପେଟରେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇପାରେ ସମସ୍ୟା

ଅନେକ ସମୟରେ ଆମେ ଅତ୍ୟଧିକ ଭୋକିଲା ଅନୁଭବ କରୁଥିବା ସମୟରେ ଆଖି ସାମ୍ନାକୁ ଯେଉଁ ଖାଦ୍ୟ ଆସେ ତାହା ଆମେ ଖାଇ ଦେଇଥାଉ, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ଜିନିଷ ଏମିତି ଅଛି ଯାହାକୁ ପ୍ରବଳ ଭୋକ ଲାଗିବା ପରେ ମଧ୍ୟ ଖାଲି ପେଟରେ ଖାଇବା…

ଶ୍ରମିକଙ୍କ ୟୁନିଫର୍ମରୁ କିଭଳି ଏକ ମୁଖ୍ୟ ଫ୍ୟାଶନରେ ପରିଣତ ହେଲା ଡେନିମ ଜିନ୍ସ, ଏହା ପଛରେ ରହିଛି ରୋଚକପୂର୍ଣ୍ଣ…

ଆଜିକାଲି ଜିନ୍ସ ପ୍ୟାଂଟର ସବୁଆଡେ ଆଲୋଚନା ହେଉଛି ଏବଂ ଏହାର କାରଣ ହେଉଛି ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଜିନ୍ସ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ ଜିନ୍ସକୁ ଝିଅମାନଙ୍କର ସଂସ୍କାର ସହିତ ଯୋଡିଥିଲେ | ଏହା ପରେ ତାଙ୍କ ବିବୃତ୍ତି ଚାରିଆଡେ ସମାଲୋଚିତ ହୋଇଥିଲା।…