Browsing Tag

latest

ଶରୀର ଓଜନ କମାଇବା ସହିତ ଆହୁରି ଅନେକ ଫାଇଦା ଦେଇଥାଏ ଏହି ଫଳ, ଜାଣନ୍ତୁ କଣ

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡିକୁ ସମସ୍ତେ ପସନ୍ଦ କରିଥାନ୍ତି, ସେ ଆମ୍ବ ହେଉ କିମ୍ବା ତରଭୁଜ, ଏହି ଫଳଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥି ସହିତ, ଗ୍ରୀଷ୍ମ ଋତୁରେ ଆସୁଥିବା ପ୍ଲମ୍ ସ୍ୱାଦରେ ଯେତିକି ମିଠା ଏବଂ ସ୍ୱାଦିଷ୍ଟ ହୋଇଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ…

ନୂଆ ଘର ତିଆରି କରିବାକୁ ଯାଉଥିଲେ ଏହି ଦିଗଗୁଡ଼ିକ ପ୍ରତି ଦିଅନ୍ତୁ ଧ୍ୟାନ: ଘରେ ବଜାୟ ରହିବ ସୁଖସମୃଦ୍ଧି

ବାସ୍ତୁରେ ଦିଗଗୁଡିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଘରର ମୁଖ୍ୟ ଦ୍ୱାର ସଠିକ୍ ଦିଗରେ ରହିବା ଉଚିତ୍ । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହିପରି ଘରେ ସୁଖ, ସମୃଦ୍ଧି, ଶାନ୍ତି ରହିଥାଏ । ଯଦି ଆପଣ ଏକ ନୂତନ ଗୃହ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ତେବେ…

କ୍ଷୀର ଓ ଦହିକୁ ଏକା ସମୟରେ ଖାଉଛନ୍ତି କି ? ତେବେ ରୁହନ୍ତୁ ସାବଧାନ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଓ ହିତକାରକ ବୋଲି କୁହାଯାଏ । କ୍ଷୀରକୁ ଏକ ପୁଷ୍ଟିକର ଖାଦ୍ୟ । ମାତ୍ର ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଏବଂ ଦହି ଖାଇବାକୁ ପସନ୍ଦ କରନ୍ତିନାହିଁ । ସେମାନେ ସହଜରେ କ୍ଷୀରକୁ ହଜମ କରିପାରନ୍ତି ନାହିଁ । ଏଥିପାଇଁ ସେମାନେ କ୍ଷୀର ଏବଂ ଦହି ଖାଇବା…

ଦେଶରେ ହ୍ରାସ ପାଉଛି ସଂକ୍ରମଣ: ଗତ ୨୪ ଘଂଟାରେ ୪୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୬୪୦ ମୃତ

ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ…

ପାସପୋର୍ଟରେ କାହିଁକି ରଖାଯାଏ ନାହିଁ ହସୁଥିବା ଫଟୋ ? ଜାଣନ୍ତୁ ଏହା ପଛର କାରଣ

ଅଧିକାଂଶ ଲୋକ ପାସପୋର୍ଟ ବିଷୟରେ ଜାଣିଥିବବେ, ତଥାପି ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା କୌଣସି ଦେଶର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଡକ୍ୟୁମେଣ୍ଟ, ଯାହା ଆନ୍ତର୍ଜାତୀୟ ଯାତ୍ରା ପାଇଁ ଯେକୈଣସି ବ୍ୟକ୍ତିର ପରିଚୟ ଏବଂ ଜାତୀୟତାକୁ ପ୍ରମାଣ କରେ | ଏହା ବିନା କୌଣସି ବ୍ୟକ୍ତି ଅନ୍ୟ…

କଞ୍ଚାକ୍ଷୀର ପିଉଥିଲେ ରୁହନ୍ତୁ ସାବଧାନ, ହୋଇପାରେ ଏହିସବୁ ସମସ୍ୟା

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଅନେକ ପୁଷ୍ଟିକର ଲାଭ ପ୍ରଦାନ କରିଥାଏ | କିନ୍ତୁ କଞ୍ଚା କ୍ଷୀର, ଯଥା, ଅପରିଷ୍କୃତ କ୍ଷୀରରେ ବିପଦଜନକ ମାଇକ୍ରୋଅର୍ଗାନିଜିମ୍ ଥାଇପାରେ ଯାହା ଆପଣଙ୍କ ଏବଂ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ | ଅଧିକାଂଶ ଲୋକ ସିଝା କ୍ଷୀର…

ଘରେ ରଖନ୍ତୁ ଚାନ୍ଦିରୁ ପ୍ରସ୍ତୁତ ମୟୁର ପ୍ରତିମୂର୍ତି, ମିଳିବ ଶୁଭଫଳ

ଚାନ୍ଦିକୁ ଶୁଭ ଧାତୁ କୁହାଯାଏ।ଏହି ଧାତୁରେ ନିର୍ମିତ ବସ୍ତୁ ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୟୁର ମଧ୍ୟ ଦେବତାଙ୍କ ପ୍ରିୟ। ମା’ସରସ୍ୱତୀ,ଭଗବାନ ଶ୍ରୀକୃଷ୍ଣ,କାର୍ତ୍ତିକେୟ ଓ ଶ୍ରୀ ଗଣେଶଙ୍କ ଫଟୋରେ ପକ୍ଷୀଙ୍କ ଫଟୋ ରହିଥାଏ। ତେବେ ଜାଣନ୍ତୁ ଘରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା କି…

ମାତ୍ର ସପ୍ତାହ ଭିତରେ ଚେହେରାରୁ ଦୂର ହେବ ସନ ଟ୍ୟାନ, କରନ୍ତୁ ଏହି ଉପାୟ

ଗ୍ରୀଷ୍ମ ଋତୁରେ ସନଟ୍ୟାନ୍ ହେବା ଏକ ଏପରି ସମସ୍ୟା, ଯାହା ଆପଣଙ୍କ ଚେହେରାର ସମସ୍ତ ସୁନ୍ଦରତା ଛଡାଇ ନେଇଥାଏ । ଏହାଦ୍ୱାରା କେବଳ ଆପଣଙ୍କ ସ୍କିନ୍ କଲର୍ ଡାର୍କ ହୋଇନଥାଏ ବରଂ ଏଥିରେ ବ୍ରଣ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସ୍କିନ୍ ସମସ୍ୟାକୁ ଦୁର କରିବା ପାଇଁ ଟ୍ୟାନକୁ ହଟାଇବା ସବୁଠାରୁ…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ଭାରତ୍ତୋଳନରେ ଚାନୁଙ୍କୁ ରୌପ୍ୟ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ।…

ଚିନିର ବିକଳ୍ପ ଚାହୁଁଛନ୍ତି କି? ତେବେ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଇମ୍ୟୁନିଟି ବଢ଼ିବା ସହ ନିୟନ୍ତ୍ରଣରେ ରହିବ…

ମେଦବହୁଳତା ଶରୀରର ସୌନ୍ଦର୍ଯ୍ୟ ଖରାପ କରିବା ସହିତ ରୋଗକୁ ଆମନ୍ତ୍ରଣ କରିଥାଏ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ସହିତ ଟାଇପ୍-୨ ମଧୁମେହ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଥାଏ ।…