କୌଣସି କୋଚିଙ୍ଗ ନ ନେଇ ମଧ୍ୟ ନିଜର ଏହି ୧୦+୮+୬ ଟେକନିକ ଦ୍ୱାରା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ…
କିଛି ଦିନ ଆଗରୁ ୟୁପିଏସସି ସିଭିଲ ସର୍ଭିସର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ପୁର୍ବରୁ ମିସ ଇଣ୍ଡିଆ ଫାଇନାଲିଷ୍ଟ ରହିସାରିଥିବା ଐଶ୍ୱର୍ଯ୍ୟା ଶ୍ୟୋରାନ ଏହି ପରୀକ୍ଷାରେ ୯୩ ର୍ୟାଙ୍କ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କିଭଳି ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।…