ତେନ୍ତୁଳି ଆଣିବ ଆପଣଙ୍କ ମୁହଁରେ ସୁନ୍ଦର ତ୍ୱଚା, ଜାଣନ୍ତୁ କିପରି
ଖରାଦିନେ ତାତି ଓ ପ୍ରଦୂଷଣ କାରଣରୁ ତ୍ୱଚା ଶୁଷ୍କ ଓ ମୃତ ପରି ମନେ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ମହଙ୍ଗା ବ୍ୟୁଟୀ ପ୍ରଡକ୍ଟ ବ୍ୟବହାର କରିଥାଉ । ଏହା ସତ୍ତେ୍ୱ ବି ଚେହରାରେ ଚମକ ଫେରି ପାଇ ନଥାଉ । କିନ୍ତୁ ଏବେ ଆଉ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବାକୁ ପଡିବ…