Browsing Tag

Bises-latest

ମକର ସଂକ୍ରାନ୍ତି ୨୦୨୧ : ଜାଣନ୍ତୁ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଏହିଦିନ ଦାନ ଓ ସ୍ନାନ କରିବାର କଣ ରହିଛି…

ବର୍ଷସାରା ସମୁଦାୟ ୧୨ ଟି ସଙ୍କ୍ରାନ୍ତି ରହିଥାଏ, କିନ୍ତୁ ଏଥି ମଧ୍ୟରୁ ଚାରିଟି ସଙ୍କ୍ରାନ୍ତି ଯଥା ମେଷ, କର୍କଟ, ତୂଳା ଏବଂ ମକର ସଙ୍କ୍ରାନ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ।…

National Youth Day 2021: ଆଜି ସମଗ୍ର ଦେଶ ପାଳନ କରୁଛି ଜାତୀୟ ଯୁବ ଦିବସ, ଜାଣନ୍ତୁ ଏହାର ଇତିହାସ

ଜାନୁଆରୀର ୧୨ ତାରିଖ ଦିନ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର | ଏହା କେବଳ ଏକ ସାଧାରଣ ତାରିଖ ନୁହେଁ | ଜାନୁଆରୀ ୧୨ ରେ ଭାରତର ସର୍ବଶ୍ରେଷ୍ଠ ଦାର୍ଶନିକ, ଆଧ୍ୟାତ୍ମିକ ଏବଂ ସାମାଜିକ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ | ଆମ ଦେଶ…

ବାଥରୁମରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ହୋଇଥାଏ ବାସ୍ତୁଦୋଷର କାରଣ

ମଣିଷ ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁର ପ୍ରଭାବ ଜୀବନ ଉପରେ ପଡିଥାଏ। ଘରର ଗାଧୁଆଘରେ ବାସ୍ତୁର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ। ସେଥିପାଇଁ ଘଧୁଆଘରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯାହା ବାସ୍ତୁ ଦୋଷର କାରଣ ହେବ। ଗାଧୁଆଘରେ ଏହିସବୁ ବର୍ଜିତ କାମ ନ କଲେ…

ଦୁନିଆରେ ଏଭଳି ଏକ ଗାଁ ଯେଉଁଠାରେ ମାଟି ତଳେ ବାସ କରନ୍ତି ଲୋକେ, ରହିଛି ସମସ୍ତ ପ୍ରକାର ସୁବିଧା

ଅନେକ ସମୟରେ ଏପରି କିଛି କଥା ଓ ଜିନିଷ ଲୋକ ଲୋଚନକୁ ଆସିଥାଏ, ଯାହା ଶୁଣିବାକୁ ଓ ବିଶ୍ୱାସ କରିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଦିଲ୍ଲୀର କନନାଟ୍‍…

ରବିବାର ଦିନ ଏହି ଉପାୟରେ କରନ୍ତୁ ସୂର୍ଯ୍ୟଦେବଙ୍କୁ ଆରାଧନା: ଦୂର ହେବ ସମସ୍ୟା, ସୁଖମୟ ହେବ ଜୀବନ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ। ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା…

ଉପହାରରେ ମିଳିଥିବା ଏହିସବୁ ଜିନିଷକୁ ଘରେ ରଖନ୍ତୁ ନାହିଁ, ହୋଇଥାଏ ଅଶୁଭ

ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ କେବେବି ଭଗବାନଙ୍କ ଦ୍ୱାର, ମିତ୍ର, ଗୁରୁ ଏବଂ ପୁତ୍ରୀ ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ କାହାକୁ କଣ ଉପହାର ଦେବା ଉଚିତ ଏବଂ କେଉଁ ଉପହାର ଦେବା ଉଚିତ ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ। ତାଛଡା କିଏ ଦେଇଥିବା କେଉଁ…

ଫିଟିକିରିକୁ ଘରର ଏହି ସ୍ଥାନରେ ରଖିଦିଅନ୍ତୁ, ଦୂର ହୋଇଯିବ ସମସ୍ତ ନକରାତ୍ମକତା

ଘରୁ ବାସ୍ତୁଦୋଷ ଦୂର କରିବାକୁ ବାସ୍ତୁବିତ୍‌ଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବା ଭଲ। ନିଜ ମନ ମୁତାବକ କାମ କଲେ ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେବେ ଏହି ବାସ୍ତୁ ଦୋଷ ଦୂର କରିବାରେ ଫିଟିକିରି ବେଶ ପ୍ରଭାବକାରୀ ହୋଇଥାଏ । ଘର ପାଖରେ ଶ୍ମଶାନ…

ସଂନ୍ଧ୍ୟା ସମୟରେ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଯିବ ଅନର୍ଥ

କଥାରେ ଅଛି ଦାନ କଲେ ପୁନ୍ୟ ଅର୍ଜନ ହୋଇଥାଏ । କୌଣସି ଗରିବ ଲୋକଙ୍କୁ ଦାନ କରିବା ଏକ ମହତ୍ବପୂର୍ଣ୍ଣ କାମ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଦାନର ମହତ୍ବ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ସନ୍ଧ୍ୟା ସମୟରେ ଦାନ କରିବାକୁ କାହିଁକି…

ଯଦି ଆପଣଙ୍କ ଘରେ ଅଛି ଏହି ୫ଟି ଜିନିଷ ତେବେ ତୁରନ୍ତ ବାହାର କରନ୍ତୁ, ନଚେତ ଭୋଗିବାକୁ ପଡ଼ିବ ସମସ୍ୟା

ବାସ୍ତୁ ଶାସ୍ତ୍ର ହେଉଛି ଗୃହ, କୋଠା କିମ୍ବା ମନ୍ଦିର ନିର୍ମାଣର ପ୍ରାଚୀନ ଭାରତୀୟ ବିଜ୍ଞାନ | ବାସ୍ତବରେ, ବସ୍ତୁ ଶବ୍ଦ ଦ୍ୱାରା ବାସ୍ତୁର ନିର୍ମାଣ ହୋଇଛି | ଆମର ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ କିପରି ଏବଂ କେଉଁଠାରେ ରଖାଯିବ ତାହା ବାସ୍ତୁ ଶାସ୍ତ୍ରରେ ବିଚାର…

ସ୍ବପ୍ନରେ ଏହି ପଶୁପକ୍ଷୀଙ୍କୁ ଦେଖୁଥିଲେ ବୁଝିଯାଆନ୍ତୁ ବଦଳିବାକୁ ଯାଉଛି ଆପଣଙ୍କ ଭାଗ୍ୟ

ସ୍ବପ୍ନ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ଶୋଇବା ସମୟରେ ମଣିଷ ଅନେକ ପ୍ରକାରର ସ୍ବପ୍ନ ଦେଖିଥାଏ। ସବୁଠାରୁ ରୋଚକପୂର୍ଣ୍ଣ କଥା ହେଉଛି ଏହି ସ୍ବପ୍ନ ଆମ ଜୀବନରେ ଘଟିବାକୁ ଥିବା କେତେକ ବିଶେଷ ଘଟଣା ବିଷୟରେ ପୂର୍ବ ସଙ୍କେତ ଦେଇଥାଏ । ସ୍ବପ୍ନ ଶାସ୍ତ୍ରରେ ଏ ସମ୍ବନ୍ଧରେ କୁହାଯାଇଛି। ଆପଣ…