ଅନିଲ କପୁରଙ୍କ ମହାନାୟକ ଚଳଚିତ୍ର ଭଳି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏହି କଲେଜ ଛାତ୍ରୀ
ଆପଣ ସଭିଏଁ ଅନିଲ କପୁରଙ୍କ ମହାନାୟକ ଚଳଚିତ୍ର ଦେଖିଥିବେ । ଜଣେ ସାଧାରଣ ଜର୍ଣ୍ଣାଲିଷ୍ଟ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କିଭଳି ପୁରା ସିଷ୍ଟମକୁ ବଦଳାଇ ଦେଇଥିଲେ ଏବଂ ଦୁର୍ନିତିଗ୍ରସ୍ତଙ୍କୁ ସାବାଡ଼ କରିଥିଲେ ତାହା ଏହି ଚଳଚିତ୍ରରେ ଦର୍ଶାଯାଇଥିଲା । କିନ୍ତୁ ତାହା ଥିଲା କାଳ୍ପନିକ…