କଣ ଆପଣ କଂଚାଲଙ୍କା ଖାଇବାର ଏହି ଚମତ୍କାରୀ ଫାଇଦାଗୁଡ଼ିକ ବିଷୟରେ ଜାଣନ୍ତି କି?
ଯେକୌଣସି ବ୍ୟଞ୍ଜନ ହେଉନା କାହିଁକି କଂଚାଲଙ୍କା ବିନା ସବୁ ଫିକା ।
ଅଧିକାଂଶ ଭାରତୀୟଲୋକମାନେ ସେମାନଙ୍କ ଖାଦ୍ୟରେ କଞ୍ଚାଲଙ୍କାକୁ ବେଶ ପସନ୍ଦ କରିଥାନ୍ତି ।ବିଶେଷକରି ବିଭିନ୍ନ ଖାଦ୍ୟର ଟେଷ୍ଟ୍ ପାଇଁ କଞ୍ଚାଲଙ୍କାକୁ ସମସ୍ତେ ଖାଦ୍ୟରେ ବ୍ୟବହାର କରୁଥିଲେ ମଧ୍ୟ କେହି ଏହାର ଭଲଗୁଣ ସମ୍ଵନ୍ଧରେ…