Browsing Category
ମନୋରଞ୍ଜନ
ଆଲିଆଙ୍କ ପୋଷ୍ଟରେ ରଣବୀରଙ୍କୁ ‘ଭଣ୍ଡାରୀ’ କହି ସମାଲୋଚିତ କଲେ ୟୁଜର୍ସ
ଦେଶରେ ଲକ୍ଡାଉନ ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ-ନିଜ ଘରେ ସମୟ ଅତିବାହିତ କରୁଥିବାବେଳେ ଏହି ମଧ୍ୟରେ ଅନେକ ସେଲିବ୍ରିଟି ଘରେ ନିଜର ପାର୍ଟନରଙ୍କ ବାଳ କାଟୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏବେ ଆଲିଆ ଭଟ୍ଟ ମଧ୍ୟ କହିଛନ୍ତି ଯେ, ସେ ଘରେ…
ମୋଦିଙ୍କୁ ‘ରାମ’ କହି ସମ୍ବୋଧିତ କଲେ ରାମାୟଣର ସୀତା
ରାମାୟଣର ପୁନଃ ପ୍ରସାରଣ ହେବା ପରେ ମାତା ସୀତାଙ୍କ ଭୂମିକା ନିର୍ବାହ କରିଥିବା ଦୀପିକା ଚିଖଲିଆ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହୁଛନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ସୋ’କୁ ନେଇ ପ୍ରଶଂସକଙ୍କ ସହ ନିଜର ଅନୁଭୂତିକୁ ମଧ୍ୟ ସେୟାର କରନ୍ତି । ନିକଟରେ ଏକ ସାକ୍ଷାତକାରେ…
କେବେ ବଡ଼ଷ୍ଟାରଙ୍କୁ ଟକ୍କର ଦେଉଥିଲେ ଶାଇନୀ ଆହୁଜା, ଗୋଟିଏ କେଶ ବର୍ବାଦ କରିଦେଲା ତାଙ୍କର ପୁରା କ୍ୟାରିୟର
ବଲିଉଡ ଫିଲ୍ମ ଅଭିନେତା ଶାଇନୀ ଆହୁଜା ନିଜର ପ୍ରଥମ ଫିଲ୍ମ ‘ହଜାର ଖ୍ୱାଇଶୋଁ ଏସି’ ପାଇଁ ବେଷ୍ଟ ମେଲ ଡେବ୍ୟୁଟ କାଟାଗୋରୀରେ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ । ଗୋଟିଏ ସମୟରେ ସାଇନୀଙ୍କ ନାମ ବଡ଼ ଷ୍ଟାରମାନଙ୍କ ଲିଷ୍ଟରେ ନିଆଯାଉଥିଲା । ସେ ଗ୍ୟାଙ୍ଗଷ୍ଟର, ୱୋ ଲମ୍ହେ, ଲାଇଫ ଇନ ମେଟ୍ରୋ…
ସୁହାନାଙ୍କ ପାଇଁ ଫଟୋଗ୍ରାଫର ସାଜିଲେ ମା’ ଗୌରୀ ଖାନ
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ କୌଣସି ସେଲିବ୍ରିଟିଙ୍କ ଠାରୁ କମ୍ ନୁହନ୍ତି । ପ୍ରାୟତଃ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୁଏ । ବର୍ତ୍ତମାନ ସୁହାନାଙ୍କର ଆଉ ଏକ ଫଟୋ ସାମନାକୁ ଆସିଥିବାବେଳେ ଏହାକୁ ଲୋକେ ଅନେକ ପସନ୍ଦ ମଧ୍ୟ କରୁଛନ୍ତି । ଫଟୋ ସୁହାନାଙ୍କ…
ଲକ୍ଡାଉନ ମଧ୍ୟରେ ନିଜର ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କଲେ ‘ଆଶା ଭୋସଲେ’
ସଲମାନ ଖାନଙ୍କ ପରେ ବର୍ତ୍ତମାନ ଆଶା ଭୋସଲେ ଏହି ଲକ୍ଡାଉନ ମଧ୍ୟରେ ନିଜର ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଆଶା ଭୋସଲେ ଟ୍ୱିଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ଆଶା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ୬୪ ତମ ଜନ୍ମଦିନ ଅବସରରେ ନିଜର ଏହି ଚ୍ୟାନେଲର ଶୁଭାରମ୍ଭ…
‘ଅବତାର’ ସିକ୍ୱେଲର ବଜେଟ ୭୫୦୦ କୋଟି !
୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମରନଙ୍କ ଫିଲ୍ମ ‘ଅବତାର’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏହି ଭିଜୁଆଲ ମାଷ୍ଟରସ୍କ୍ରିଫ୍ଟ ସବୁଠାରୁ ବଡ ବ୍ଲକ ବଷ୍ଟର ଫିଲ୍ମମାନଙ୍କ ମଧ୍ୟରୁ ଅନ୍ୟତ୍ତମ ଅଟେ । ଗତ ବର୍ଷ ରିଲିଜ ହୋଇଥିବା ‘ଆଭେଞ୍ଜର : ଏଣ୍ଡଗେମ’ ଶେଷରେ ୱାର୍ଲୱାଇଡ ବକ୍ସ…
ଲକ୍ଡାଉନରେ ଘରେ ବାସନ ଧୋଉଛନ୍ତି ସାହିଦ, କହିଲେ ଏହା ହେଉଛି ମୋ ବିଭାଗ
ବଲିଉଡ ଅଭିନେତା ସାହିଦ କପୁର ନିଜ ପ୍ରଶଂସକଙ୍କ ପାଇଁ ଇଗ୍ଦଳ ଗର ଇଦ୍ଭଚ୍ଚଗ୍ଧଷସଦ୍ଭଶ ସେସନ ରଖିଥିଲେ । ଏହି ମଧ୍ୟରେ ସେ ନିଜ ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି । ଲକଡାଉନରେ ସାହିଦ ନିଜର ଦୁଇ ସନ୍ତାନ ଏବଂ ପତ୍ନୀଙ୍କ ସହ ସମୟ ଅତିବାହିତ କରୁଛନ୍ତି । ଏହି ସେସନରେ ସାହିଦ…
କରୋନା ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ‘ଫରହାନ ଅଖତର’
ସାରା ବିଶ୍ୱରେ କରୋନା ଭାଇରସ ନିଜର ତାଣ୍ଡବ ଲୀଳା ରଚୁଛି । ଭାରତରେ ମଧ୍ୟ ଏହାର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ ବିରୋଧୀ ଲଢେଇରେ ସରକାରଙ୍କୁ ଅନେକ ବଲିଉଡ ହସ୍ତି ସହାୟତାର ହାତ ବଢାଇଛନ୍ତି । କରୋନା ବିରୋଧୀ ଲଢେଇରେ ଡାକ୍ତରୀମାନେ ପ୍ରମୁଖ ନାୟକ ସାଜିଥିବାବେଳେ…
କ୍ୟାଟ୍ରିନାଙ୍କ ଲାଇଭ ଚ୍ୟାଟରେ କମେଣ୍ଟ କଲେ ଚହଲ, ଫଟୋ ଭାଇରାଲ
ଭାରତୀୟ ଦଳର ଲେଗ ସ୍ପିନର ୟୁଜବିନ୍ଦ୍ର ଚହଲ କ୍ରିକେଟ ମଇଦାନ ହେଉ କିମ୍ବା ବାହରେ ସେ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି । ସେ ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ସବୁଠାରୁ ମଜାଳିଆ ଖେଳାଳୀ ମାନଙ୍କ ମଧ୍ୟରୁ ଅନ୍ୟତ୍ତମ । ଚହଲ ସବୁବେଳେ ସାଥୀ ଖେଳାଳୀଙ୍କ ସହ ମଜା-ମସ୍ତି କରୁଥିବାର ଦେଖିବାକୁ…
ସୋନୀ ଇଣ୍ଡିଆ ପକ୍ଷରୁ ‘ଘରେ ରୁହନ୍ତୁ, ସୁରକ୍ଷିତରେ ରୁହନ୍ତୁ’ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବର୍ତମାନ ପୁରା ଦେଶରେ ଚାଲିଥିବା ଲକଡାଉନ ଯୋଗୁଁ ହୋମ ଅଡିଓ ଭିଡିଓ ଗୁଡ଼ିକର ଚାହିଦା ବୃଦ୍ଧି ପାଇଛି । ତେଣୁ ଗ୍ରାହକମାନେ ଯେଭଳି ନିରାପଦରେ ଘରେ ରହିବା ସମୟରେ ମନୋରଞ୍ଜନ ସହିତ ଯୋଡ଼ି ହୋଇ ରହିପାରିବେ ସେଥିପାଇଁ ସୋନୀ ଇଣ୍ଡିଆ ଏହାର ବଛା ବଛା ଉତ୍ପାଦଗୁଡ଼ିକ ଉପରେ କେତେକ ବିଶେଷ…