Browsing Tag

jiban-latest

ଏହି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଉତ୍ତମ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ଓ ବାସନ। ଅଧିକାଂଶ ଲୋକେ ଖାଦ୍ୟ ପ୍ରସ୍ତୁତ କରୁଥିବା ବାସନ ଉପରେ ଧ୍ୟାନ ଦେଇ ନଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ଖାଦ୍ୟର ଯେପରି ଗୁରୁତ୍ୱ ରହିଛି, ସେହିପରି ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର…

ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ଦୂରେଇ ଯିବ ଅନେକ ସମସ୍ୟା

ଜଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଆପଣ ଜାଣଛନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରେଇ ରହିଥାଏ । ଘରର ବୈଜ୍ୟଷ୍ଠମାନେ ମଧ୍ୟ ଖାଲି ପେଟରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଏହା…

ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଏହା ବଢାଇପାରେ କୋଲେଷ୍ଟ୍ରଲ୍

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରହିବ ତେବେ ସମସ୍ୟା ସୃଷ୍ଟି ହୋଇପାରେ ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ…

ଖରା ଦିନେ ନିୟମିତ ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଅଦ୍ଭୁତପୂର୍ବ ଫାଇଦା

ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା…

ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ…

ବହୁ ଆଦିମ କାଳରୁ ମୁନି ଋଷିମାନେ ଯୋଗ ଆସନକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରିଆସିଛନ୍ତି । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଚାପମୁକ୍ତ ରହିବା ପାଇଁ ଯୋଗଆସନକୁ ଆପଣାଇ ନେବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରରେ ଏକ ଭିନ୍ନ ପ୍ରକାରର ଉର୍ଜାର ସଂଚରଣ ହେବା ସହିତ ଶରୀର ଏବଂ ମନକୁ ଶାନ୍ତି…

ଖରାଦିନେ ଏସିଡିଟି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ଅନେକ ଲୋକଙ୍କର ବାନ୍ତି ଓ ପେଟ ଖରାପ ସହ ସଭିଁଙ୍କ ପାଇଁ ଏସିଡିଟି ମୁଖ୍ୟ ସମସ୍ୟା ପାଲଟିଥାଏ। କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର କରି ହେବ। ଖରାଦିନେ କିଛି ବିଶେଷ ଜିନିଷ ଖାଦ୍ୟରେ ସାମିଲ…

ଓଜନ କମିବା ସହ ସ୍କିନ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଆମ୍ବ

ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ସ୍ବାଦ ଏବଂ ମିଟା ବାସ୍ନା ପାଇଁ ଏହା ବେଶ୍ ଜଣାଶୁଣା । ଆମ୍ବକୁ ଫଳର ରାଜା ମଧ୍ୟ କୁହାଯାଏ । ସ୍ବାଦରେ ଭଲ ହେବା ସହ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଭିଟାମିନ୍ ଯେପରିକି ଭିଟାମିନ୍-ଏ, ସି ଏବଂ ଡି…

ଥଣ୍ଡା ପାଣି କୁ ଏପରି ପିଉଛନ୍ତି କି ? ତେବେ ସାବଧାନ….

ବର୍ତ୍ତମାନ ପ୍ରବଳ ଖରାର ପ୍ରକୋପ ସହ ଅସହ୍ୟ ଗରମ ଅନୁଭବ ହେଉଛି। ଏହି ସମୟରେ ଅଧିକ ଶୋଷ ଲାଗିବା ସାଧାରଣ କଥା। ଏହାସହ ଏହି କାରଣୁୁ ସଭିଏଁ ବିିଭିନ୍ନ ପ୍ରକାର ଥଣ୍ଡା ଓ ମୃଦୁ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଏପରି ଦେଖାଯାଏ, ଖରାରୁ ଆସି ବହୁ ଲୋକେ ସିଧାସଳଖ ଫ୍ରିଜରୁ…

ଗ୍ରୀଷ୍ମ ଦିନରେ ପ୍ରତିଦିନ ନଡ଼ିଆ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ୭ ଟି ଫାଇଦା, ଦୂରରେ ରହିଥାଏ ଅନେକ ରୋଗ

ଗ୍ରୀଷ୍ମ ଋତୁରେ ନଡ଼ିଆ ପାଣି ପିଇବାର ଅନେକ ଲାଭ ଅଛି | ଏହି କାରଣରୁ, ଆପଣଙ୍କର ଓଜନ ନିୟନ୍ତ୍ରିତ ହୁଏ ଏବଂ ଚର୍ମ ଉପରେ ଚମକ ରହିଥାଏ | ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ ପ୍ରତିଦିନ ନଡିଆ ପାଣି ପିଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଏହାକୁ ପିଇବା ପାଇଁ ମଧ୍ୟ ଉପଯୁକ୍ତ…

ଫଳ ଖାଉଥିବା ସମୟରେ ଆପଣ ମଧ୍ୟ କରୁ ନାହାନ୍ତି ତ ଏହି ଭୁଲ ? ତେବେ ଆଜି ହିଁ ସୁଧାରନ୍ତୁ

ପ୍ରତ୍ୟେକ ଋତୁରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ ଫଳ ନିଶ୍ଚୟ ଖାଇବା ଉଚିତ। ଏହାର ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ମାତ୍ର ଫଳର ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ଫଳ ଖାଇବା ସମୟରେ କିଛି ବିଶେଷ ଦିଗ…