Browsing Category
ମନୋରଞ୍ଜନ
ଗୋଆ ବିଚରେ ଏକାଠି ନଜର ଆସିଲେ ବି ଟାଉନର ନୂଆ ଲଭ ବାର୍ଡ ନୋରା ଫତେହି ଏବଂ ଗୁରୁ ରନ୍ଧୱା !
ଗୋଆରେ ପଞ୍ଜାବୀ ପପ୍ ଷ୍ଟାର ଗୁରୁ ରନ୍ଧୱାଙ୍କ ସହ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହିଙ୍କ ବ୍ୟକ୍ତିଗତ ବେଳାଭୂମି ସମୟ ଉପଭୋଗ କରୁଥିବା ଫଟୋ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ଦୁହେଁ ବି-ଟାଉନର ନୂଆ ଲଭବାର୍ଡ କି? ‘ଦିଲବର୍’ ଗର୍ଲ ସ୍କାଏ ବ୍ଲୁ ରଙ୍ଗର ଟି-ସାର୍ଟ…
ଚଳଚ୍ଚିତ୍ର ‘ପୁଷ୍ପା’ର କ୍ରୁ ସଦସ୍ୟମାନଙ୍କୁ ସୁନା ରିଙ୍ଗ ଉପହାର ଦେଲେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ
ସାଉଥ୍ ଚଳଚ୍ଚିତ୍ରର ଲୋକପ୍ରିୟ ତାରକା ଆଲୁ ଅର୍ଜୁନ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ ପାଇଁ ଆଲୋଚନାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରାଉଣ୍ଡ କରୁଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସଭିଏଁ ‘ପୁଷ୍ପା’ରେ…
ଆଜି ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ବହୁ ଚର୍ଚ୍ଚିତ ଯୋଡ଼ୀ କ୍ୟାଟ୍ରିନା କୈଫ-ବିକି କୌଶଲ
ବଲିଉଡ୍ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବିବାହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି । ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଗୁଡିକ ପୁରାପୂରି ରୀତିନୀତି ଅନୁଯାୟୀ ଚାଲିଛି । ବିବାହକୁ ନେଇ ଦୁହିଁଙ୍କ ସମୟରେ ନୂଆ ଅପଡେଟ୍ ଆସିଛି। ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ହେବାକୁ…
ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ କରାଯାଇପାରେ ପଚରାଉଚରା
ମନି ଲଣ୍ଡରିଂ ମାମଲାକୁ ନେଇ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଏବେ ଚର୍ଚ୍ଚାରେ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ପୁଣି ଥରେ ଇଡି ଡକାଇଛି। ଆଜି ଦିଲ୍ଲୀରେ ତାଙ୍କୁ ପୁଣିଥରେ ଇଡି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଇଡି ଏହି ମାମଲାରେ ତୃତୀୟ…
ବିବାହ ପୂର୍ବରୁ ବିକି- କ୍ୟାଟ୍ରିନାଙ୍କ ବିରୋଧରେ ଅଭିଯୋଗ! ଜାଣନ୍ତୁ ପୁରା ଘଟଣା
ବଲିଉଡ ଷ୍ଟାର ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ ରେ ରାଜସ୍ଥାନର ରୟାଲ ଫୋର୍ଟରେ ବିବାହ କରିବେ। ଆଜି (ଡିସେମ୍ବର ୭) ରୁ ବିବାହ ଉତ୍ସବ ଆରମ୍ଭ ହୋଇଛି | ଖବର ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କର ଆଜି ଏକ କନ୍ସର୍ଟ ଅଛି | କିନ୍ତୁ ଏହା ପୂର୍ବରୁ ସେମାନଙ୍କ ଜୀବନରେ ଏକ ବଡ…
ସୋସିଆଲ ମିଡିଆରେ କୁକୁର ସହ କିସିଂ ଫଟୋ ଛାଡି ଟ୍ରୋଲ ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦନା
ରଶ୍ମିକା ମନ୍ଦନା ତାଙ୍କର ଅପକମିଂଗ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ କୁ ନେଇ ଏବେ ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମର ରିଲିଜକୁ ଅପେକ୍ଷାର ସହ ଚାହିଁ ରହିଛନ୍ତି। ଏହି ସମୟରେ, ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ଫ୍ରୀ ହୋଇ ରଶ୍ମିକା ଘରକୁ ଫେରିଛନ୍ତି। ଯେଉଁଠାରେ ସେ ତାଙ୍କର ଅତି ପ୍ରିୟ ପରିବାର…
ବିବାହ ପୂର୍ବରୁ ଭିକି କୌଶଲଙ୍କ ଘରେ ମାଁଙ୍କ ସହ ପହଞ୍ଚିଲେ କ୍ୟାଟ୍ରିନା କୈଫ
କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଇଛନ୍ତି। ଯଦିଓ ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ନିଶ୍ଚିନ୍ତ କରିନାହାଁନ୍ତି, କିନ୍ତୁ ପାପାରାଜି ସେମାନଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛନ୍ତି । ଯେବେଠୁ ବିବାହର ଖବର ସାମ୍ନାକୁ ଆସିଛି, ଉଭୟଙ୍କ ଜୀବନ ସହ ଜଡିତ…
କ୍ୟାଟ୍ରିନା କୈଫ ଏବଂ ବିକିଙ୍କ ବିବାହରେ ଯୋଗଦେବେ ମାତ୍ର ୧୨୦ ଜଣ ଅତିଥି
ଏବେ ଚାରିଆଡ଼େ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚା । ପ୍ରତିଦିନ ସେମାନଙ୍କ ବିବାହକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏହି ସବୁ ଖବର ଶୁଣି ଫ୍ୟାନ୍ସମାନେ ମଧ୍ୟ ଉତ୍ସାହ ବଢି ଯାଉଛି । ତେବେ ଖବର ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଦୁହିଁଙ୍କର ବିବାହ ୭ରୁ ୯…
ନିଜ ପ୍ରି ୱେଡିଙ୍ଗର ପ୍ରଥମ ପିକ୍ଚର ସେୟାର କଲେ ଅଙ୍କିତା ଲୋଖଣ୍ଡେ
ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିର ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ସିରିଏଲ ଷ୍ଟାର ପର୍ଯ୍ୟନ୍ତ ସମସ୍ତ ବିବାହ କରୁଛନ୍ତି । ସବୁ ବଡ଼ ବଡ଼ ସେଲିବ୍ରିଟି ଏବେ ହାତକୁ ଦି ହାତ ହୋଇଛନ୍ତି। ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍, ଭିକ୍କି କୌଶଲଙ୍କ ପରେ ଟେଲି ଦୁନିଆର ଶ୍ରଦ୍ଧା ଆଉ…
ସୂର୍ଯ୍ୟ ନମସ୍କାର କରି ଟ୍ରୋଲ୍ ହେଲେ କରୀନା, ୟୁଜର୍ସ କହିଲେ-‘ମୁସଲିମଙ୍କ ପାଇଁ ଏହା ଅପରାଧ’
କରୀନା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ୱାର୍କଆଉଟ ଭିଡିଓ ଏବଂ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଫିଟନେସ ପାଇଁ ପ୍ରେରିତ କରନ୍ତି। ଏବେ ପୁଣି ଥରେ ଅଭିନେତ୍ରୀ ଏହା କରିଥିବା ଦେଖାଯାଇଛି। ସେ ନିଜ ଇନଷ୍ଟାଗ୍ରାମରେ ୱାର୍କଆଉଟ୍ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ୧୦୮ ଥର ସୂର୍ଯ୍ୟ…