Image Sources : Dinalipi ଖବର ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ଚଢାଉ By SIbu Singh On Sep 18, 2020 Share ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ୱର ୟୁନିଟ୍ ସ୍ଥିତ ସରକାରୀ ବାସ ଭବନରେ ରେଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି। Share FacebookTwitterWhatsApp
Comments are closed.