ଅଜାଣତରେ ସୀମା ପାର କରି ଚାଲିଆସିଥିଲେ ୮ ବର୍ଷର ପାକିସ୍ତାନୀ ନାବଳକ: ପ୍ରଥମେ ଚକଲେଟ ଦେଲେ ଏବଂ ପରେ ଏହି ପଦକ୍ଷେପ…
ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ହୋଇଥିବା ଭାରତୀୟ ସୈନିକମାନେ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି। ସୈନିକମାନେ ଜଣେ ପାକିସ୍ତାନୀ ନାବାଳକକୁ ତାଦେଶକୁ ହସ୍ତାନ୍ତର କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ଆଠ ବର୍ଷର ପାକିସ୍ତାନୀ ଶିଶୁ ରାଜସ୍ଥାନର ବାରମେରରେ ଅନ୍ତର୍ଜାତୀୟ…