ଗୋଟିଏ ସପ୍ତାହ ମଧ୍ୟରେ ମୂହଁରୁ ଦୂରହେବ ସନ ଟ୍ୟାନ, କେବଳ କରନ୍ତୁ ଏହି ଘରୋଇ ଉପାୟ
ଗ୍ରୀଷ୍ମ ଋତୁରେ ସନଟ୍ୟାନ୍ ହେବା ଏକ ଏପରି ସମସ୍ୟା, ଯାହା ଆପଣଙ୍କ ଚେହେରାର ସମସ୍ତ ସୁନ୍ଦରତା ଛଡାଇ ନେଇଥାଏ । ଏହାଦ୍ୱାରା କେବଳ ଆପଣଙ୍କ ସ୍କିନ୍ କଲର୍ ଡାର୍କ ହୋଇନଥାଏ ବରଂ ଏଥିରେ ବ୍ରଣ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସ୍କିନ୍ ସମସ୍ୟାକୁ ଦୁର କରିବା ପାଇଁ ଟ୍ୟାନକୁ ହଟାଇବା ସବୁଠାରୁ…