Browsing Tag

banijya-latest

2025ରେ, ଫୋନପେ ରେଜିଷ୍ଟର ୟୁଜରଙ୍କ ସଂଖ୍ୟା 600 ମିଲିୟନ ଅତିକ୍ରମ କରିଛି

ଫୋନପେ ନିକଟରେ ଭାରତର ଫିନଟେକ ଇକୋସିଷ୍ଟମରେ 10 ବର୍ଷ ପୂରଣ କରିଛି ଏବଂ ନବସୃଜନର ଏହି ଦଶକକୁ ଉତ୍ସବର ସହ ପାଳନ କରୁଛି। ଏହି ମାଇଲଖୁଣ୍ଟ ପ୍ରଗତିକୁ ଆଗେଇ ନେବା ସହ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଆର୍ଥିକ ସେବା ପହଞ୍ଚାଇବାର ଏକ ଦଶକକୁ ଦର୍ଶାଉଛି, ଯାହା ଭାରତରେ ଟ୍ରାଞ୍ଜାକସନ ଏବଂ ଅର୍ଥ…

ମୋବାଇଲ ନମ୍ବର ବନ୍ଦ ଥିଲେ ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି UPI ସେବା

UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡ଼ିକ ୧ ଏପ୍ରିଲରୁ ଲାଗୁ ହେଉଛି। ଏହା ଅନୁଯାୟୀ, ଯଦି ଆପଣ ୯୦ ଦିନ ପର୍ଯ୍ୟନ୍ତ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରନ୍ତି ନାହିଁ,…

ନୂଆଦିଲ୍ଲୀରେ ବହୁଚର୍ଚ୍ଚିତ ଶୋକେସ ଓଡିଶା ପୁରସ୍କାର ବିତରଣ ସମାରୋହ ଆୟୋଜନ କଲା ପ୍ରିଲ୍ୟୁଡ

ଭୁବନେଶ୍ୱର : ଅଗ୍ରଣୀ ଗଣମାଧ୍ୟମ ତଥା ଇଭେଂଟ୍ କମ୍ପାନୀ ପ୍ରିଲ୍ୟୁଡ୍ ଗତ ଏପ୍ରିଲ ୩୦ ତାରିଖ ଦିନ ନୂଆଦିଲ୍ଲୀର ପ୍ରସିଦ୍ଧ ଲେ ମେରିଡିଏନ୍ ହୋଟେଲ୍‌ଠାରେ ଶୋକେସ ଓଡିଶା ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିବିଶେଷଙ୍କ ଅତୁଳନୀୟ ସଫଳତାକୁ ସ୍ୱୀକୃତି ଦିଆଯିବା…

ସୁର୍‌ୟା ରୋଶ୍‌ନିର ହାଇ ୱାଟେଜ୍ ବ୍ୟାଟେନ୍‌ର ବଜାର ପ୍ରବେଶ

ଭୁବନେଶ୍ୱର : ଲାଇଟିଙ୍ଗ୍‌, ଫ୍ୟାନ୍‌, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ବ୍ରାଣ୍ଡ ସୁର୍‌ୟା ରୋଶ୍‌ନି ପକ୍ଷରୁ ନିକଟରେ ‘ମେଟାଲିକା’ ସିରିଜ୍ ସହିତ ଏହାର ବିସ୍ତୃତ ରେଞ୍ଜର ହାଇ ୱାଟେଜ୍ ବ୍ୟାଟେନ୍‌ର ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦର…

ମାନ୍ଦାବସ୍ଥା ସତ୍ୱେ ବଜାୟ ରହିବ ଗ୍ୟାଲାକ୍ସି ଏସ୍‌୨୩ ସିରିଜ୍ ଭଳି ଫୋନ୍‌ଗୁଡିକର ଚାହିଦା

ଭୁବନେଶ୍ୱର: ଅର୍ଥନୈତିକ ମନ୍ଥରତା ସତ୍ୱେ ଭାରତରେ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ମୋବାଇଲ ଏକ୍ସପେରିଏନ୍ସ ବିଜ୍‌ନେସ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ଡା. ଟିଏମ୍ ରୋ । ଡା. ରୋ’ଙ୍କ ମତରେ, ‘ଭାରତରେ ୪୦୦ ଡଲାର୍ ରୁ…

ଭୁବନେଶ୍ୱରରେ ସାମସଙ୍ଗ ଇନୋଭେସନ କ୍ୟାମ୍ପସର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କ ସ୍ନାତକୋତର ହାସଲ

ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆର ଫ୍ଲାଗସିପ ସିଏସଆର ପ୍ରୋଗ୍ରାମ, ସାମସଙ୍ଗ ଇନୋଭେସନ କ୍ୟାମ୍ପସ ଭୁବନେଶ୍ୱରରେ ଏହାର ୮୮ ଜଣ ଛାତ୍ରଛାତ୍ରୀଙ୍କର ପ୍ରଥମ ବ୍ୟାଚ ପାଇଁ କୋଡିଂ ଓ ପ୍ରୋଗ୍ରାମିଂ, ଏଆଇ ଏବଂ ଆଇଓଟି କୋର୍ସକୁ ସମାପ୍ତ କରିଛି । ସେଂଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଂଟର, ଭୁବନେଶ୍ୱର…

ରିଅଲ୍‌ମିର ନୂଆ ରିଅଲ୍‌ମି ୧୦ ସ୍ମାର୍ଟଫୋନ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ରିଅଲ୍‌ମି ୧୦ ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍ ରିଅଲ୍‌ମି ୧୦ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅପ୍‌ଗ୍ରେଡେଡ୍ ଟେକ୍ନୋଲୋଜି, ଅତ୍ୟାଧୁନିକ ଫିଚର ଓ ପ୍ରଦର୍ଶନ ସହିତ ରିଅଲ୍‌ମି ଚଳିତ ନବବର୍ଷରେ…

ନୂଆ ଫଣ୍ଡ୍ ଅଫରିଙ୍ଗ୍ ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ଏହାର ଏକ ଓପନ୍‌-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଏଚ୍‌ଏସ୍‌ବିସି ମଲ୍ଟି କ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହା ଲାର୍ଜକ୍ୟାପ୍‌, ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଷ୍ଟକ୍‌ଗୁଡିକରେ ନିବେଶ କରିଥାଏ । ଏହି ନୂଆ ଫଣ୍ଡ୍ ଅଫରିଙ୍ଗ୍…

ସାମସଙ୍ଗ ପକ୍ଷରୁ ଭୁବନେଶ୍ୱରରେ ଶିକ୍ଷା ଏବଂ ଇନୋଭେସନ ରୋଡ଼ ଶୋ ଆୟୋଜିତ

ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଶିକ୍ଷା ଏବଂ ଇନୋଭେସନ ରୋଡ ଶୋ ରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ସାମିଲ ହୋଇଛନ୍ତି । ସେମାନେ ରାଜ୍ୟ ତଥା ଦେଶର ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଚିହ୍ନଟ କରିଛନ୍ତି ଓ ଏହାର ସମାଧାନ ପାଇଁ ସଂକଳ୍ପ…

ଆଇଡେଷ୍ଟିନି ପକ୍ଷରୁ ଜନପଥ, ସହିଦନଗରରେ ନୂଆ ଷ୍ଟୋର ଉଦଘାଟିତ

ଭୁବନେଶ୍ୱର:ଆଇଡେଷ୍ଟିନି ପକ୍ଷରୁ ୨୦୨୨ ଏପ୍ରିଲ୍ ୮ରେ ଜନପଥ, ସହିଦନଗରରେ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଷ୍ଟୋର ଖୋଲାଯାଇଛି ଯାହା ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଆପଲ୍ ଗ୍ରାହକଙ୍କ ପାଇଁ ଏକ ନୂତନ ଆକର୍ଷଣୀୟ ସ୍ଥାନ ସୃଷ୍ଟି କରିଛି । ଏହି ଷ୍ଟୋର୍ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ତଥା ମଡେଲ୍…