Browsing Category
ମନୋରଞ୍ଜନ
ରଶ୍ମିକା ମନ୍ଦନାଙ୍କ ଏହି ବିଜ୍ଞାପନ ଦେଖି ନିରାଶ ହେଲେ ପ୍ରଶଂସକ, କହିଲେ -ଏଭଳି ତୁମ ଠାରୁ ଆଶା ନଥିଲା
ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି। ଏଥିରେ ସେ…
ବିଗ୍ବସ୍-୧୫ରେ ନଜର ଆସିପାରନ୍ତି ରିୟା ଚକ୍ରବର୍ତ୍ତି
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୨୦୨୦ରେ ବେଶ ଚର୍ଚ୍ଚାରେ ରହିଥିଲେ। ବହୁ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇ ଯାଇଥିଲା। ଏବେ ପୁଣି ଥରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରିୟା କୁଆଡେ ରିଆଲିଟି ଶୋ’ ବିଗ୍ ବସ୍-୧୫ରେ…
ନ୍ୟାସନାଲ ଟେଲିଭିଜନରେ ଶକ୍ତି ମୋହନଙ୍କ ହାତ ଧରି ପ୍ରପୋଜ କଲେ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା, ଦେଖନ୍ତୁ ଭିଡିଓ
ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ନୀରଜ ଚୋପ୍ରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ସମୟରେ ନୀରଜଙ୍କୁ ଡ୍ୟାନ୍ସ ରିଆଲିଟି ସୋ ଡ୍ୟାନ୍ସ + 6 ର ଆଗାମୀ ଏପିସୋଡରେ ଦେଖିବାକୁ ମିଳିବ | ଏଥି ସହିତ ସୋ ପ୍ରସାରିତ ହେବା ପୂର୍ବରୁ ଏହାର ଏକ ଭିଡିଓ…
ଏହି କାରଣରୁ ଏଯାଏଁ ବି ଅବିବାହିତ ଅଛନ୍ତି ଭେଟରନ ସିଙ୍ଗର ଲତା ମଙ୍ଗେଶକର
ଆଜି ଭାରତ ରତ୍ନ, ସ୍ବର ସମ୍ରାଗୀଣି ଲତା ମଙ୍ଗେଶକରଙ୍କ ଜନ୍ମଦିନ | ଲତା ମଙ୍ଗେଶକର ଆଜି ତାଙ୍କର ୯୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ସାରା ବିଶ୍ୱରୁ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ସେ ୩୬ ଟି ଭାରତୀୟ ଭାଷାରେ ଗୀତ ରେକର୍ଡ କରିଛନ୍ତି। ଲତା ମଙ୍ଗେଶକର କେବଳ…
ଦର୍ଶକଙ୍କ ମଧ୍ୟରେ ବଢିଲା ଉତ୍ସାହ: ଘୋଷଣା ହେଲା ‘KGF 2’ର ରିଲିଜ୍ ତାରିଖ
ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ -୨’ ପାଇଁ ଦର୍ଶକ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ, ଏହାର ଶେଷ ରିଲିଜ ତାରିଖକୁ ନେଇ ଅପେକ୍ଷା କରିଥିବା ସେହି ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବାହାରିଛି।…
ରଙ୍ଗକୁ ନେଇ ଟ୍ରୋଲ ହେଉଥିବା ଅଟଲେ କୁମାର ବିତାନ୍ତି ଏଭଳି ବିଳାସପୂର୍ଣ୍ଣ ଜୀବନ: ପ୍ରଡକ୍ସନ ହାଉସରୁ କରନ୍ତି କୋଟି…
ଆଜି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଅଟଲେ କୁମାରଙ୍କ ଜନ୍ମଦିନ। ସେପ୍ଟେମ୍ବର ୨୧, ୧୯୮୬ ରେ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିବା ଆଟଲେଙ୍କର ସମ୍ପୂର୍ଣ୍ଣ ନାମ ଅରୁଣ କୁମାର | ୨୦୧୩ ରେ ଅରୁଣ କୁମାର ଫିଲ୍ମ 'ରାଜା ରାନୀ' ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ…
ଭୁମି ପେଡନେକରଙ୍କୁ ନ୍ୟୁୟର୍କ କ୍ଲାଇମେଟ ୱିକରୁ ନିମନ୍ତ୍ରଣ: ଜଳବାୟୁ ସୁରକ୍ଷା ଉପରେ ହେବେ ଦେଶର ସ୍ୱର
ଦେଶରେ ଜଳବାୟୁ ସୁରକ୍ଷା ପାଇଁ ସାମାଜିକ ପ୍ଲାଟଫର୍ମରେ କ୍ରମାଗତ ଭାବରେ ନିଜର ମତ ରଖୁଥିବା ଅଭିନେତ୍ରୀ ଭୁମି ପେଡନେକରଙ୍କୁ ଏହି ପ୍ରସଙ୍ଗରେ ବିଶ୍ୱ ସହ କଥା ହେବା ପାଇଁ ନ୍ୟୁୟର୍କରୁ ନିମନ୍ତ୍ରଣ ଆସିଛି।
ଭୁମି ପେଡନେକର ଆରମ୍ଭରୁ ଜଳବାୟୁ ସୁରକ୍ଷା ପାଇଁ ପ୍ରତିନିଧିତ୍ବ କରିଆସୁଛନ୍ତି।…
୨୦ କୋଟି ଟିକସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ,
ଗତ କିଛି ଦିନ ହେବ ସୋନୁ ସୁଦ ଆୟକର ବିଭାଗର ସର୍ଭେ ବିଷୟରେ ଆଲୋଚନା ଚାଲିଛି। ତାଙ୍କୁ ଆଇଟି ଅଧିକାରୀମାନେ ୨୦ କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗ କରିଛନ୍ତି। ଏକ ବିବୃତ୍ତିରେ ସିବିଡିଟି କହିଛି ଯେ ଅଭିନେତା ଏବଂ ତାଙ୍କ ସହଯୋଗୀଙ୍କ ଘରେ ଖୋଜାଖୋଜି ବେଳେ ୨୦ କୋଟି ଟଙ୍କା ଟିକସ ଫାଙ୍କିବା…
ପିତାମାତାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କଲେ ସାଉଥ ସୁପରଷ୍ଟାର ଥାଲାପାଥି ବିଜୟ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ନାଁ ହେଉଛନ୍ତି ଜୋସେଫ ବିଜୟ । ତାଙ୍କ ବିଶାଳ ଯୁବ ଫ୍ୟାନ ବେସ ଦ୍ୱାରା ଥାଲାପତି ବିଜୟ ନାମରେ ଜଣାଶୁଣା,ଜୋସେଫ ବିଜୟ ତାଙ୍କ ପିତା ଏସ ଚନ୍ଦ୍ରଶେଖର ଏବଂ ମାତା ଶୋବାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି।
ବିଜୟଙ୍କ…
ଏୟାରଟେଲ୍ ଓ ଡିଜ୍ନି+ ପକ୍ଷରୁ ଗ୍ରାହକଙ୍କ ପାଇଁ ଉନ୍ନତ ଡିଜିଟାଲ ମନୋରଞ୍ଜନ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସେବା ପ୍ରଦାନକାରୀ, ଭାରତୀ ଏୟାରଟେଲ୍ ଲିମିଟେଡ୍ (“ଏୟାରଟେଲ୍”) ଡିଜ୍ନି+ ହଟ୍ଷ୍ଟାର୍ ପାଇଁ ୧ ବର୍ଷର ମାଗଣା ସବ୍ସ୍କ୍ରିପ୍ଶନ ସହିତ ଏହାର ଗ୍ରାହକଙ୍କ ପାଇଁ ଡିଜିଟାଲ ମନୋରଞ୍ଜନ ଅଭିଜ୍ଞତାକୁ ଅଧିକ ଉତ୍ସାହଜନକ କରିଛି । ହାଇ-ସ୍ପିଡ୍…