୧୮ ଏପ୍ରିଲ ଠାରୁ ଆରମ୍ଭ ହେବ “କଳିଙ୍ଗ ସୁପର କପ୍” ଫୁଟବଲ  ଟୁର୍ଣ୍ଣାମେଣ୍ଟ

Share It

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ “କଳିଙ୍ଗ ସୁପର କପ୍” ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ, ଏନେଇ ଅଲ ଇଣ୍ଡିଆ ଫୁଟବଲ ଫେଡ଼େରେସନ ତରଫରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତା ଆସନ୍ତା ୧୮ ଏପ୍ରିଲ ଠାରୁ ଆରମ୍ଭ ହୋଇ ୨୮ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


Share It

Comments are closed.