ପ୍ରଥମ ଥର ପାଇଁ ଆର୍ୟନଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ, ଦେଖନ୍ତୁ ଭିଡିଓ
ଶାହାରୁଖ ଖାନ ଆଜି ସକାଳେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଶାହାରୁଖ ପ୍ରାୟ ୯.୧୦ ରେ ୱେଟିଂ ରୁମ୍କୁ ଯାଇଥିଲେ। ବଡିଗାର୍ଡ ରବି ଏବଂ କର୍ମଚାରୀମାନେ ମଧ୍ୟ ତାଙ୍କ ସହିତ ବାହାରେ ନଜର ଆସିଥିଲେ। ଡ୍ରଗ୍ ମାମଲାରେ ଆର୍ଯ୍ୟନ ଧରାପଡ଼ିବା ପରେ…