Browsing Category
ମନୋରଞ୍ଜନ
ବଚନ ପରିବାର ପରେ ଏବେ ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କ ବଙ୍ଗଲାରେ ପହଂଚିଲା କରୋନ, କରାଇବେ କରୋନା ଟେଷ୍ଟ
ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର କରୋନା ସଂକ୍ରମିତ ହେବା ପରେ ବଲିଉଡରେ ହହାକାର ଖେଳିଯାଇଛି । ଟିଭି ଅଭିନେତା ପାର୍ଥ ସମଥାନ ଏବଂ ଅଭିନେତ୍ରୀ ରେଚଲ ହ୍ବାଇଟଙ୍କ କରୋନା ପରୀକ୍ଷା ମଧ୍ୟ ବଚ୍ଚନ ପରିବାର ପରେ ପଜେଟିଭ ହୋଇଥିଲା। ଏହି ଖବର ଚଳଚ୍ଚିତ୍ର ଜଗତକୁ ଆହୁରି ଅସୁବିଧାରେ ପକାଇଦେଇଛି |…
ଜିଓଫାଇବର୍ ଉପଭୋକ୍ତାଙ୍କ ପାଇଁ ମାଗଣା ଲାୟନ୍ସଗେଟ୍ ପ୍ଲେ ପ୍ରିମିୟମ୍ କଣ୍ଟେଣ୍ଟ ସହ ହଲିଉଡ୍ ବ୍ଲକ୍ବଷ୍ଟର୍ ଦେଖିବା…
ଭୁବନେଶ୍ୱର: ଜିଓଫାଇବର୍ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ପ୍ରସିଦ୍ଧ ଲାୟନ୍ସଗେଟ୍ ପ୍ଲେର ହଲିଉଡ୍ ସେଗ୍ମେଣ୍ଟରେ ଥିବା ବିଭିନ୍ନ ବର୍ଗ ଓ ବିବିଧ ଭାଷାର ପ୍ରିମିୟମ୍ କଣ୍ଟେଣ୍ଟ ସମ୍ବଳିତ ସମ୍ପୂର୍ଣ୍ଣ ଲାଇବ୍ରେରି ସ୍ୱତନ୍ତ୍ର ଭାବରେ ନିଶୁଳ୍କ ଉପଲବ୍ଧ କରାଯାଇଛି ।
ଜିଓଫାଇବରର ସିଲ୍ଭର ଓ…
ହାସ୍ୟ ଅଭିନେତା ଜଗଦୀପଙ୍କ ନିଧନରେ ଭାବ ବିହ୍ବଳ ପ୍ରଶଂସକ, ଦେଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ
ଶୋଲେ ଚଳଚ୍ଚିତ୍ରର ପ୍ରସିଦ୍ଧ ଚରିତ୍ର ସୁରମା ଭୋପାଳୀ ପାଇଁ ସାରା ବିଶ୍ୱରେ ଜଣାଶୁଣା ଜଗଦୀପଙ୍କର ୮୧ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ଘଟିଛି। ସେ ଶମି କପୁରଙ୍କ ଚଳଚ୍ଚିତ୍ର ବ୍ରହ୍ମଚାରିରୁ ହାସ୍ୟ ଅଭିନେତା ଭାବରେ ପରିଚିତ ହୋଇଥିଲେ ଏବଂ ରମେଶ ସିପି ନିର୍ଦ୍ଦେଶିତ ଚଳଚ୍ଚିତ୍ର ଶୋଲେରେ…
ଗାଲଭାନ ଉପତ୍ୟକାରେ ଶହିଦ ସୈନିକମାନଙ୍କ ବୀରତ୍ବ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବେ ଅଜୟ ଦେବଗନ
ଦେଶର ରାଜନୀତି ଏବଂ ବଲିଉଡ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି । ଯଦି ରାଜନୀତିରେ ଏକ ବଡ଼ ଉତ୍ତେଜନା ଦେଖାଦେଇଛି, ତେବେ ବଲିଉଡ ଏହା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାରେ ବିଳମ୍ବ କରେ ନାହିଁ । ଯଦି ଦେଶରେ କୌଣସି ବଡ଼ ଘଟଣା ଘଟେ, ତେବେ ଏହା ଉପରେ ଏକ ଫିଲ୍ମ ମଧ୍ୟ ଖୁବ୍ ଶୀଘ୍ର ନିର୍ମିତ ହୋଇଯାଏ…
ଏହି ଦୁଇଟି କାରଣ ଯୋଗୁଁ ଇସଲାମ ଗ୍ରହଣ କରିଥିଲେ ସରୋଜ ଖାନ
କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁରେ ପୁରା ବଲିଉଡ ଚକିତ ହୋଇଯାଇଛି। ସରୋଜ ଖାନଙ୍କ ବିୟୋଗରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହାକୁ ପୂରଣ କରିବା ଆଉ ସମ୍ଭବ ନୁହେଁ |ସରୋଜ ଖାନଙ୍କ ଜୁଲାଇ୩ ରେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କୋରିଓଗ୍ରାଫର ଦୀର୍ଘ ସମୟ ଧରି ଅସୁସ୍ଥ…
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୁପ ଛୋଟ ପରଦାର ପୁନଃ ପ୍ରସାରିତ ହେବ ‘ପବିତ୍ର ରିସ୍ତା’
ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଜି ଅନମୋଲ ଚାନେଲ ପୁଣିଥରେ ତାଙ୍କ ଅଭିନୀତ ଧାରାବାହିକ ପବିତ୍ର ରିସ୍ତା ପ୍ରସାରଣ କରିବାକୁ ଯାଉଛି ।ଚାନେଲ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଧାରାବାହିକ ପୁନଃ ପ୍ରସାରଣ କରିବାକୁ ଯାଉଛି । ଏହି ଧାରାବାହିକ ସୁଶାନ୍ତଙ୍କୁ ଘରେ ଘରେ…
ଏୟାରଟେଲ୍ ଏକ୍ସଟ୍ରିମ ଆପ୍ରେ ହେବ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ
ଭୁବନେଶ୍ୱର: ଏୟାରଟେଲ ଶେମାରୋ ସହିତ ସହବନ୍ଧିତାରେ ଚଳିତବର୍ଷ ବାହୁଡ଼ା ଯାତ୍ରାକୁ ଭକ୍ତଙ୍କ ନିକଟକୁ ସେମାନଙ୍କ ସ୍ମାର୍ଟଫୋନ ଜରିଆରେ ନେଇଆସିଛି । ଏୟାରଟେଲ ଏକ୍ସଟ୍ରିମ ଆପ୍ ପୁରୀରୁ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବ, ଯେବେକି ଗ୍ରାହକଙ୍କୁ ସେମାନଙ୍କ ସ୍ମାର୍ଟଫୋନ କିମ୍ବା…
ତେଲର ବଢ଼ୁଥିବା ଦରକୁ ନେଇ ଅକ୍ଷୟ କୁମାର ଓ ଅମିତାଭ ବଚନଙ୍କୁ ଟାର୍ଗେଟ କଲେ ମହାରାଷ୍ଟ୍ର ମନ୍ତ୍ରୀ
ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ଦେଶରେ ବିରୋଧ ଜାରି ରହିଛି । ଏହା ମଧ୍ୟରେ ଅଚାନକ ଅଭିନେତା ଅମିତାଭ ବଚନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦ ପ୍ରେଟ୍ରୋଲ ଡିଜେଲ ସହ ସମ୍ପର୍କିତ । ଅସଲରେ ଅମିତାଭ ବଚନ ଏବଂ ଅକ୍ଷୟ କୁମାର ୟୁପିଏ…
‘ହାଫ ଗର୍ଲଫ୍ରେଣ୍ଡ’ରେ ସୁଶାନ୍ତ ସିଂ ରାଜପୁତଙ୍କୁ ରିପ୍ଲେସ କରିଥିଲେ ଅର୍ଜୁନ କପୁର, ଚେତନ ଭଗତଙ୍କ ପୁରୁଣା ଟ୍ୱିଟରୁ…
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ ପ୍ରସଙ୍ଗ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ ଲଗାତର ଭାବେ ଷ୍ଟାର କିଡ ଏବଂ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ଖୁବ ର୍ଟାର୍ଗେଟ କରୁଛନ୍ତି । ଏହା ମଧ୍ୟରେ ଏବେ ଏହି ଖବର…
ଫିଲ୍ମରେ ହିରୋ ଭାବେ ଅଭିନୟ କରିବାର କଳ୍ପନା କରିନଥିଲେ ଅର୍ଜୁନ କପୁର, ଫିଲ୍ମକୁ ଆସିବା ପୂର୍ବରୁ କିଛି ଏଭଳି…
ଅଭିନେତା ଅର୍ଜୁନ କପୁର ୨୬ ଜୁନରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ୧୯୮୫ରେ ମୁମ୍ବାଇରେ ଜନ୍ମିତ ଅର୍ଜୁନ କପୁରଙ୍କ ବାପା ଲୋକପ୍ରିୟ ନିର୍ମାତା ବୋନି କପୁର ଏବଂ ମା ସ୍ୱର୍ଗୀୟ ମୋନା କପୁର ଅଟନ୍ତି । ତାଙ୍କ ଭଉଣୀଙ୍କ ନାମ ଅଂଶୁଲା ଅଟେ । ଅର୍ଜୁନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ…