Browsing Category

ମନୋରଞ୍ଜନ

୭୯ ବର୍ଷ ବୟସରେ ଆଜି ବି ଫିଟ ଦେଖାଯାଆନ୍ତି ବିଗ ବି, ଜାଣନ୍ତୁ ତାଙ୍କର ଏହି ଫିଟନେସର ରହସ୍ୟ

ବଲିଉଡର ବିଗ୍ ବି ଆଜି ତାଙ୍କର ୭୯ ତମ ଜନ୍ମ ଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୧୧, ୧୯୪୨ ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ବହୁତ ଏନରଜିଟିକ୍ ଏବଂ ଫିଟ୍ ଦେଖାଯାନ୍ତି। ଏହି ବୟସରେ, ଲୋକମାନେ ସାଧାରଣତଃ ବିଶ୍ରାମ ନେବାକୁ ଚିନ୍ତା କରନ୍ତି, କିନ୍ତୁ…

ବିଗ୍ ବସ୍ ୧୫: ଆଜି ରାତିରେ ଗରିଲା ବେଶରେ ବିଗ୍ ବସ୍ ଘରେ ହଙ୍ଗାମା କରିବେ ବଲିଉଡର ଏହି ‘ଡ୍ରାମା କୁଇନ୍’…

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠୁ ବଡ ଡ୍ରାମା କୁଇନ ଅର୍ଥାତ୍ ରାଖୀ ସାୱନ୍ତ ସର୍ବଦା କିଛି କରନ୍ତି ଯେଉଁଥିପାଇଁ ସେ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି | ଏହି ସମୟରେ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସଲମାନ ଖାନଙ୍କୁ ଭେଟିବା ପାଇଁ ଆଜି ବିଗ୍ ବସ୍ ଘରେ ପ୍ରବେଶ…

ଆର୍ଯ୍ୟନ୍ ଖାନଙ୍କ ଗିରଫ ଏସଆରକେଙ୍କୁ ପଡ଼ିଲାଣି ଭାରୀ, ଶାହରୁଖ ଖାନଙ୍କ ହାତରୁ ଗଲା ଏହି ବଡ଼ ବ୍ରାଣ୍ଡର ପ୍ରୋଜେକ୍ଟ,…

ମୁମ୍ବାଇରେ ଡ୍ରଗ୍ ମାମଲାରେ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସାମ୍ନାରେ ନୂଆ ସମସ୍ୟା ଆସିଛି। ଖବର ମୁତାବକ, ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ବର୍ତ୍ତମାନ ଏକ ବଡ ବ୍ରାଣ୍ଡ ଏସଆରକେଙ୍କ ସହିତ ସମ୍ପର୍କ ବନ୍ଦ କରିଦେଇଛି। ପ୍ରକାଶ ଯେ, ଗତ କିଛି…

କ୍ରୁଜ ସିପ ଡ୍ରଗ୍ସ ମାମଲା: ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କ ବାସଭବନ ,ମୁମ୍ବାଇ କାର୍ଯ୍ୟାଳୟ ଉପରେ ଏନସିବିର…

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜାରି ରଖିଛି ତାର ନିରନ୍ତର କାର୍ଯ୍ୟାନୁଷ୍ଠାନ । ଏବେ ଟାର୍ଗେଟରେ ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରି । ଖତ୍ରିଙ୍କ ଘର ଓ କାର୍ଯ୍ୟାଳୟରେ ଏନସିବି ଚଢାଉ…

ଆର୍ଯ୍ୟନ ଖାନଙ୍କ ସମର୍ଥନରେ ବାହାରିଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ସୋମି

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନ୍‌ସିବି ଦ୍ବାରା ଗିରଫ କରାଯାଇଛି। ଏହି ସମୟରେ ଅନେକ ଷ୍ଟାର ତାଙ୍କ ସମର୍ଥନରେ ବାହାରୁଛନ୍ତି। ବର୍ତ୍ତମାନ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଆର୍ଯ୍ୟନଙ୍କ ପାଇଁ ଏକ ଲମ୍ବା ଚଉଡା ପୋଷ୍ଟ ଲେଖି ସେୟାର କରିଛନ୍ତି।…

ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରେ ଇନଷ୍ଟାରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ନିଜର ‘ପୁରୁଣା ପ୍ରେମ’ ର…

ନିକଟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱର କପଲ୍ ସାମନ୍ଥା-ନାଗା ଚୈତନ୍ୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସେମାନଙ୍କ ପ୍ରଶଂସକଙ୍କୁ ଦୁଃଖି କରିଛି। ଛାଡପତ୍ର ନିଷ୍ପତ୍ତି ନେବା ପରେ ସାମନ୍ତ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସୋସିଆଲ…

ଅଲିମ୍ପିକ ପରେ ମଡେଲିଂ ଅବତାରରେ ଫ୍ୟାନ୍ସକୁ ଦିୱାନା କଲେ ନୀରଜ ଚୋପ୍ରା, ଫ୍ୟାନ୍ସ କହିଲେ- ତୁମ ସାମ୍ନାରେ ମଡେଲ ବି…

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ନୀରଜ୍‌ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ…

ବର୍ତମାନର ଟ୍ରେଣ୍ଡିଙ୍ଗ ସଙ୍ଗ ମାନିକେ ମାଗେ ହିତେ ଗାଇ ଚର୍ଚ୍ଚାରେ ରାନୁ ମଣ୍ଡଲ, ଦେଖନ୍ତୁ ଭିଡିଓ

ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତିସାରା ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ଖୁବ୍ ଶୀଘ୍ର…

‘ନୋ ମାସ୍କ..ନୋ ଏଣ୍ଟ୍ରି’ ନିୟମ ଉଲ୍ଲଂଘନ କରି ସମାଲୋଚିତ ହେଲେ କଙ୍ଗନା

କଙ୍ଗନା ରାଣାୱତ ବଲିଉଡ ଜଣେ ଏଭଳି ଅଭିନେତ୍ରୀ ଯିଏକି ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବେଳେବେଳେ କଙ୍ଗନାଙ୍କୁ ମଧ୍ୟ ତାଙ୍କ ପ୍ରଶଂସକମାନେ ଟ୍ରୋଲ କରନ୍ତି । ଠିକ୍ ସେହିଭଳି ଏବେ କଙ୍ଗନାଙ୍କ ସହ ଏକ ଘଟଣା ଘଟିଥିଲା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ରଶ୍ମିକା ମନ୍ଦନାଙ୍କ ଏହି ବିଜ୍ଞାପନ ଦେଖି ନିରାଶ ହେଲେ ପ୍ରଶଂସକ, କହିଲେ -ଏଭଳି ତୁମ ଠାରୁ ଆଶା ନଥିଲା

ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି। ଏଥିରେ ସେ…