Browsing Category
ବିଶେଷ
ଜୀବନରେ କେବେ ରହିବନି ଅର୍ଥର ଅଭାବ, ଯଦି ପ୍ରତିଦିନ ସକାଳେ ଉଠି ମୁଖ୍ୟ ଫାଟକ ଆଗରେ କରିବେ ଏହି କାର୍ଯ୍ୟ
ସକରାତ୍ମକ ଶକ୍ତି ଆମ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ, ତେଣୁ, ବାସ୍ତୁ ଶାସ୍ତ୍ରରେ, ମୁଖ୍ୟତଃ ସକରାତ୍ମକ ଶକ୍ତି ବୃଦ୍ଧି ଏବଂ ନକାରାତ୍ମକ ଶକ୍ତି ହ୍ରାସ କରିବା ପାଇଁ ନିୟମ ଦିଆଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଛି | ବାସ୍ତୁରେ ଘରର ପ୍ରତ୍ୟେକ ସ୍ଥାନ ଏବଂ ଦିଗର ମହତ୍ତ୍ୱ…
ହାତୀଙ୍କ ଗୋବରରୁ ପ୍ରସ୍ତୁତ ହୋଇଥାଏ ବିଶ୍ୱର ସବୁଠାରୁ ଦାମିକିଆ କଫ, ଜାଣନ୍ତୁ ଏହାର ଦାମ କେତେ
ବ୍ୟାଙ୍କକ ଥାଇଲାଣ୍ଡରୁ ପ୍ରାୟ ୪୩୦ କି.ମି. ଦୂରରେ ଉତ୍ତର ପୂର୍ବ ଅଞ୍ଚଳରେ ଏକ ସହର ଅଛି । ଯାହାର ନାମ ସୁରିନ। ଏହି ସହର ବିଶେଷ ଭାବେ ପାରମ୍ପାରିକ ପ୍ରଣାଳୀରେ କୋମଳ ରେଶମ, ଯସ୍ମିନ ଚାଉଳ, ଓ ହାତୀକୁ ଟେମିଂ କରିବା ପାଇଁ ପ୍ରସିଦ୍ଧ। କିନ୍ତୁ ଏବେ ଅନ୍ୟାନ୍ୟ କାରଣ ଯୋଗୁ ଛୋଟ ସହରଟି ବେଶ ଭଲ…
ନବରାତ୍ରୀରେ ନଅ ଦିନରେ ଦେବୀଙ୍କ ନଅଟି ସ୍ବରୂପକୁ ଏହି ଉପାୟରେ କରନ୍ତୁ ଉପାସନା, ଜାଣନ୍ତୁ ଏହାର ମନ୍ତ୍ର ଓ ବିଧି
ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଉଛି। ନଅ ଦିନ ଧରି ମାତାଙ୍କର ଭକ୍ତମାନେ ଦୁର୍ଗା ମାଙ୍କର ନଅ ସ୍ବରୂପର ପୂଜାପାଠ କରନ୍ତି | ନବରାତ୍ରୀର ପ୍ରତ୍ୟେକ ଦିନ ମାତା ଦେବୀଙ୍କର ବିଶିଷ୍ଟ ରୂପ ପାଇଁ ସମର୍ପିତ ଏବଂ ପ୍ରତ୍ୟେକ ରୂପକୁ ପୂଜା କରିବା ଦ୍ବାରା ବିଭିନ୍ନ ପ୍ରକାରର ଇଚ୍ଛା ପୂରଣ…
ଏହି ଗୁମ୍ଫାରେ ଆଜି ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି ରାବଣର ମୃତଦେହ, ହୋଇନାହିଁ ଅନ୍ତିମ ସଂସ୍କାର, ଜାଣନ୍ତୁ ଏହା ପଛର…
ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ | ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡିତ ଅନେକ ଚିହ୍ନ ଏବଂ ପ୍ରମାଣ ଉପସ୍ଥିତ, ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଏହି ସ୍ଥାନ ଭଗବାନ ଶ୍ରୀ ରାମ ଏବଂ ରାବଣ ସହିତ…
ମୋତି କେବଳ ସୌନ୍ଦର୍ଯ୍ୟ ବଢ଼ାଏନାହିଁ, ଏହା ପିନ୍ଧିବାର ରହିଛି ଆହୁରି ଅନେକ ଫାଇଦା
ମୋତି ହାର କିମ୍ବା ମୋତି ରିଙ୍ଗ ପିନ୍ଧିବା ଏକ ସାଧାରଣ କଥା ନୁହେଁ। ଆପଣ ଅନେକ ମହିଳାଙ୍କୁ ଅଳଙ୍କାର ଆକାରରେ ମୋତି ପିନ୍ଧୁଥିବାର ଦେଖିଥିବେ | ଏହି ଅଳଙ୍କାର ଖଣ୍ଡଗୁଡ଼ିକ କେବଳ ଜଣେ ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ ବରଂ ଅନ୍ୟାନ୍ୟ ଲାଭ ମଧ୍ୟ ଦେଇଥାଏ | ମୋତି ଜଣେ ବ୍ୟକ୍ତିଙ୍କୁ…
ମସ୍ତକରେ କାହିଁକି ଲଗାଯାଇଥାଏ ତିଲକ? ଜାଣନ୍ତୁ ଏହା ସହ ଜଡ଼ିତ କିଛି ବିଶେଷ କଥା
ଟିକା ସର୍ବଦା ମଥାର ମଧ୍ୟ ଭାଗର କେନ୍ଦ୍ରରେ ଲଗାଇବା ଉଚିତ। ଆମ ମଥାରେ ଆଜ୍ଞାଚକ୍ର ରହିଥାଏ। ଏହା ମନୁଷ୍ୟ ଶରୀରର କେନ୍ଦ୍ର ସ୍ଥାନ ହୋଇଥାଏ। ଏହି ସ୍ଥାନରେ ଟିକା ଲଗାଇବା ଦ୍ୱାରା ଏକାଗ୍ରତା ଓ ଜ୍ଞାନର ବୃଦ୍ଧି ହୋଇଥାଏ। ଆଜ୍ଞାଚକ୍ରକୁ ଗୁରୁଚକ୍ର ମଧ୍ୟ କୁହାଯାଇଥାଏ। ଗୁରୁଚକ୍ରକୁ ବୃହସ୍ପତି…
ଡ୍ରଗ୍ସ ମାମଲାରେ କ’ଣ ରହିଛି ଦଣ୍ଡବିଧାନ, ଜାଣନ୍ତୁ
ବଲିଉଡର ଅନେକ ଖ୍ୟାତନାମା ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ବ୍ୟବସାୟୀ ଡ୍ରଗ୍ସ ମାମଲାରେ ଫସିଥିବାର ଅନେକ ନଜିର ରହିଛି। ଭାରତରେ ଡ୍ରଗ୍ସ ନିଷେଧ । ଏଣୁ ଡ୍ରଗ୍ସ ନେଉଥିବା କିମ୍ବା ଡ୍ରଗ୍ସ କାରାବାରରେ ସଂପୃକ୍ତ ଥିବା ଲୋକଙ୍କ ନିମନ୍ତେ ଭାରତୀୟ ସମ୍ବିଧାନରେ ସ୍ୱତନ୍ତ୍ର ଦଣ୍ଡବିଧାନ…
କୁକୁର କାମୁଡିଲେ କେମିତି କରିବେ ଘରୋଇ ଉପଚାର, ଜାଣନ୍ତୁ
ବର୍ତ୍ତମାନ ବୁଲା କୁକୁରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ଲୋକ ଅନେକ ସମୟରେ କୁକୁର କାମୁଡ଼ାର ଶିକାର ହେଉଛନ୍ତି । କୁକୁର କାମୁଡ଼ିଲେ ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥାରେ ଭୟଙ୍କର ପରିବର୍ତ୍ତନ ହୋଇଥାଏ । ଜଳାନ୍ତକ ରୋଗ ପରି ମାରାତ୍ମକ ରୋଗ ଓ ପାଗଳାମି ଆଦି ଦେଖା ଦେଇ ବ୍ୟକ୍ତିର…
ମନି ପ୍ଲାଣ୍ଟ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ କଏନ ପ୍ଲାଣ୍ଟ , ଏହାକୁ ଘରେ ରଖିବା ଦ୍ୱାରା ଦୂର ହେବ ଆର୍ଥିକ…
ଘରେ ଲକ୍ଷ୍ମୀଙ୍କର ଅନୁଗ୍ରହ ବଜାୟ ରଖିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନିଅନ୍ତି | ଆମେ କଠିନ ପରିଶ୍ରମ କରୁ ଯାହା ଦ୍ବରା ଧନ ଘରକୁ ଆସିଥାଏ, କିନ୍ତୁ କିଛି ଫେଙ୍ଗ୍ ଶୁଇ ଟିପ୍ସ ଗ୍ରହଣ କରି ଆପଣ ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପାଇପାରିବେ | ପ୍ରାୟତଃ ଲୋକମାନେ ଘରେ ମନି ପ୍ଲାଣ୍ଟ…
କୁକୁର ଭଳି ଭୁକି ଭୁକି କୋଟିପତି ହେଲେ ମହିଳା, ଜାଣନ୍ତୁ ପୁରା ଘଟଣା
ଆଜିର ସମୟରେ ଅନେକ ଲୋକ ଅନଲାଇନରେ ଟଙ୍କା ରୋଜଗାର କରୁଛନ୍ତି। ୟୁଟ୍ୟୁବ୍ ଠାରୁ ନେଇ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପର୍ଯ୍ୟନ୍ତ ଲୋକମାନେ ଟଙ୍କା ରୋଜଗାର କରୁଛନ୍ତି। କିଛି ଅନ୍ୟ ୱେବସାଇଟ୍ ମଧ୍ୟ ଅଛି, ଯାହା ଲୋକମାନଙ୍କୁ ଘରେ ବସି ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛି। ଏଥିରେ, ଓନଲି ଫାନ୍ସ…