Browsing Category
ମନୋରଞ୍ଜନ
ଗିରଫ ହେଲେ ଭିକି –କାଟ୍ରିନାଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି
ଇନଷ୍ଟାଗ୍ରାମରେ କାଟ୍ରିନାଙ୍କୁ ଷ୍ଟକ ଏବଂ ହତ୍ୟା ଧମକ ଦିଆଯାଉଥିବାର ଘଟଣା ସମ୍ପର୍କରେ ଅଭିନେତା ଭିକି କୌଶଲ ସାନ୍ତାକ୍ରୁଜ ଥାନାରେ ଏଫଆଇଆର ପରେ ପୋଲିସ ମନୱନ୍ଦିର ସିଂନାମକ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ କାଟ୍ରିନାଙ୍କ ଏକ ବଡ ଫ୍ୟାନ ଏବଂ ପୂର୍ବରୁ ସେ କାଟ୍ରିନାଙ୍କ ସହିତ ଫଟୋ ଏବଂ…
ଜଣା ପଡିଲା ଅଦନାନ ସାମୀଙ୍କ ଅଲବିଦା ଲେଖିବାର କାରଣ
ବଲିଉଡରେ ଡିପେସ୍ରନ ଏବଂ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ପାକିସ୍ଥାନୀ ଗାୟକ ଅଦନାନ ସାମୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ ଏବଂ ଅଲବିଦା ଲେଖିବା ଘଟଣା ତାଙ୍କର ଫ୍ୟାନକୁ ବ୍ୟସ୍ତ କରାଇଦେଇଥିଲା । କେତେକ ନୂଆ ଗୀତ ଆସୁଥିବାର ସନେ୍ଦହ କରିଥିବା ବେଳେ କେତେ ଜଣ ଏହାର…
ରଣବୀର ସିଂଙ୍କୁ ନ୍ୟୁଡ ଫଟୋଗ୍ରାଫି ପଡିଲା ମହଙ୍ଗା, ଏନଜିଓ ପକ୍ଷରୁ ଏଫଆଇଆର ଦାଖଲ
କିଛି ଦିନ ହେବ ରଣବୀରଙ୍କ ନ୍ୟୁଡ ଫଟୋସୁଟ ସମ୍ପୂର୍ଣ୍ଣ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ରଣବୀରଙ୍କ ଫ୍ୟାନ ମାନେ ଏହାକୁ ଏକ ସକଭାବେ ମଧ୍ୟ ଗ୍ରହଣ କରିଥିଲେ । ଆକ୍ଟର ମଡେଲ ମିଲିନ୍ଦ ସୋମାନଙ୍କ ପରେ ରଣବୀର କରିଥିବା ଫଟୋସୁଟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କିନ୍ତୁ ବର୍ତ୍ତମାନ…
ଭିକି-କାଟ୍ରିନାଙ୍କୁ ହତ୍ୟା ଧମକ , ଭିକି କହିଲେ ଜଣେ କେହି କାଟ୍ରିନାଙ୍କୁ ଷ୍ଟକ କରୁଛି ଏବଂ ହତ୍ୟା ଧମକ ଦେଇଛି
ବଲିଉଡର ନୂତନ ବିବାହିତ ଦମ୍ପତି ଭିକି-କୌଶଲ ଏବଂ କାଟ୍ରିନା କୈଫଙ୍କୁ ହତ୍ୟା ଧମକ ଦିଆଯାଇଛି । ଭିକିଙ୍କ ଅନୁଯାୟୀ ରାଜପୁତ ନାମକ ଜଣଙ୍କ ବ୍ୟକ୍ତି ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ କାଟ୍ରିନାଙ୍କୁ ଷ୍ଟକ କରୁଥିଲେ ଏବଂ ବର୍ତ୍ତମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଏହା ପରେ ଭିକି…
ଅକ୍ଷୟ କୁମାର ଏବଂ ରଜନୀକାନ୍ତ ହେଲେ ମନୋରଞ୍ଜନଦୁନିଆର ସର୍ବାଧିକ ଟାକ୍ସ ପେୟ କରୁଥିବା ଅଭିନେତା
ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ଦ କ୍ଷିଣ ଭାରତର ଥାଲାଇଭି ରଜନୀକାନ୍ତ ମନୋରଞ୍ଜନ ଦୁନିଆର ସର୍ବାଧିକ ଟାକ୍ସ ପେୟ କରିଥିବା ଅଭିନେତା ହୋଇଛନ୍ତି । ଅକ୍ଷୟ କୁମାରଙ୍କୁ ଏଥିପାଇଁ ଇନକମ ଟାକ୍ସ ତଥା ଆୟକର ବିଭାଗ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ କରାଯାଇଛି । ସେହିପରି ରଜନୀକାନ୍ତଙ୍କୁ ମଧ୍ୟ…
ଅକ୍ଟୋବର ୭ ରେ ରିଲିଜ ହେବ ରସ୍ମିକା ଏବଂ ଅମିତାବଙ୍କ ଫିଲ୍ମ ଗୁଡ ବାଏ
ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରସ୍ମିକା ମନ୍ଦନା ଏବଂ ବଲିଉଡର ଖୁବ ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କ ଫିଲ୍ମ ଗୁଡବାଏ ଅକ୍ଟୋବର ୭, ୨୦୨୨ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ରସ୍ମିକା ବଲିଉଡ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି ।
ଏହି ଫିଲ୍ମରେ ଅନ୍ୟ କାଷ୍ଟିଂ ମଧ୍ୟରେ…
୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ପୁରସ୍କୃତ ହୋଇଥିବା ଫିଲ୍ମ ଏବଂ ଅଭିନେତା
ଶ୍ରେଷ୍ଠ ଅଭିନେତା - ଅଜୟ ଦେବଗନ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟୁରୁ)
ଶ୍ରେଷ୍ଠ ହିନ୍ଦି ଫିଲ୍ମ –ତୁଳସୀ ଦାସ (ଆଶୁତୋଷ ଗୋୱାରିକର)
ଶ୍ରେଷ୍ଠ ଫିଚର ଫିଲ୍ମ – ସୁରରାଇ ପୋଟାରୁ (ତାମିଲ)
ଶ୍ରେଷ୍ଠ ପପୁଲାର ଫିଲ୍ମ - ତାନାଜୀ
ଶ୍ରେଷ୍ଠ ଅଭିନେତ୍ରୀ - ଅର୍ପଣା ବାଲାମୁରାଲୀ…
ଜାତୀୟ ଫିଲ୍ମ ପୁରସ୍କାର ୨୦୨୨
ନୂଆ ଦିଲ୍ଲୀରେ ୨୦୨୨ରେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ର ବିଜେତାମାନଙ୍କର ନାମ ଘୋଷଣା । ସିନେମା ଜଗତରେ ଏହା ହେଉଛି ଏକ ସମ୍ମାନନିତ ପୁରସ୍କାର । ମୋଷ୍ଟ-ଫିଲ୍ମ ଫ୍ରେଣ୍ଡଲି (ସ୍ପେସାଲ ମେନସନ) – ୟୁପି ଏବଂ ଉତ୍ତରାଖଣ୍ଡକୁ ମିଳିଛି । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ ମଧ୍ୟ ପ୍ରଦେଶ…
୭ ବର୍ଷ ପରେ ବଲିଉଡକୁ ଫେରିଲେ ମଲ୍ଲିକା
ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ଖୁବ୍ ଶୀଘ୍ର କମ୍ବ୍ୟାକ୍ କରୁଛନ୍ତି। ମଲ୍ଲିକା ଫିଲ୍ମ RK / RKAY ମାଧ୍ୟମରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ୭ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମ କରିନଥିବାରୁ ଲୋକଙ୍କ ଟାର୍ଗେଟରେ ରହିଥିବା ମଲ୍ଲିକା ସମାଲୋଚକମାନଙ୍କୁ ଉପଯୁକ୍ତ ଉତ୍ତର…
ନିଜର ଗର୍ଭଧାରଣର ସମ୍ପର୍କରେ ଫ୍ୟାନଙ୍କୁ ଖୁବ ମଜାକିଆ ଉତ୍ତର ଦେଲେ ବେବୋ
ବଲିଉଡର ଲୋକପ୍ରିୟ କଳାକାର କରିନା କପୁର ଖାନ ବର୍ତ୍ତମାନ ନିଜ ପରିବାର ସହିତ ଲଣ୍ଡନରେ ଛୁଟି ମନାଉଥିବା ବେଳେ ମିଡିଆରେ ତାଙ୍କର ପୁନର୍ବାର ଗର୍ଭବତୀ ହେବାର ଖବର ପବନ ଭଳି ବ୍ୟାପିଯାଇଥିଲା । ସେ ନିଜର ସେୟାର କରୁଥିବା ଫଟୋରେ ତାଙ୍କର ବେବି ବମ୍ପ ଦେଖାଯାଉଥିବାର ଫ୍ୟାନମାନେ ନୋଟିସ କରିଥିଲେ ।…