Browsing Tag

krida- latest

ଓଡିଆଇରେ ୨୦୦ ରନ୍ ସ୍କୋର କରିବା ପରେ ସାରା ରାତି କାହିଁକି ଶୋଇପାରିନଥିଲେ ସଚିନ ତେନ୍ଦୂଲକର ?

ଆଜି ଅର୍ଥାତ ୨୪ ଏପ୍ରିଲରେ ସଚିନ ତେନ୍ଦୁଲକର ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବିଶ୍ୱ କ୍ରିକେଟର ପ୍ରାୟ ସମସ୍ତ ପ୍ରମୁଖ ରେକର୍ଡ ଏହି ମହାନ ଖେଳାଳିଙ୍କ ବ୍ୟାଟରୁ ଆସିଛି | ସଚିନ ହିଁ ୪୦ ବର୍ଷର ବାଧାବିଘ୍ନ ପରେ ଓଡିଆଇ ରେ ଦୁଇ ଶତକ ମାରିଥିଲେ। ଆଜି ଏହି ଐତିହାସିକ ଇନିଂସ ସହିତ…

ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ହସ୍ପିଟାଲରେ ଭର୍ତ୍ତିହେଲେ କ୍ରିକେଟର କିମ୍ୱଦନ୍ତୀ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କରୋନା ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସଚିନ୍ । ସେ ଖୁବଶ୍ରୀଘ୍ର ଘରକୁ କମବ୍ୟାକ୍ କରିବେ ବୋଲି ଦୃଢତାର ସହ ଟ୍ୱିଟରେ ଜଣାଇଛନ୍ତି ।…

ଇତିହାସ ରଚିଲେ ମିଥାଲି ରାଜ: ୧୦,୦୦୦ ରନ୍ ସ୍କୋର କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍

ଭାରତୀୟ ମହିଳା କ୍ରିକେଟ୍ ଦଳର ୱାନଡେ କ୍ୟାପଟେନ ମିଥାଲି ରାଜ ଆଜି ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ୧୦,୦୦୦ ଅନ୍ତର୍ଜାତୀୟ ରନ୍ ସ୍କୋର କରିବାରେ ବିଶ୍ୱରେ ଦ୍ବିତୀୟ ଏବଂ ଭାରତର ଏକମାତ୍ର ମହିଳା କ୍ରିକେଟର ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ…

୩୪ କୋଟି ଟଙ୍କାର ଏହି ବିଳାସମୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଗେହ୍ଲି ଝିଅ

ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କହିଛନ୍ତି ଯେ ଅନୁଷ୍କା ଓ ତାଙ୍କ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଖୁବ ଶୀଘ୍ର ସେମାନେ…

ବ୍ୟାଡମିଂଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ, ଥାଇଲ୍ୟାଣ୍ଡରେ ଖେଳୁଥିଲେ ଚାମ୍ପିୟନଶିପ

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ ଥିବା ଜଣାପଡିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡରେ ଅଛନ୍ତି, ଯେଉଁଠାରେ ତାଙ୍କୁ ବର୍ତ୍ତମାନ ଏକ ଡାକ୍ତରଖାନାରେ ପୃୃଥକ କରି ରଖାଯାଇଛି। କରୋନା ପଜିଟିଭ୍ ହେବା ପରେ ଏହା ସାଇନା ନେହୱାଲଙ୍କ ପାଇଁ ଏକ ବଡ଼…

ଆଡିଲେଡ୍ ଟେଷ୍ଟରେ ଭାରତକୁ ୮ ଓ୍ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ୮ ୱିକେଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ଡେ ନାଇଟ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ​​| ଭାରତ ଦେଇଥିବା ୯୦ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଛି…

ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇ ଫିଫା ପୁରସ୍କାର ହାତେଇଲେ ଏହି ଫୁଟବଲର

ପୋଲାଣ୍ଡର ରବର୍ଟ ଲେବାନଡୋସ୍କି ଫିଫା ବେଷ୍ଟ୍ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି । ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ…

ଅଲମ୍ପିକ୍ସରେ ସାମିଲ ହେଲା ବ୍ରେକ୍‌ଡ୍ୟାନ୍ସ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ର ଆନୁଷ୍ଠାନିକ ଭାବରେ ନୂତନ ଖେଳ ଭାବରେ ଯୋଡି…

୨୦୨୪ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ସୋମବାର ରାତିରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କାଉନସିଲ୍ ବା IOC ବ୍ରେକ୍ ଡ୍ୟାନ୍ସକୁ ଏକ ଅଲିମ୍ପିକ୍ ଖେଳ ଭାବରେ ଅନୁମୋଦନ କରିଛି । ଲିଙ୍ଗଗତ ସମାନତା ଏବଂ କ୍ରୀଡ଼ାରେ ଅଧିକ ଯୁବକଙ୍କର ଯୋଗଦାନ ଦିଗରେ…

ଭ୍ରମରେ ପଡ଼ିଗଲେ ପ୍ରଶଂସକ ! ମାରାଡୋନାଙ୍କ ବଦଳରେ ହଲିଉଡର ପ୍ରସିଦ୍ଧ ଗାୟୀକା ମଡୋନାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

ଇଂଟରନେଟ୍ ଆମକୁ ପ୍ରତିଦିନ କୌଣସିସି ନା କୌଣସି ଉପାୟରେ ସରପ୍ରାଇଜ ଦେବାରେ ପଛରେ ରହିନଥାଏ । ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାରାଡୋନାଙ୍କ ପାଇଁ ଆଜି ସାରା ବିଶ୍ବ ମର୍ମାହତ। ମାରାଡୋନାଙ୍କ ମୃତ୍ୟୁ ଖବର ମିଳିବା…

ଗୋଆରେ ସ୍ଥାପିତ ହେବ କିମ୍ବଦନ୍ତୀ ଫୁଟବଲର ମାରାଡୋନାଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି

ଗୋଆ ସରକାର ଆସନ୍ତା ବର୍ଷ ଆରମ୍ଭରେ ପୂର୍ବ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା କାଲାଙ୍ଗୁଟରୁ ବିଧାୟକ ମାଇକେଲ ଲୋବୋ ପିଟିଆଇକୁ କହିଛନ୍ତି ଯେ…