ଆସନ୍ତା କାଲି ରାତି ୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ଡାଉନ ଘୋଷଣା କଲେ ରାଜ୍ୟ ସରକାର
କୋଭିଡ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ରାତି୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଆସନ୍ତାକାଲି ରାତି ୯ଟାଠାରୁ ୩୧ ଜୁଲାଇ ୨୦୨୦ ପର୍ୟ୍ୟନ୍ତ ୧୪ ଦିନ ଅର୍ଥାତ ୩୧ ତାରିଖ ପର୍ୟ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ମହାନଗର ନିଗମରେ ଲକ୍ଡାଉନ୍ ଜାରି ରହିବ।
Comments are closed.