Browsing Tag

jiban-latest

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଡାଲି ପାଣି, ଜାଣନ୍ତୁ ଏହାର ଅନ୍ୟ ଲାଭକାରୀ ଗୁଣ ସମ୍ପର୍କରେ

ହାଲୁକା ଓ ସ୍ୱାସ୍ଥ୍ୟକର ଭୋଜନ କଲେ ଶରୀର ସୁସ୍ଥ ରହେ। ସେଥିପାଇଁ ଲୋକେ ଭାତ, ଡାଲି, ରୁଟି ଖାଇବାକୁ ବେଶୀ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟକର ସହ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଖାଦ୍ୟ ମଧ୍ୟ ଆବଶ୍ୟକ। ଡାଲି ମଧ୍ୟ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ…

ପ୍ରତିଦିନ କେବଳ ଗୋଟିଏ ସିଝାଅଣ୍ଡା ଖାଇଲେ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ

ଅଣ୍ଡାରେ ନ୍ୟୁଟ୍ରିସନ୍ ଭରପୁର ମାତ୍ରାରେ ମିଳିଥାଏ, କିନ୍ତୁ ଏହାର ନ୍ୟୁଟ୍ରିସନ୍ ଭାଲ୍ୟୁ ମଧ୍ୟ ଏହାର ରନ୍ଧନ ଶୈଳୀ ଏବଂ ଖାଇବା ସମୟ ଉପରେ ନିର୍ଭର କରିଥାଏ । ଏହାକୁ ଅନେକ ଉପାୟରେ ଖାଇହେବ, କିନ୍ତୁ ଏହାକୁ ସିଝାଇ ଖାଇବା ଦ୍ୱାରା ଅଧିକ ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞମାନେ ମଧ୍ୟ…

ଘରେ କରନ୍ତୁ ଗଙ୍ଗାଜଳର ସିଞ୍ଚନ, ଜୀବନରୁ ଦୂରହେବ ନକାରାତ୍ମକତା ଓ ବଢ଼ିବ ସୁଖ ସମୃଦ୍ଧ

ଶ୍ରାବଣ ମାସରେ ଘରର ବାସ୍ତୁ ଦୋଷ ଦୂର କରିବାକୁ ଶିବ ପୂଜା ସହିତ କିଛି ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଶ୍ରାବଣ ମାସରେ ଯେତେବେଳେ ସବୁ ଦିଗରେ ଭୋଲେନାଥଙ୍କ ମହିମା ସେତେବେଳେ ତାଙ୍କ କୃପାରୁ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ଦୂର କରାଯାଇପାରିବ। ଏଥିପାଇଁ ଯଦି ଆପଣ ସୋମବାର ଶିବ ପୂଜାରେ…

ପାଚନରୁ ଆରମ୍ଭ କରି ଶରୀରକୁ ଡିଟକ୍ସ କରିବା ପର୍ଯ୍ୟନ୍ତ ଅନେକ ଉପକାରୀ ଗୁଣରେ ଭରପୁର ହୋଇଥାଏ ଏହି ମସଲା, ଜାଣନ୍ତୁ କଣ ?

ଧନିଆ ପାଉଡର ହେଉଛି ଭାରତୀୟ ରୋଷେଇର ଏପରି ଏକ ଉପାଦାନ ଯାହା ଅଧିକାଂଶ ଜିନିଷରେ ବ୍ୟବହୃତ ହୋଇଥାଏ । ସେହିପରି ଧନିଆ ପତ୍ରର ଗାର୍ନିସିଙ୍ଗ୍ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ । କିନ୍ତୁ ଧନିଆ ପାଣି ମଧ୍ୟ ସ୍ୱାସ୍ଥ୍ୟକୁ ଅନେକ ସୁବିଧା ଯୋଗାଇବାରେ ସହାୟକ ହୋଇଥାଏ । ଚାଲନ୍ତୁ ଜାଣିବା ଧନିଆ…

କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତମାନର ପରିବର୍ତିତ ଜୀବନଶୈଳୀ ମଧ୍ୟରେ କେଶ ଓ ସ୍କିନ ସମସ୍ୟା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଏଥିପାଇଁ ଆମେମାନେ ଅନେକ ପ୍ରକାରର କେମିକାଲ ଯୁକ୍ତ କସମେଟିକର ବ୍ୟବହାର କରିବାକୁ ମଧ୍ୟ ପଛାଉନାହୁଁ । କିନ୍ତୁ ଏହାହିଁ ଆମ ସମସ୍ୟାକୁ ଉତ୍କଟ କରିଦିଏ । ଏଥିପାଇଁ ଘରୋଇ ଉପଚାର…

ମାନସିକ ଓ ଶାରୀରିକ ଚିନ୍ତା ଦୂର କରିଥାଏ ଏହି ଧାତୁ ନିର୍ମିତ ମୁଦି

ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ୟ୍ୟ ଓ ମଙ୍ଗଳଙ୍କ ଧାତୁ କୁହାଯାଏ । ଏହି ଧାତୁର ବ୍ୟବହାର ଘରେ ପୂଜା-ପାଠ ପାଇଁ ମଧ୍ୟ କରାଯାଏ । ଅନେକ ଥର ଏଭଳି ହୁଏ ଯେ, ଆମ ଆଖପାଖରେ ଥିବା କିଛି ଲୋକ ତମ୍ବା ମୁଦି ଧାରଣ କରିଥାଆନ୍ତି । ଆମେ ସେମାନଙ୍କୁ ଦେଖି ତମ୍ବା ମୁଦି ଧାରଣ କରିବା ଆରମ୍ଭ…

ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପରଫୁଡ :ଦୂରହେବ ରକ୍ତ ହୀନତାର ସମସ୍ୟା

ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ଶରୀରରେ…

ବର୍ଷା ଦିନେ ତୁଳସୀ ସେବନ କଲେ ମିଳିଥାଏ ବିଶେଷ ଫାଇଦା, ନିଶ୍ଚିତ କରନ୍ତୁ ସେବନ

ମହାମାରୀ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ । ଏବେ ବର୍ଷା ଋତୁ ମଧ୍ୟ ଆସି ସାରିଛି ଯାହାକି ଥଣ୍ଡା ଜ୍ବର ଭଳି ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ । ତେବେ ଏଭଳି ପରିସ୍ଥିତିରେ ଚିନ୍ତିତ ହେବା ସ୍ୱାଭାବିକ । ଏହି ସମସ୍ୟାଗୁଡ଼ିକର ସମାଧାନ ସ୍ବରୂପ ହେଉଛି ତୁଳସୀ ପତ୍ର ।…

ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ, ଓଜନ ନିୟନ୍ତ୍ରଣରେ ରହିବା ସହ ବଢ଼ିବ ଇମ୍ୟୁନିଟି

ମେଦବହୁଳତା ଶରୀରର ସୌନ୍ଦର୍ଯ୍ୟ ଖରାପ କରିବା ସହିତ ରୋଗକୁ ଆମନ୍ତ୍ରଣ କରିଥାଏ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ସହିତ ଟାଇପ୍-୨ ମଧୁମେହ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଥାଏ ।…

ମାଟିପାତ୍ରରେ ଖାଦ୍ୟ ପ୍ରସ୍ତୁତ କଲେ ମିଳିଥାଏ ଶୁଭଫଳ, ମିଳିଥାଏ ଆହୁରି ଅନେକ ଉପକାର

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି…