ପ୍ରକାଶ ପାଇଲା ସିବିଏସଇ ୧୦ମ ଶ୍ରେଣୀ ଫଳାଫଳ

Share It

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଏଇ) ପକ୍ଷରୁ ୨୦୨୫ ପାଇଁ ୧୦ ମ ଶ୍ରେଣୀ ଫଳାଫଳ ଘୋଷଣା କରିଛି । ୨,୩୮,୫୦,୭୯୬ ଛାତ୍ରଙ୍କ ମଧ୍ୟରୁ ୨୩,୭୧,୯୩୯ ଛାତ୍ର ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨,୨୧,୬୩୬ ଛାତ୍ର ପାସ କରିଛନ୍ତି । ତଳିତ ବର୍ଷ ସର୍ବମୋଟ ପାସ ପରସେଣ୍ଟେଜ ୯୩.୬୬ ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ପାସ ହାର ୮୭.୯୮ ପ୍ରତିଶତ ରହିଛି , ଯାହାକି ଗତ ବର୍ଷ ଅପେକ୍ଷା ୦.୦୬ ପ୍ରତିଶତ ଅଧିକ । ଛାତ୍ରଛାତ୍ରୀମାନେ ସିବିଏସଇ ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ।


Share It

Comments are closed.