ଜାଣନ୍ତୁ କଳାପାଣି ଦଣ୍ଡ ବିଷୟରେ, ଯାହାର ନାଁ ଶୁଣି ଥରିଯାଉଥିଲେ କଏଦୀ
କଳା ପାଣି ଦଣ୍ଡ ଅତୀତର ଏପରି ଦଣ୍ଡ ଥିଲା, ଯାହାର ନାଁ ଶୁଣିଲେ ହିଁ ବନ୍ଦୀମାନେ କମ୍ପି ଉଠୁଥିଲେ | ବାସ୍ତବରେ ଏହା ଏକ କାରାଗାର ଥିଲା, ଯାହା ସେଲୁଲାର୍ ଜେଲ୍ ଭାବରେ ଜଣାଶୁଣା | ଆଜି ବି ଲୋକମାନେ ଏହାକୁ ଏହି ନାମରେ ଜାଣିଛନ୍ତି | ପ୍ରକାଶଥାଉ ଯେ ଏହି ଜେଲଟି ଆଣ୍ଡାମାନ ଏବଂ ନିକୋବର…