ଯଦି କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ହୁଏ ତେବେ ଦୁନିଆ ଏହାର ପ୍ରଥମ ମହିଳା ଭିଲିଅନକୁ ଦେଖିବ : ରାମ ଗୋପାଲ ବର୍ମା
ନୀକଟରେ ଏକ ନ୍ୟୁଜ ରିପୋର୍ଟ ଆସିଥିଲା ଯେ ଉତର କୋରିଆର ପ୍ରମୁଖ ଲିଡର କିମ ଜୋଙ୍ଗ ଉନ ଏକ କାର୍ଡିଓଭାସ୍କସ୍କୁଲାର ସର୍ଜରୀ ପରେ ଖରାପ ଅବସ୍ଥାରେ ଅଛନ୍ତି । ଯେହେତୁ ନୀକଟରେ ସେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ତେଣୁ କେତେକ ମିଡିଆ ତାଙ୍କର ମୃତ୍ୟୁକୁ ନେଇ ଅନେକ ଗୁଜବ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ।
ବର୍ତମାନ କିନ୍ତୁ ବିବାଦପୂର୍ଣ୍ଣ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଯେ କି ସୂର୍ୟାଙ୍କର ରକ୍ତ ଚରିତ ୨ ସମେତ ଅନେକ ଚଳଚିତ୍ରର ନର୍ଦ୍ଦେଶନା କରିଛନ୍ତି, ନୀକଟରେ ମଜାଳିଆ ଢ଼ଙ୍ଗରେ ଟ୍ୱିଟ କରିଛନ୍ତି ଯଦି କିମ ଜୋଙ୍ଗ ମରିଯାଆନ୍ତି, ତେବେ ତାଙ୍କ ଭଉଣୀ ଯେ କି ତାଙ୍କ ଠାରୁ ଅଧିକ ଭୟଙ୍କର ସେ ହିଁ ଦାୟୀତ୍ୱ ଗ୍ରହଣ କରିବେ । ସେ ବ୍ୟଙ୍ଗ କରି କହିଛନ୍ତି ଯେ ବାସ୍ତବରେ ଦୁନିଆ ଏହାର ପ୍ରଥମ ମହିଳା ଭିଲିୟନକୁ ଦେଖିବ ।
Rumour has it that Kim Jong Un ‘s sister will take over if he dies and she supposedly is more brutal than him ..Good news is that world will have its FIRST FEMALE VILLAIN ..Finally JAMES BOND can get REAL 👍 pic.twitter.com/EAebtPvhK5
— Ram Gopal Varma (@RGVzoomin) April 24, 2020
Comments are closed.