ଆସନ୍ତା ନଭେମ୍ବର ୩୦ରେ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ


କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥର ପୂର୍ଣ୍ଣିମା ତିଥିର ଆରମ୍ଭ ନଭେମ୍ବର ୨୯ ରେ ଅପରାହ୍ନ ୧୨ଟା ୪୭ରୁ ଆରମ୍ଭ ହୋଇ ନଭେମ୍ବର ୩୦ ରେ ଅପରାହ୍ନ ୨ଟା ୫୯ ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ ଲାଗିବ । ଏଥିରେ ବଡ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଦେଖାଯିବ, କିନ୍ତୁ ଭାରତରେ ନୁହେଁ । ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ତାରିଖ ଅପରାହ୍ନ ୧ଟା ୪ ମିନିଟରୁ ଆରମ୍ଭ ହେବ ଏବଂ ନଭେମ୍ବର ୩୦ ତାରିଖ ୫ ଟା ୨୨ ମିନିଟ ପର୍ଯ୍ୟନ୍ତ ରହିବ। ଯଦିଓ ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ । କାରଣ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଏହା ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଯାହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଜ୍ୟୋତିଶାଚାର୍ଯ୍ୟ କହିଛନ୍ତି ଯେ, ଉପଛାୟା ଚନ୍ଦ୍ରଗ୍ରହଣରେ ନା କୌଣସି ପ୍ରଭାବ ପକାଇବ ନାହିଁ କି କୌଣସି ପ୍ରକାରର ଶୁଦ୍ଧିକରଣ ଆଦିର ଆବଶ୍ୟକ ହେବ ନାହିଁ। ଏହାପୂର୍ବରୁ, ଜାନୁଆରୀ ୧୦, ଜୁନ୍ ୫ ଏବଂ ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ ପଡ଼ିଥିଲା। ଏବେ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଡିସେମ୍ବର ୧୪ରେ ପଡ଼ୁଛି।

କାର୍ତ୍ତିକ ପୂର୍ଣ୍ଣିମା ଚଳିତ ମାସ ଅର୍ଥାତ୍ ନଭେମ୍ବର ୩୦ରେ ପାଳନ କରାଯିବ। କାର୍ତ୍ତିକ ମାସର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ସ୍ନାନ ଏବଂ ଦାନ ଦୃଷ୍ଟିରୁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥର କାର୍ତ୍ତିକ ପୂର୍ଣ୍ଣିମା ଦୁଇଟି ଉପାୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଦେଖାଯାଉଥିବାବେଳେ ଗୋଟିଏ ପଟେ ଦୁଇଟି ଶୁଭ ସଂଯୋଗ ଏହି ପୂର୍ଣ୍ଣିମାକୁ ଆହୁରି ପବିତ୍ର କରିବ।

କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥର ପୂର୍ଣ୍ଣିମା ତିଥିର ଆରମ୍ଭ ନଭେମ୍ବର ୨୯ ରେ ଅପରାହ୍ନ ୧୨ଟା ୪୭ରୁ ଆରମ୍ଭ ହୋଇ ନଭେମ୍ବର ୩୦ ରେ ଅପରାହ୍ନ ୨ଟା ୫୯ ପର୍ଯ୍ୟନ୍ତ ରହିବ। ସେହିପରି ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ତାରିଖ ଅପରାହ୍ନ ୧ଟା ୪ ମିନିଟରୁ ଆରମ୍ଭ ହେବ ଏବଂ ନଭେମ୍ବର ୩୦ ତାରିଖ ୫ ଟା ୨୨ ମିନିଟ ପର୍ଯ୍ୟନ୍ତ ରହିବ। ଯଦିଓ ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ । କାରଣ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଏହା ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଯାହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଜ୍ୟୋତିଶାଚାର୍ଯ୍ୟ କହିଛନ୍ତି ଯେ, ଉପଛାୟା ଚନ୍ଦ୍ରଗ୍ରହଣରେ ନା କୌଣସି ପ୍ରଭାବ ପକାଇବ ନାହିଁ କି କୌଣସି ପ୍ରକାରର ଶୁଦ୍ଧିକରଣ ଆଦିର ଆବଶ୍ୟକ ହେବ ନାହିଁ। ଏହାପୂର୍ବରୁ, ଜାନୁଆରୀ ୧୦, ଜୁନ୍ ୫ ଏବଂ ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ ପଡ଼ିଥିଲା। ଏବେ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଡିସେମ୍ବର ୧୪ରେ ପଡ଼ୁଛି।


Share It

Comments are closed.