Browsing Category
ମନୋରଞ୍ଜନ
ନେଟଫ୍ଲିକ୍ସର ବଡ ଘୋଷଣା, ଭାରତରେ ଦୁଇ ଦିନ ମାଗଣାରେ ଦେବ ସେବା
ନେଟଫ୍ଲିକ୍ସ୍ ଭାରତରେ ଦୁଇ ଦିନ ଯାଏଁ ଫ୍ରି ସର୍ଭିସ୍ ଦେବ ବୋଲି ଘୋଷଣା କରିଛି । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି । ଏହି ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ । ଏଥିପାଇଁ କୌଣସି ଅର୍ଥ…
ୟୁଟ୍ୟୁବରଙ୍କୁ ୫୦୦ କୋଟିର ମାନହାନୀ ନୋଟିସ ପଠାଇଲେ ଅକ୍ଷୟ କୁମାର, ଏହା ହେଉଛି କାରଣ
ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାରର ୟୁଟ୍ୟୁବର ରସିଦ ସିଦ୍ଦିକିଙ୍କ ଉପରେ ୫୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରସିଦ ଅକ୍ଷୟ କୁମାରଙ୍କ ନାମ ଉଠାଇଥିବା ଅଭିଯୋଗ ହୋଇଛି। ରସିଦଙ୍କ ଭାଇରାଲ ଭିଡିଓରେ ସେ ଅକ୍ଷୟ କୁମାରଙ୍କ ବିରୋଧରେ ଗୁରୁତର…
ପୁଣି ଅଡ଼ୁଆରେ କଙ୍ଗନା ରଣାୱତ ଓ ଭଉଣୀ ରଙ୍ଗୋଲୀ
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଅସଲରେ ମୁମ୍ବାଇର ଉପକଣ୍ଠ ବାନ୍ଦ୍ରାସ୍ଥିତ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟଙ୍କ ଉପରେ କେସ ଦାୟର କରାଯାଇଛି।
ବାନ୍ଦ୍ରା ପୋଲିସ କଙ୍ଗନା ଏବଂ ତାଙ୍କ…
କେବେ ଆଡଲ୍ଟ ଫିଲ୍ମରେ ଲୋକପ୍ରିୟ ଥିଲେ ଏହି ଅଭିନେତ୍ରୀମାନେ, ଏବେ କିଏ ଫିଲ୍ମରେ ଅଭିନୟ କରୁଛି ତ ପୁଣି କିଏ ବିଜନେସ
ପର୍ଣ୍ଣ ଇଣ୍ଡଷ୍ଟ୍ରି ବିଷୟରେ ଲୋକଙ୍କର ନିଜ ନିଜର ଧାରଣା ରହିଥାଏ କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଆଜିକାଲି ପର୍ଣ୍ଣ ଚଳଚ୍ଚିତ୍ରର ବ୍ୟବସାୟ ବଢ଼ିଚାଲିଛି। ଏହି ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ବହୁତ ଲୋକପ୍ରିୟ | କିନ୍ତୁ ଆଜି ଆମେ ଆପଣଙ୍କୁ ପର୍ଣ୍ଣ ଚଳଚ୍ଚିତ୍ରର…
କ’ଣ ସତରେ ଗର୍ଭବତୀ ଅଛନ୍ତି ପୁନମ ! ଏହାକୁ ନେଇ କ’ଣ କହୁଛନ୍ତି ସେ ଶୁଣନ୍ତୁ
ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ମାଧ୍ୟମରେ ଇଣ୍ଟରନେଟରେ ଏକ ଜବରଦସ୍ତ ସେନ୍ସେସ୍ ପାଲଟିଥିବା ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୋଆ ବିଚ୍ରେ ଅଶ୍ଳୀଳ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ପୁନମ ପୁଣି ଥରେ ଜବରଦସ୍ତ ପ୍ରତିକ୍ରିୟା ଦେଇ ସାମ୍ନାକୁ ଆସିଛନ୍ତି।…
ନିଜ ଭାଣିଜୀଙ୍କୁ ଭଲ ପାଉଛନ୍ତି ପ୍ରଭୁ ଦେବା, ଖୁବ ଶୀଘ୍ର କରିପାରନ୍ତି ବିବାହ
ନିର୍ଦେଶକ,ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁ ଦେବା ଏବେ ଚର୍ଚ୍ଚାରେ ଅଛନ୍ତି।ତାହା ମଧ୍ୟ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଛି । ପ୍ରଭୁ ଦେବାଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି। ସେ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଜଣେ ଗୃପ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ…
ଓପନିଙ୍ଗର ଘଂଟାକ ଭିତରେ ରେକର୍ଡ ଭାଙ୍ଗିଛି ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ
ବହୁ ଅପେକ୍ଷା ପରେ ଅକ୍ଷୟ କୁମାରଙ୍କ ହରର-କମେଡି ଫିଲ୍ମ 'ଲକ୍ଷ୍ମୀ' ନଭେମ୍ବର ୯ ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲା। ରାଧା ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କିଆରା ଆଡଭାନି, ଆୟେଶା ରଜା ମିଶ୍ର, ଶରଦ କେଲକର, ତରୁଣ ଆରୋରା, ଅଶ୍ୱିନୀ କଲସେକର,…
ପୁଣି ଦେଖିବାକୁ ମିଳିବ ସଞ୍ଜୟ ଦତଙ୍କ ଦମଦାର ଆକ୍ସନ, କ୍ୟାନ୍ସରକୁ ମାତ ଦେଇ ଏବେ ଅଛନ୍ତି ସମ୍ପୁର୍ଣ୍ଣ ଫିଟ
ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସରକୁ ମାତ ଦେଇଥିଲେ, କିନ୍ତୁ ଏହା ପରଠାରୁ ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏମିତିରେ କୁହାଯାଉଥିଲା ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବର୍ତ୍ତମାନ ତାଙ୍କ ଫିଲ୍ମରେ ଆକ୍ସନ୍ ଦୃଶ୍ୟ କମ୍ ଦେଖିବାକୁ ମିଳିବ ।
ଏହା ମଧ୍ୟ କୁହାଗଲା ଗଲା…
ଆଜି ମୁକ୍ତିଲାଭ କରୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଲକ୍ଷ୍ମୀ
ଅନେକ ବାଦ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ…
ବଡ ପରଦାରେ ଏକାଠି ନଜର ଆସିବେ ଆମୀର-ଶାହାରୁଖ
ବଲିଉଡର ଚର୍ଚ୍ଚିତ ଅଭିନେତା ଶାହାରୁଖ ଖାନ୍ ଗତ କିଛି ଦିନରୁ ଦୁବାଇର ଆଇପିଏଲରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ଶାହାରୁଖ ଖାନଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ତେବେ ଶାହରୁଖ ଖାନ ଖୁବ ଶୀଘ୍ର ବଲିଉଡର ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ରେ…