Browsing Tag

latest

ନବରାତ୍ରୀରେ ନଅ ଦିନରେ ଦେବୀଙ୍କ ନଅଟି ସ୍ବରୂପକୁ ଏହି ଉପାୟରେ କରନ୍ତୁ ଉପାସନା, ଜାଣନ୍ତୁ ଏହାର ମନ୍ତ୍ର ଓ ବିଧି

ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଉଛି। ନଅ ଦିନ ଧରି ମାତାଙ୍କର ଭକ୍ତମାନେ ଦୁର୍ଗା ମାଙ୍କର ନଅ ସ୍ବରୂପର ପୂଜାପାଠ କରନ୍ତି | ନବରାତ୍ରୀର ପ୍ରତ୍ୟେକ ଦିନ ମାତା ଦେବୀଙ୍କର ବିଶିଷ୍ଟ ରୂପ ପାଇଁ ସମର୍ପିତ ଏବଂ ପ୍ରତ୍ୟେକ ରୂପକୁ ପୂଜା କରିବା ଦ୍ବାରା ବିଭିନ୍ନ ପ୍ରକାରର ଇଚ୍ଛା ପୂରଣ…

ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରେ ଇନଷ୍ଟାରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ନିଜର ‘ପୁରୁଣା ପ୍ରେମ’ ର…

ନିକଟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱର କପଲ୍ ସାମନ୍ଥା-ନାଗା ଚୈତନ୍ୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସେମାନଙ୍କ ପ୍ରଶଂସକଙ୍କୁ ଦୁଃଖି କରିଛି। ଛାଡପତ୍ର ନିଷ୍ପତ୍ତି ନେବା ପରେ ସାମନ୍ତ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସୋସିଆଲ…

ଏହି ଗୁମ୍ଫାରେ ଆଜି ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି ରାବଣର ମୃତଦେହ, ହୋଇନାହିଁ ଅନ୍ତିମ ସଂସ୍କାର, ଜାଣନ୍ତୁ ଏହା ପଛର…

ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ | ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡିତ ଅନେକ ଚିହ୍ନ ଏବଂ ପ୍ରମାଣ ଉପସ୍ଥିତ, ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଏହି ସ୍ଥାନ ଭଗବାନ ଶ୍ରୀ ରାମ ଏବଂ ରାବଣ ସହିତ…

ଥାଇରଏଡ୍ ସମସ୍ୟା ଥିଲେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନଚେତ ଅଧିକ ଗମ୍ଭୀର ହୋଇପାରେ ସମସ୍ୟା

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ…

ଅଲିମ୍ପିକ ପରେ ମଡେଲିଂ ଅବତାରରେ ଫ୍ୟାନ୍ସକୁ ଦିୱାନା କଲେ ନୀରଜ ଚୋପ୍ରା, ଫ୍ୟାନ୍ସ କହିଲେ- ତୁମ ସାମ୍ନାରେ ମଡେଲ ବି…

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ନୀରଜ୍‌ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ…

ମୋତି କେବଳ ସୌନ୍ଦର୍ଯ୍ୟ ବଢ଼ାଏନାହିଁ, ଏହା ପିନ୍ଧିବାର ରହିଛି ଆହୁରି ଅନେକ ଫାଇଦା

ମୋତି ହାର କିମ୍ବା ମୋତି ରିଙ୍ଗ ପିନ୍ଧିବା ଏକ ସାଧାରଣ କଥା ନୁହେଁ। ଆପଣ ଅନେକ ମହିଳାଙ୍କୁ ଅଳଙ୍କାର ଆକାରରେ ମୋତି ପିନ୍ଧୁଥିବାର ଦେଖିଥିବେ | ଏହି ଅଳଙ୍କାର ଖଣ୍ଡଗୁଡ଼ିକ କେବଳ ଜଣେ ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ ବରଂ ଅନ୍ୟାନ୍ୟ ଲାଭ ମଧ୍ୟ ଦେଇଥାଏ | ମୋତି ଜଣେ ବ୍ୟକ୍ତିଙ୍କୁ…

ମସ୍ତକରେ କାହିଁକି ଲଗାଯାଇଥାଏ ତିଲକ? ଜାଣନ୍ତୁ ଏହା ସହ ଜଡ଼ିତ କିଛି ବିଶେଷ କଥା

ଟିକା ସର୍ବଦା ମଥାର ମଧ୍ୟ ଭାଗର କେନ୍ଦ୍ରରେ ଲଗାଇବା ଉଚିତ। ଆମ ମଥାରେ ଆଜ୍ଞାଚକ୍ର ରହିଥାଏ। ଏହା ମନୁଷ୍ୟ ଶରୀରର କେନ୍ଦ୍ର ସ୍ଥାନ ହୋଇଥାଏ। ଏହି ସ୍ଥାନରେ ଟିକା ଲଗାଇବା ଦ୍ୱାରା ଏକାଗ୍ରତା ଓ ଜ୍ଞାନର ବୃଦ୍ଧି ହୋଇଥାଏ। ଆଜ୍ଞାଚକ୍ରକୁ ଗୁରୁଚକ୍ର ମଧ୍ୟ କୁହାଯାଇଥାଏ। ଗୁରୁଚକ୍ରକୁ ବୃହସ୍ପତି…

ଫେସବୁକ୍-ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ ଡାଉନ୍ ହେତୁ ଗୋଟିଏ ଦିନରେ ୟୁଏସଡି ୭ ବିଲିୟନ ହରାଇଲେ ଜୁକରବର୍ଗ

ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା । ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି । ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି । କମ୍ପାନୀର ସିଇଓ…

ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏହି ଫଳ, ଓଜନ କମାଇବା ଠାରୁ ଆରମ୍ଭ କରି ଦେଇଥାଏ ଏହିସବୁ ଫାଇଦା

ମୌସୁମୀ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ। ଏହାକୁ ପିୟର୍ସ ମଧ୍ୟ କୁହାଯାଏ। ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫେନୋଲିକ୍ ଯୌଗିକ, ଫୋଲେଟ୍, ଫାଇବର,…

କୁକୁର କାମୁଡିଲେ କେମିତି କରିବେ ଘରୋଇ ଉପଚାର, ଜାଣନ୍ତୁ

ବର୍ତ୍ତମାନ ବୁଲା କୁକୁରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ଲୋକ ଅନେକ ସମୟରେ କୁକୁର କାମୁଡ଼ାର ଶିକାର ହେଉଛନ୍ତି । କୁକୁର କାମୁଡ଼ିଲେ ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥାରେ ଭୟଙ୍କର ପରିବର୍ତ୍ତନ ହୋଇଥାଏ । ଜଳାନ୍ତକ ରୋଗ ପରି ମାରାତ୍ମକ ରୋଗ ଓ ପାଗଳାମି ଆଦି ଦେଖା ଦେଇ ବ୍ୟକ୍ତିର…