Browsing Category

ମନୋରଞ୍ଜନ

ଫିଲ୍ମ ‘ଇନ୍ଦ୍ରା ଦ ଟାଇଗର’ ରୁ ହିଟ୍ ହୋଇଥିଲେ ଏହି ଅଭିନେତ୍ରୀ, ମାତ୍ର ୩୧ ବର୍ଷ ବୟସରେ ଚାଲିଯାଇଥିଲା…

୨୦୦୨ ରେ ମୁକ୍ତିଲାଭ କରିଥିବା ଫିଲ୍ମ ଇନ୍ଦ୍ରା ଦ ଟାଇଗର ଆପଣଙ୍କୁ ନିଶ୍ଚୟ ମନେ ଥିବ | ଏଥିରେ ସୁପରଷ୍ଟାର ଚିରଞ୍ଜୀବୀ, ସୋନାଲି ବେନ୍ଦ୍ରେ ଏବଂ ଆରତୀ ଅଗ୍ରୱାଲ ଅଭିନୟ କରିଥିଲେ। ପ୍ରସିଦ୍ଧ ଗାୟକ ଏସ୍। ପି ବାଲାସୁବ୍ରମଣ୍ୟମ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଛୋଟ କ୍ୟାମିଓ କରିଥିଲେ | ଏହି…

ନିକ ଜୋନସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ହେବ ଛାଡ଼ପତ୍ର ! ଭବିଷ୍ୟବାଣୀ କଲେ କେଆରକେ

କେଆରକେ ସର୍ବଦା ତାଙ୍କର ବିବୃତ୍ତି ହେତୁ ଚର୍ଚ୍ଚାରେ ରହିଥାନ୍ତି । ସମସ୍ୟା ଯାହା ହେଉନା କାହିଁକି, ସେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଯେଉଁଥିପାଇଁ ସେ ପ୍ରାୟତଃ ୟୁଜରଙ୍କ ଟାର୍ଗେଟରେ ଆସିଥାନ୍ତି । ବର୍ତ୍ତମାନ ପୁଣି ଥରେ କେଆରକେ ଏହିପରି କିଛି କରିଛନ୍ତି । ଯାହା ପରେ…

ରାଜନୀତିକୁ ଅଲବିଦା କହିଲେ ରଜନୀକାନ୍ତ, କହିଲେ ଆଉ କେବେବି ରାଜନୀତିକୁ ଫେରିବିନି

ରାଜନୀତିକୁ ଗୁଡବାୟ କହିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମଙ୍କ ଅଫିସ୍ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହା ପରେ ସେ ଆଉ କେବେ ବି ରାଜନୀତିରେ ଫେରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପାର୍ଟି ‘ରଜନୀ ମକ୍କଲ…

ଖୁବ ଶୀଘ୍ର ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରୀନା, ଦେଲେ ଖୁସି ଖବର

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ଦୁଇଟି ସନ୍ତାନର ମାଆ ହୋଇସାରିଛନ୍ତି। କିନ୍ତୁ ଏବେ ପୁଣି ଥରେ ତାଙ୍କର ତୃତୀୟ ସନ୍ତାନ ବିଷୟରେ ଉଲ୍ଲେଖ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବେବୋ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସୁବେଳେ…

ସଲମାନ ଖାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ ଠକେଇ ଅଭିଯୋଗ

ବଲିଉଡ ଅଭିନେତା ସଲମାନ ଖାନ୍, ତାଙ୍କ ଭଉଣୀ ଓ କମ୍ପାନୀ ବିଙ୍ଗ ହ୍ୟୁମାନ୍ ଏବେ ଅଡୁଆରେ। ଚଣ୍ଡୀଗଡର ଜଣେ ବ୍ୟବସାୟୀ ତାଙ୍କ ବିରୋଧ​‌ରେ ଆଣିଛନ୍ତି ଠକେଇ ଅଭିଯୋଗ। ବ୍ୟବସାୟୀ ଜଣକଙ୍କର ଅଭିଯୋଗ ଅନୁସାରେ, ଶୋରୁମ୍ ଖୋଲିବା ପରେ କମ୍ପାନୀ ଦିଲ୍ଲୀରୁ ଜିନିଷ ପଠାଉ ନାହିଁ। କମ୍ପାନୀର ୱେବସାଇଟ…

ହୃଦଘାତରେ ପ୍ରାଣ ହରାଇଲେ ମନ୍ଦିରା ବେଦୀଙ୍କ ସ୍ବାମୀ ତଥା ଫିଲ୍ମମେକର କୌଶଲ

ବୁଧବାର ସକାଳେ ମନ୍ଦିରା ବେଦୀଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି | ହୃଦଘାତରେ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ଘଟିଛି। ରାଜଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା। ରାଜ କୌଶଲଙ୍କ ହଠାତ୍ ଦେହାନ୍ତ ହୋଇ ମନ୍ଦିରା ବେଦୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ…

ଶାହିଦ କପୁରଙ୍କ ଫିଲ୍ମ ଇଷ୍କ ବିଶ୍କ ରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ, ଏବେ କଣ କରୁଛନ୍ତି ଜାଣନ୍ତୁ

ଅମୃତା ରାଓ ଏବଂ ଶାହିଦ କପୁର ଫିଲ୍ମ 'ଇଶ୍କ ବିଶ୍କ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଶାହିଦ ଏବଂ ଅମୃତାଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ଥିଲେ ଯିଏ ନିଜେ ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଥିଲେ ଶେହେନାଜ ଟ୍ରେଜେରିୱାଲା | ବଲିଉଡ ଅଭିନେତ୍ରୀ, ମଡେଲ ତଥା…

ଅନଲାଇନରେ ମଦ ମଗାଇ ଠକାମିର ଶୀକାର ହେଲେ ଶବାନା ଆଜମୀ , ପଢନ୍ତୁ ପୂରା ଘଟଣା

ବଲିଉଡ ଅଭିନେତ୍ରୀ ତଥା ବର୍ଷିୟାନ କଳାକାର ଶବାନା ଆଜମୀ ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ନିଜେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ସୂଚିତ କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ସକାଳେ ସେ ଠକେଇ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିବା ସହ ଲୋକଙ୍କୁ ଅନଲାଇନ୍‌…

ଜଳବାୟୁ ପରିବର୍ତନ ଉପରେ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ଜେନେଭା ଅବ୍‌ଜର୍ଭର୍‌ରେ ପ୍ରଦର୍ଶିତ ହୋଇଛି

ଭୁବନେଶ୍ୱର, : ଅଭିନେତ୍ରୀ ଦିବ୍ୟା ଦତା, ତନିଷ୍ଠା ଚାଟର୍ଜୀ, ମଞ୍ଜିରି ଫଡ୍‌ନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜି ଓ: ସଷ୍ଟେନ୍‌ଡ - ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ପାଇଁ ଜେନେଭା ଅବ୍‌ଜର୍‌ଭର୍ ମଞ୍ଜିରି…

ଟାଇମ ସ୍କୋୟାରରେ ବେବୋଙ୍କ ଚମକ

ବଲିଉଡ କ୍ୱିନ୍ କରୀନା କପୁର ଖାନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । କରୀନା ସଫଳତାର ସହ ନିଜକୁ ଦେଶର ସବୁଠାରୁ ବଡ ମହିଳା ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କରିଛନ୍ତି । ବର୍ତ୍ତମାନ କରୀନା ଟାଇମ୍ସ ସ୍କୋୟାର ନ୍ୟୁୟର୍କରେ ଚମକୁଛନ୍ତି, ଯେଉଁଠାରେ ଏକ ଲୋକପ୍ରିୟ ଅଳଙ୍କାର ବ୍ରାଣ୍ଡ…