ଆଜି ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧୨ ଟାରେ କୃଷକ ଆକାଉଣ୍ଟକୁ ପିଏମ କିସାନ ସାମନ ନିଧି (PM-KISAN) ଯୋଜନାର ପରବର୍ତ୍ତୀ କିସ୍ତି ପଠାଇବେ। ଏହା ଅଧୀନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ପଠାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬ ଟି ରାଜ୍ୟର ଚାଷୀଙ୍କ ସହ ଏକ…