ଚାଉଳ ପାଣିର ବ୍ୟବହାରରେ ଚମକିବ ଆପଣଙ୍କ ଚେହେରା
ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । ଚାଉଳର ଏହି ଧୁଆ ପାଣି ସମସ୍ତଙ୍କ ପାଇଁ କେତେ ହିତକାରୀ ତାହା କେହି ଜାଣିନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ…