ଅନ୍ତିମ ଯାତ୍ରାରେ ବାହାରିଲେ ପ୍ରଣବ, ପିପିଇ କିଟ ପିନ୍ଧି କାନ୍ଧ ଦେଲେ ଯବାନ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି । ତାଙ୍କ ମୃତ ଶରୀରକୁ ତାଙ୍କ ବାସଭବନ ୧୦ ରାଜାଜି ମାର୍ଗରୁ ଲୋଧି ସ୍ମଶାନ ଯାଏଁ ନିଆଯାଉଛି । ପିପିଇ କିଟ ପିନ୍ଧି ଯବାନମାନେ ତାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହା ଏକ ଦୁଖଦ ଖବର ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆମମାନଙ୍କ ମଧ୍ୟରେ ଆଉ ନାହାନ୍ତି ।
#WATCH Delhi: The mortal remains of former President #PranabMukherjee brought to Lodhi Crematorium.
He had tested positive for #COVID19 and had undergone surgery for a brain clot at Army (R&R) Hospital on August 10, where he passed away yesterday. pic.twitter.com/24h4hHxZ2L
— ANI (@ANI) September 1, 2020
Comments are closed.