ମଝି ହାଇୱେ ରେ ବିଜେପି ନେତାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିଥିବା ମହିଳାଙ୍କୁ ଖୋଜୁଜି ପୋଲିସ

Share It

ମନ୍ଦସୋର ଜିଲ୍ଲା ଦେଇ ଯାଉଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସରେ ବିଜେପି ନେତାଙ୍କ ଅଶ୍ଳୀଳ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ପରିସରରେ ଥିବାବେଳେ ଭିଡିଓରେ ଥିବା ନେତାଙ୍କ ପରିଚୟ ହେଉଛି ମନୋହରଲାଲା ଧାକଡ ଯାହାଙ୍କୁ ପୋଲିସ ରବିବାର ଗିରଫ କରିଛି । ବର୍ତ୍ତାମନ ପୋଲିସ ଉକ୍ତ ମହିଳାଙ୍କୁ ଖୋଜୁସି, ଯିଏ ତାଙ୍କ ସହ ମଝି ରାସ୍ତାରେ ସଂବନ୍ଧ ରଖିଥିଲେ । ଏହି ଭିଡିଓରେ ମହିଳା ଏବଂ ମାମଲା ସଂପର୍କରେ ବିସ୍ତାରରେ ଦେଖନ୍ତୁ ।


Share It

Comments are closed.