ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ପୁରିଛି ୧୨ବର୍ଷ
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରିଛି। ସେସମୟରେ ଦେଶରେ ଏଭଳି ପରିସ୍ଥିତି ସହ ପାଇଁ ଲଢ଼ିବା ପାଇଁ ବହୁତ ସମସ୍ୟା ଦେଖାଦେଇଥିଲା କାରଣ ଭାରତ ପୂର୍ବରୁ ଏହାଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଦେଖିନଥିଲା, ତଥାପି ହାର ମାନିନଥିଲା ଭାରତ| କିନ୍ତୁ ଆଜି ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଜି…