ଆପଣଙ୍କ ଇମ୍ୟୁନିଟିକୁ ମଜବୁତ କରିବ ଏହି ଡ୍ରିଙ୍କ, ଘରେ ସହଜରେ କରିପାରିବେ ପ୍ରସ୍ତୁତ
ଆଜିର ସମୟରେ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଲୋକେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏହା ସହିତ ଶରୀରରେ ଭିଟାମିନ୍-ସି ର ଉପସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ…