ସଡକ ଦୁର୍ଘାଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ପୱନଦୀପ
ଇଣ୍ଡିଆନ୍ ଆଇଡଲ୍ ୧୨ ବିଜେତା ପୱନଦୀପ ରାଜନ ଏକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ୟୁପିର ଅମରୋହାରେ ୯ ନମ୍ବର ଜାତୀୟ ରାଜପଥରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ତାଙ୍କ ଆଘାତର ଗମ୍ଭୀରତା ଦେଖି ତାଙ୍କୁ ନୋଏଡାର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
Comments are closed.