Browsing Category

ମନୋରଞ୍ଜନ

କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ନିଜର ଜଣେ ପ୍ରଶଂସକଙ୍କୁ ଜୀବନସାଥୀ କରିଛନ୍ତି ସାଉଥ ସୁପର ଷ୍ଟାର ବିଜୟ ଜୋସେଫ

ସାଉଥ୍ ସିନେମାର ଭେଟେରାନ୍ ଅଭିନେତା ବିଜୟ ଚନ୍ଦ୍ରଶେଖର ୨୨ ଜୁନରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି | ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, କିନ୍ତୁ ପ୍ରଶଂସକମାନେ ତାଙ୍କୁ ବିଜୟ ବୋଲି ଜାଣନ୍ତି। ସେ ସାଉଥ ସିନେମାର ସୁପରହିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ | ସେ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାରିଆଡ଼ୁ ଚାପ ପରେ ନିଜ ଟ୍ବିଟରରେ ଅନେକ ଘନିଷ୍ଠ ବନ୍ଧୁଙ୍କୁ ଅନଫଲୋ କଲେ କରନ…

ହିନ୍ଦୀ ସିନେମାର ଅନ୍ୟତମ ବଡ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଲୋକମାନଙ୍କ ଅନଲାଇନ୍ ଟ୍ରୋଲ୍ ଯୋଗୁଁ ତାଙ୍କ ଫୋନ୍ ନମ୍ବର ପରିବର୍ତ୍ତନ କରିଛନ୍ତି। ଏଥିସହ ସେ ତାଙ୍କର ସମସ୍ତ ଘନିଷ୍ଠ ବନ୍ଧୁଙ୍କୁ ନିଜ ଟ୍ୱିଟର ଆକାଉଣ୍ଟରୁ ଅନଫଲୋ ମଧ୍ୟ କରିଛନ୍ତି। ଏଭଳି କରିବା ପରେ କରଣ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡରେ ନିଜ କ୍ୟାରିୟର ଶେଷ ହେବା ପଛରେ ଥିବା ଏହି ବଡ଼…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡର କଳାମୁଖାକୁ ସାମ୍ନାକୁ ଆଣିଛନ୍ତି । ସାହିଲ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ସହ ଏକ ପତ୍ରିକାର କଭରରେ ମଧ୍ୟ ଦେଖାଯାଇଥିଲା। ସେ କ୍ଲାଉଡ୍ ୯ରେ ଥିବାବେଳେ ପ୍ରକାଶ…

ଇଣ୍ଡଷ୍ଟ୍ରିର କେଉଁମାନଙ୍କ ପାଇଁ ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? ପ୍ରଶଂସକ ନା ପଚାରିବା ପରେ ଆସିଛି ଶେଖର…

ନିର୍ଦ୍ଦେଶକ ଶେଖର କପୁର ଖୁଲାସା କରିଛନ୍ତି ଯେ ଅନେକ ମାସ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ତାଙ୍କ ସହିତ ଫିଲ୍ମ ‘ପାନୀ’ କରିବା ପାଇଁ ଯାଉଥିଲେ । ଫିଲ୍ମ ପାଇଁ ସୁଶାନ୍ତ ପ୍ରସ୍‌ୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ଏମିତିରେ କୌଣସି କାରଣରୁ ଏହି ଫିଲ୍ମ ହୋଇପାରିନଥିଲା । ଶେଖର କପୁର ଏବଂ…

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁକେଶ ଭଟ୍ଟଙ୍କ ଖୁଲାସା, କହିଛନ୍ତି- ‘ଯେତେବେଳେ ମୁଁ ଭେଟିଲି…

34 ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ପର୍ଯ୍ୟନ୍ତ ଅନ୍ୟମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ…

ନିଜ ଟ୍ୱିଟରରେ ଏହି ଚିତ୍ରକୁ ଲଗାଇ କ’ଣ କହିବାକୁ ଚାହିଁଥିଲେ ସୁଶାନ୍ତ ସିଂ ରାଜପୁତ, ଏହି ପେଣ୍ଟିଙ୍ଗର ରଚୟତା…

ଗତ ରବିବାର ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପୂରା ବଲିଉଡ ଜଗତ ଏବଂ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଗତ କିଛିମାସ ଧରି ସେ ଡିପ୍ରେସନରେ ଥିଲେ ଏବଂ ମୁମ୍ବାଇର ଜଣେ ସାଇକୋଲୋଜିଷ୍ଟଙ୍କ ତାଙ୍କର ଚିକିତ୍ସା କରୁଥିଲେ। ସେ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅଭିଷେକଙ୍କ ୱେବସିରିଜ ‘ବ୍ରେଥ‌ ଇନ୍‌ ଟୁ ଦ ଶ୍ୟାଡୋଜ୍‌’

ଅଭିନେତା ଅଭିଷେକ ବଚ୍ଚନ ଏବେ ଡିଜିଟାଲ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଆମାଜନ୍‌ ପ୍ରାଇମ୍‌ର ୱେବ୍‌ସିରିଜ୍‌ ‘ବ୍ରେଥ‌ ଇନ୍‌ ଟୁ ଦ ଶ୍ୟାଡୋଜ୍‌’ ଜରିଆରେ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିବେ ସେ । ଅଭିଷେକ ତାର ରିଲିଜ୍‌ ତାରିଖ ସହିତ ଫାଷ୍ଟ ଲୁକ୍‌କୁ ସୋସାଲ ମିଡିଆରେ ସେୟାର କରିଛନ୍ତି ।…

ବରୁଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି ନଂ ୧’ର ପୋଷ୍ଟର ରିଲିଜ

ଅପ୍‌କମିଂ ଫିଲ୍ମ ‘କୁଲି ନଂ ୱାନ୍‌’ ମାଧ୍ୟମରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ ଅଭିନେତା ବରୁଣ ଧୱନ୍‌ ଏବଂ ସାରା ଅଲ୍ଲୀ ଖାନ୍‌ । ମେ ୧ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାର ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଯୋଗୁ ନିର୍ମାତାମାନେ ରିଲିଜ୍‌କୁ ଘୁଞ୍ଚାଇବାକୁ ବାଧ୍ୟ…

ହରଭଜନଙ୍କ ପ୍ରଥମ ଫିଲ୍ମର ପୋଷ୍ଟର ରିଲିଜ

ଭେଟେରାନ୍‌ କ୍ରିକେଟର ହରଭଜନ୍‌ ସିଂହ ଏବେ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ତାଙ୍କର ଅପ୍‌କମିଙ୍ଗ୍‌ ଫିଲ୍ମର ନାମ ରହିଛି ‘ଫ୍ରେଣ୍ଡସିପ୍‌’ । ଫିଲ୍ମଟି ତାମିଲ ଭାଷାରେ ନିର୍ମିତ ହୋଇଥିବାବେଳେ ତା’ର ନିର୍ଦ୍ଦେଶନା ଦେଉଛନ୍ତି ଜନ୍‌ ପଲ ରାଜ ଏବଂ ଶାମ ସୂର୍ଯ୍ୟା । ଏଥିରେ ଭଜିଙ୍କ ସହ…

ଟିକ୍‌ଟକ୍‌ରେ ବାବା ଜ୍ୟାକ୍ସନ ଭାବେ ଲୋକପ୍ରିୟ ହୋଇଥିବା ଯୁବରାଜ ଜିତିଲେ ଏକ କୋଟି ଟଙ୍କା, ଅମିତାଭ, ହ୍ରିତ୍ୱିକ ମଧ୍ୟ…

ଫି୍ଲପକାର୍ଟର ଏଂଟରଟେନମେଂଟ ନମ୍ବର ୱାନ ପ୍ରତିଯୋଗୀତା ଜିତିଥିବା ଟିକ୍‌ଟକ୍ ଷ୍ଟାର ବାବା ଜ୍ୟାକ୍ସସନ ଉର୍ଫ ଯୁବରାଜ ବର୍ତମାନ ସମୟରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି । ଏମିତିରେ ଏଭଳି ନୁହେଁ ଯେ ଏହି ପୁରସ୍କାର ଜିତିବା ପରେ ଯୁବରାଜ ଲୋକପ୍ରିୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଆଗରୁ ହିଁ ଜଣେ…