Browsing Category
ମନୋରଞ୍ଜନ
ଅନୁପମ ଖେରଙ୍କୁ ଶକ୍ତ ଝଟକା, ୩୬ ଘଣ୍ଟାରେ କମିଲେ ୮୦ ହଜାର ଫଲୋର୍ସ
ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଅନୁପମ ଖେର ଦାବି କରିଛନ୍ତି ଯେ ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କର ୮୦ ହଜାର ଫଲୋଅର୍ କମ୍ ହୋଇଯାଇଛନ୍ତି । ଅନୁପମ ଖେରଙ୍କ ବିଷୟରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ସୋସିଆଲ ମିଡିଆରେ ସେ ବହୁତ…
ଆରପାରିରେ ଗାୟକ ଫରହାଦ ହୁମାୟୁନ
ପାକିସ୍ତାନୀ ଗାୟକ ଫରହାଦ ହୁମାୟୁନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଫରହାଦ୍ ହୁମାୟୁନ ଏହିପରି ଭାବେ ଦୁନିଆରୁ ବିଦାୟ ତାଙ୍କ ପ୍ରଶଂସକ ଏବଂ ପାକିସ୍ତାନୀ ସେଲିବ୍ରେଟିମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ…
ସାରା ଶର୍ମାଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା ମୋହିତ ରାଇନା
ଜଣାଶୁଣା ଟିଭି ଅଭିନେତା ମୋହିତ ରାଇନା ଅଭିନେତ୍ରୀ ସାରା ଶର୍ମାଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏହି ଅଭିନେତା ମୁମ୍ବାଇର ଗୋରେଗାଓଁ ପୋଲିସ ଷ୍ଟେସନରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ବାସ୍ତବରେ କିଛି ଦିନ ପୂର୍ବରୁ ମୋହିତ ରାଇନାଙ୍କ ବିଷୟରେ…
ବିବାହ ବନ୍ଧନରେ ଆବନ୍ଧ ହେଲେ ବଲିଉଡ ଅଭିନେତ୍ରୀ ଏବଲିନ ଶର୍ମା
ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ହର୍ଟ ଅଭିନେତ୍ରୀ ଏବଲିନ୍ ଶର୍ମା । ବୟଫ୍ରେଣ୍ଡ ତୁଷାନ୍ ଭିଣ୍ଡିଙ୍କ ସହ ତାଙ୍କର ବିବାହ ହୋଇଛି। ବିବାହ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏବଲିନ୍ ଦୀର୍ଘ ଦିନ ଧରି ଅଷ୍ଟ୍ରେଲୀୟ ଡେଣ୍ଟାଲ୍ ସର୍ଜନ ତୁଷାନ୍ ଭିଣ୍ଡିଙ୍କୁ ଡେଟ୍…
ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ପୃଥିବୀ ମନ୍ଥନ’
ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ୍ ଭିଡିଓ “ଐଗିରି ନନ୍ଦୀନି\'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଟଂରଟେନ୍ମେଂଟ୍ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଂଚଳ ମ୍ୟୁଜିକ୍ ଭିଡିଓ \"ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ…
ପୁତ୍ର ସନ୍ତାନର ଜନନୀ ହେଲେ ଗାୟିକା ନୀତି ମୋହନ
ଗାୟିକା ନୀତି ମୋହନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଭିନେତା ନିହାର ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏହି ଖୁସି ଖବର ଦେଇଛନ୍ତି। ନିହାର ପାଣ୍ଡ୍ୟା ନୀତିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ନୋଟ୍ ଲେଖିଛନ୍ତି। ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ସେଲିବ୍ରେଟିମାନେ ଏହି…
ମୁହଁ ଖୋଲିଲେ ଜରିନ ଖାନ୍, କହିଲେ ସେ ମଧ୍ୟ ହୋଇଥିଲେ ‘କାଷ୍ଟିଙ୍ଗ କାଉଚ’ର ଶୀକାର
ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଘଟଣା କିଛି ନୂଆ ନୁହେଁ । ଅନେକ ନିର୍ଦ୍ଦେଶକ ଏବଂ ଅଭିନେତାମାନେ କାର୍ଯ୍ୟ ସମୟରେ ଶୋଷଣ କରୁଥିବା ଅଭିଯୋଗ ହୋଇସାରିଛି । ନିକଟରେ ଅଭିନେତ୍ରୀ ଜରିନ୍ ଖାନ୍ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ଏବଂ ସେ କାଷ୍ଟିଂ କାଉଚ୍ ବିଷୟରେ ଖୋଲାଖୋଲି ଭାବେ…
ଅଭିନେତ୍ରୀ ନିଶାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଘଟଣା ପଛର ସତ୍ୟତା କ’ଣ…
ଅଭିନେତ୍ରୀ ନିଶା ରାୱଲ ଏବଂ ତାଙ୍କ ସ୍ୱାମୀ କରଣ ମେହେରାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ମତ ଦିଆଯାଉଛି । ନିଶା କରଣ ଉପରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ କରଣ କହିଛନ୍ତି ଯେ, ନିଶା ନିଜେ ନିଜକୁ ଆଘାତ ଦେଇଛନ୍ତି। ଏହା ପରେ ନିଶା…
ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ସମୁଦ୍ର ମନ୍ଥନ’
ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ୍ ଭିଡିଓ “ଐଗିରି ନନ୍ଦୀନି\'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଟଂରଟେନ୍ମେଂଟ୍ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଂଚଳ ମ୍ୟୁଜିକ୍ ଭିଡିଓ \"ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ…
କୋଭିଡ୍ -୧୯ରେ ବଲିଉଡର ପ୍ରସିଦ୍ଧ ଫିଲ୍ନ ନିର୍ମାତା ରିଆନ୍ ଷ୍ଟିଫେନଙ୍କ ଦେହାନ୍ତ
ଗୋଆରେ କୋଭିଡ -୧୯ ସମ୍ବନ୍ଧୀୟ ଜଟିଳତା ହେତୁ ଚଳଚ୍ଚିତ୍ର ନିର୍ମାତା ରିୟାନ ଷ୍ଟିଫେନଙ୍କର ଶନିବାର ଦେହାନ୍ତ ହୋଇଛି। ରିଆନ୍ ପୂର୍ବରୁ କିଆରା ଆଡଭାନୀଙ୍କ ଇନ୍ଦୁ କି ଜୱାନି ଏବଂ କାଜୋଲଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଦେବୀ ନିର୍ମାଣ କରିଛନ୍ତି । ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ ରାଇଟର୍…