ଜାଣନ୍ତୁ ପ୍ରାକୃତିକ ଉପାୟରେ ହେୟାର ଷ୍ଟ୍ରେଟନିଙ୍ଗର କରିବାର କିଛି ସହଜ ଉପାୟ
ଫ୍ୟାସନେବଲ ଦୁନିଆରେ ସମସ୍ତେ ଆଧୁନିକ ଯୁଗ ସହିତ ତାଳ ମିଶାଇ ଚାଲିବାକୁ ପସନ୍ଦ କରୁଛନ୍ତି । ଆଜିକାଲି ଷ୍ଟ୍ରେଟନିଙ୍ଗ ହେୟାର ଏକ ପ୍ରକାରର ଫ୍ୟାସନ ପାଲଟିଯାଇଛି । କିନ୍ତୁ ସମୟ ଅଭାବରୁ କର୍ମଜୀବି ମହିଳା କିମ୍ବା ଯୁବତୀଙ୍କ ପାଇଁ କେଶ ଷ୍ଟ୍ରେଟନିଙ୍ଗ କରିବା ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା…