Browsing Tag

latest

କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତମାନର ପରିବର୍ତିତ ଜୀବନଶୈଳୀ ମଧ୍ୟରେ କେଶ ଓ ସ୍କିନ ସମସ୍ୟା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଏଥିପାଇଁ ଆମେମାନେ ଅନେକ ପ୍ରକାରର କେମିକାଲ ଯୁକ୍ତ କସମେଟିକର ବ୍ୟବହାର କରିବାକୁ ମଧ୍ୟ ପଛାଉନାହୁଁ । କିନ୍ତୁ ଏହାହିଁ ଆମ ସମସ୍ୟାକୁ ଉତ୍କଟ କରିଦିଏ । ଏଥିପାଇଁ ଘରୋଇ ଉପଚାର…

ଦୁନିଆର ସବୁଠାରୁ ଧନୀ ମହିଳା ଭାବେ ମାନ୍ୟତା ପାଇଲେ ପପଷ୍ଟାର ରିହାନା, ଅଟନ୍ତି ଏତେ ସମ୍ପତିର ମାଲିକାଣି

ଆମେରିକୀୟ ପପ୍ ଷ୍ଟାର ରିହାନା ପୁଣି ଥରେ ଲାଇମ୍ ଲାଇଟ୍ ରେ । ଆମେରିକାର ବିଜନେସ୍ ମାଗାଜିନ୍ ‘ଫୋର୍ବସ୍’ ରିହାନାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା ଗାୟିକା ଭାବରେ ଘୋଷଣା କରିଛି। ‘ଫୋର୍ବସ୍’ ମାଗାଜିନ୍ ଅନୁଯାୟୀ ରିହାନାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।…

ଶ୍ରାବଣ ଶିବରାତ୍ରୀ ଦିନ ରାଶି ଅନୁଯାୟୀ କରନ୍ତୁ ପ୍ରଭୁ ଶିବଙ୍କ ଆରାଧନା, ପୂରଣ ହେବ ସମସ୍ତ ମନୋସ୍କାମନା

ଶ୍ରାବଣରେ ଭଗବାନ ଶିବଙ୍କର ଉପାସନା ବିଶେଷ ମହତ୍ତ୍ୱ ରଖେ | ଏହି ଦିନରେ ପଡ଼ୁଥିବା ସୋମବାର ବ୍ରତ, ମଙ୍ଗଳାଗୌରୀ ବ୍ରତ, ପ୍ରଦୋଷ ବ୍ରତ ଏବଂ ଶିବରାତ୍ରି ବ୍ରତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଶ୍ରାବଣ ଶିବରାତ୍ରି ଶୁକ୍ରବାର ୬ ଅଗଷ୍ଟରେ ପଡ଼ୁଛି | ପ୍ରତିବର୍ଷ ଶ୍ରାବଣ ଶିବରାତ୍ରୀ…

ମାନସିକ ଓ ଶାରୀରିକ ଚିନ୍ତା ଦୂର କରିଥାଏ ଏହି ଧାତୁ ନିର୍ମିତ ମୁଦି

ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ୟ୍ୟ ଓ ମଙ୍ଗଳଙ୍କ ଧାତୁ କୁହାଯାଏ । ଏହି ଧାତୁର ବ୍ୟବହାର ଘରେ ପୂଜା-ପାଠ ପାଇଁ ମଧ୍ୟ କରାଯାଏ । ଅନେକ ଥର ଏଭଳି ହୁଏ ଯେ, ଆମ ଆଖପାଖରେ ଥିବା କିଛି ଲୋକ ତମ୍ବା ମୁଦି ଧାରଣ କରିଥାଆନ୍ତି । ଆମେ ସେମାନଙ୍କୁ ଦେଖି ତମ୍ବା ମୁଦି ଧାରଣ କରିବା ଆରମ୍ଭ…

ଟୋକିଓ ଅଲିମ୍ପିକରେ ମାଧୁରୀଙ୍କ ଗୀତର ତାଳେ ତାଳେ ଝୁମିଲେ ଇସ୍ରାଏଲ ସନ୍ତରଣକାରୀ, ଦେଖନ୍ତୁ ଭିଡିଓ

ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଜଗତ ସମସ୍ତଙ୍କୁ ପ୍ରେରଣା ଦେଇଛି । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ ଇସ୍ରାଏଲର…

ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପରଫୁଡ :ଦୂରହେବ ରକ୍ତ ହୀନତାର ସମସ୍ୟା

ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ଶରୀରରେ…

ବର୍ଷା ଦିନେ ତୁଳସୀ ସେବନ କଲେ ମିଳିଥାଏ ବିଶେଷ ଫାଇଦା, ନିଶ୍ଚିତ କରନ୍ତୁ ସେବନ

ମହାମାରୀ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ । ଏବେ ବର୍ଷା ଋତୁ ମଧ୍ୟ ଆସି ସାରିଛି ଯାହାକି ଥଣ୍ଡା ଜ୍ବର ଭଳି ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ । ତେବେ ଏଭଳି ପରିସ୍ଥିତିରେ ଚିନ୍ତିତ ହେବା ସ୍ୱାଭାବିକ । ଏହି ସମସ୍ୟାଗୁଡ଼ିକର ସମାଧାନ ସ୍ବରୂପ ହେଉଛି ତୁଳସୀ ପତ୍ର ।…

ଜାଣନ୍ତୁ ଏହି ରହସ୍ୟମୟୀ ମନ୍ଦିର ବିଷୟରେ, ଯେଉଁଠାରେ ସଂନ୍ଧ୍ୟା ପରେ ରହିବାକୁ ଭୟ କରନ୍ତି ଲୋକେ

ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା ଦ୍ୱାରା…

ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ, ଓଜନ ନିୟନ୍ତ୍ରଣରେ ରହିବା ସହ ବଢ଼ିବ ଇମ୍ୟୁନିଟି

ମେଦବହୁଳତା ଶରୀରର ସୌନ୍ଦର୍ଯ୍ୟ ଖରାପ କରିବା ସହିତ ରୋଗକୁ ଆମନ୍ତ୍ରଣ କରିଥାଏ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ସହିତ ଟାଇପ୍-୨ ମଧୁମେହ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଥାଏ ।…

କରନ୍ତୁ ୱାଲେଟ ସହ ଜଡ଼ିତ ଏହି ଉପାୟ, ଅର୍ଥ ଆଗମନରେ କେବେବି ଆସିବନି ବାଧା

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ। ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ ଭର୍ତ୍ତି କରି ନିଜ ପର୍ସରେ ରଖି ଦିଅନ୍ତୁ। ଏହି ମନୋକାମନା ନିଶ୍ଚୟ ପୂରଣ ହେବ।…