ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶାହାରୁଖ ଖାନଙ୍କୁ ପୀୟୁଷ ମିଶ୍ରଙ୍କ ପରାମର୍ଶ: କହିଲେ ନିଜ ପୁଅକୁ ନିୟନ୍ତ୍ରଣରେ…
ବଲିଉଡର ବାଦଶାହ ଶାହରୁଖଙ୍କ ପାଇଁ ଆଜି ହେଉଛି ସବୁଠୁ ବିଶେଷ ତଥା ଖାସ୍ ଦିନ। ଶାହାରୁଖ ଓ ଗୌରୀଙ୍କ ଖୁସି କହିଲେ ନସରେ । ଗୌରୀ କରିଥିବା ମାନସିକ ବି ପୁରା ହେଲା । ବର୍ତ୍ତମାନ ମନ୍ନତ ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଡ୍ରଗ୍ସ କେସ୍ରେ ଗିରଫ ହେବାର ଦୀର୍ଘ ୨୮ ଦିନ ପରେ ପୁଅ କଳା…