Browsing Category

ମନୋରଞ୍ଜନ

ପୁଣି ଲୋକଙ୍କୁ ହସାଇବେ କପିଲ ଶର୍ମା, ଖୁବ ଶୀଘ୍ର ଆରମ୍ଭ ହେବ ଶୋ’

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ୍ ଶୀଘ୍ର ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଏହି ଶୋ’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଶୋ’ର ଲଞ୍ଚ ଡେଟ୍ ସାମ୍ନାକୁ ଆସିଛି, ଏବଂ ଏକ ମାସ ପରେ ଏହି ଶୋ ’ପ୍ରସାରଣ ହୋଇପାରେ। କିଛି ଦିନ ପୂର୍ବରୁ କପିଲ ଶର୍ମା…

ଅଲବିଦା ଲେଖି ନିଜର ସମସ୍ତ ପୋଷ୍ଟ ଲିଡିଟ କଲେ ଅଦନାନ ସାମୀ

ବଲିଉଡର ପ୍ରଖ୍ୟାତ ଗାୟକ ଅଦନାନ ସାମୀ ମଙ୍ଗଳବାର ଦିନ ନିଜର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରିଛନ୍ତି । ସେ ସମସ୍ତ ଭିଡିଓ ଏବଂ ଫଟୋ ଡିଲିଟ କରିଛନ୍ତି ଏବଂ ଅଲବିଦା ବୋଲି ମେସେଜ ଲେଖିଛନ୍ତି । ଏହା ଫ୍ୟାନମାନଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ଭବିଷ୍ୟତରେ ଏହା ତାଙ୍କର ନୂତନ ମ୍ୟୁଜିକ…

କେବିସି ୧୪ ସେଟ୍‌ରେ ବିଚିତ୍ର ଡ୍ରେସ୍‌ ପିନ୍ଧି ନଜର ଆସିଲେ ବିଗ୍ ବି

ସୋନି ଟିଭିରେ ପ୍ରସାରିତ ହେଉଥିବା କୁଇଜ୍ ଶୋ’ ‘କୌନ ବନେଗା କରୋଡପତୀ’ର ଟେଲିକାଷ୍ଟକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଏହି ଶୋ’ କେବଳ ଦର୍ଶକଙ୍କୁ ମନୋରଞ୍ଜନ କରେ ନାହିଁ ବରଂ ସେମାନଙ୍କର ସାଧାରଣ ଜ୍ଞାନକୁ ମଧ୍ୟ ବଢାଇଥାଏ। ଶୋ’କୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ…

କବିର ଖାନ ଏବଂ ସାଜିଦ ନାଦିଆୱାଲାଙ୍କ ଆଗାମୀ ଫିଲ୍ମରେ କାର୍ଯ୍ୟ କରିବେ କାର୍ତ୍ତିକ ଆର୍ୟନ

ପ୍ରଜୋଜକ ସାଜିଦ ନାଦିଆୱାଲା ଏକ ବଡ ପ୍ରୋଜେକ୍ଟରେ କାର୍ତ୍ତିକ ଆର୍ୟନଙ୍କୁ ମୁଖ୍ୟ ଭୂମିକାରେ ନେବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟରେ ମିଳିତ ଭାବେ କବିର ଖାନ ମଧ୍ୟ ପ୍ରଜୋଜନା କରିଛନ୍ତି । ଏହି ଫିଲ୍ମଟି କବିର ଖାନ ଏବଂ ସାଜିଦ ନାଦିଆୱାଲାଙ୍କ ଦ୍ୱିତୀୟ ମିଳିତ ପ୍ରୋଜେକ୍ଟ ହୋଇଥିବା ବେଳେ…

‘ଗୁଡ୍‌ ଲକ୍‌ ଜେରି’ରୁ ନୂଆ ଫଟୋ ସେୟାର କଲେ ଜାହ୍ନବୀ

ଅପ୍‌କମିଙ୍ଗ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ର ଟ୍ରେଲର୍‌ ଲଞ୍ଚ୍‌ ପରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ନୂଆ ଫଟୋ ଶେୟାର କରିଛନ୍ତି ଜାହ୍ନବୀ କପୁର । ଫିଲ୍ମରେ ନିଜର ଏକ ସିନ୍‌ର କ୍ଲୋଜ୍‌-ଅପ୍‌ ସିନ୍ ସେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜୟା କୁମାରୀ ଚରିତ୍ର ନିର୍ବାହ କରିଛନ୍ତି । ଫଟୋ…

ଫଟୋଗ୍ରାଫରଙ୍କ ସହିତ ଫଟୋ ଉଠାଇ ଫ୍ୟାନଙ୍କ ମନ କିଣିଲେ ଭାରତର ସୁପର ଷ୍ଟାଇଲିସ ଅଭିନେତା କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ ଶୁକ୍ରବାର ଦିନ ଏକ ଆୱାର୍ଡ ପ୍ରୋଗ୍ରାମରେ କିଛି ଫଟୋଗ୍ରାଫରଙ୍କ ସହିତ ସେ ଫଟୋଉଠାଇଥିବାର ନଜର ଆସିଥିଲେ । ଏହି ଆୱାର୍ଡ ପ୍ରୋଗ୍ରାମରେ ସେ ୨୦୨୨ରେ ମୋଷ୍ଟ ଷ୍ଟାଇଲିସ ଅଭିନେତାଭାବେ ଆୱାର୍ଡ ପାଇଥିଲେ । ଏହା ତାଙ୍କର ଫ୍ୟାନ ମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା ଏବଂ ସେମାନେ…

ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ନାଗାର୍ଜୁନ ଏବଂ ନାଗା ଚୈତନ୍ୟଙ୍କ ପାଇଁ ଲାଲ ସିଂ ଚଡ୍ଡାର ସ୍ୱତନ୍ତ୍ର ସ୍କ୍ରିନିଂର…

ଆମିର ଖାନଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ବେଳେ । ଆମିର ହାଇଦ୍ରାବାଦରେ ଏହି ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରିଛନ୍ତି । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ଚୈତନ୍ୟ ଙ୍କ ବାପା ନାଗାର୍ଜୁନଙ୍କ ସହିତ ସାଉଥର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀ…

ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହ ରିଲେସନସିପର ଘୋଷଣା ପରେ ସୁସ୍ମିତା ସେନଙ୍କ ପୋଷ୍ଟ –

ପୂର୍ବତମ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହିତ ରିଲେସନସିପର ଘୋଷଣା ସମ୍ପୂର୍ଣ୍ଣ ଇଣ୍ଟରନେଟ  ଏବଂ ଫ୍ୟାନଙ୍କ ମନରେ ହଲଚଲ ସୃଷ୍ଟି କରିଥିଲା । ଏହା ପରେ ଆଜି ମିସ ୟୁନିଭର୍ସ ସୁସ୍ମିତା ସେନ ନିଜର ଦୁଇ ଝିଅଙ୍କ ସହିତ ଏକ ଫଟୋ ସେୟାର କରି ନୋ ମ୍ୟାରେଜ ନୋ ରିଙ୍ଗ ଏକ୍ସଚେଞ୍ଜ…

ଏମରଜେନ୍ସି ଫିଲ୍ମରେ ତାଙ୍କର ପ୍ରଥମ ଲୁକ ସେୟାର କଲେ କଙ୍ଗନା ରାଣାବତ୍ . . . .

ବଲିଉଡର ଲୋକପ୍ରିୟ  ଅଭିନେତ୍ରୀ କଙ୍ଗନା ରାଣାବତ୍ ନିଜର ଆଗାମୀ ଫିଲ୍ମ ଏମରଜେନ୍ସିରେ ନିଜର ଲୁକକୁ ପ୍ରଥମ ଥର ପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୟୋର କରିଛନ୍ତି । ଏହି ଫିଲ୍ମରେ ସେ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି । ଏବଂ ୧.୨୧ମିନିଟର ଏହି…

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ପୁଣି ଚାର୍ଜସିଟ ଦାୟର କଲା ଏନସିବି

ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା କରିଥିଲେ ବୋଲି ଦର୍ଶାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ ୨୦୨୦ ଜୁନ ୧୪ରେ ନିଜର…