Browsing Category

ବିଶେଷ

ଆସନ୍ତାକାଲିର ରାଶିଫଳ: ଆପଣଙ୍କ ଦିନଟି କିପରି କଟିବ?

ଆସନ୍ତାକାଲି ଫେବୃଆରୀ ୧୫, ୨୦୨୬ (ରବିବାର) ପାଇଁ ଆପଣଙ୍କର ଦୈନିକ ରାଶିଫଳ ଏଠାରେ ପ୍ରସ୍ତୁତ କରାଯାଇଛି। ଗ୍ରହମାନଙ୍କର ସ୍ଥିତି ଅନୁସାରେ ଆପଣଙ୍କ ଦିନଟି କିପରି କଟିବ, ତାହାର ଏକ ସଂକ୍ଷିପ୍ତ ସୂଚନା ନିମ୍ନରେ ଦିଆଗଲା ମେଷ (Aries): ଆସନ୍ତାକାଲି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ।…

କଳା ବଳଦ ହେଲା ଧଳା: ଜାଣନ୍ତୁ ବାବା ‘ଧବଳେଶ୍ୱର’ଙ୍କ ନାମ ପଛର ଚମତ୍କାର

ମହାନଦୀର ମଝିରେ ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଓଡ଼ିଶାର ଶୈବ ସଂସ୍କୃତିରେ ଏହି ପୀଠର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। "ଧବଳେଶ୍ୱର" ନାମଟି ଯେତିକି ପବିତ୍ର, ଏହା ପଛରେ ଥିବା ପୌରାଣିକ କାହାଣୀ ମଧ୍ୟ ସେତିକି ଚମତ୍କାର ଓ ଭକ୍ତିପୂର୍ଣ୍ଣ। ଏହି କାହାଣୀଟି ଭକ୍ତର…

ଆଧ୍ୟାତ୍ମିକ ଚେତନାର ମହାପର୍ବ: କାହିଁକି ପାଳନ କରାଯାଏ ମହାଶିବରାତ୍ରି?

ଭୁବନେଶ୍ୱର: ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ସାରା ଦେଶରେ ପାଳିତ ହୁଏ 'ମହାଶିବରାତ୍ରି'। ଓଡ଼ିଶାରେ ଏହା 'ଜାଗର' ନାମରେ ମଧ୍ୟ ବେଶ୍ ପରିଚିତ। ଅନ୍ଧକାର ଉପରେ ଆଲୋକର ବିଜୟ ଏବଂ ନିଜ ଅନ୍ତରର ଅଜ୍ଞାନତାକୁ ଦୂର କରି ଜ୍ଞାନର ଜ୍ୟୋତି ଜଳାଇବା ହେଉଛି ଏହି ଶିବ-ଶକ୍ତି ପର୍ବର ମୂଳ…

ଚିକିତ୍ସା ଅଧାରୁ କାହିଁକି ମୁହଁ ଫେରାଉଛନ୍ତି ଦମ୍ପତି: ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଯେଉଁ ସମୟରେ ଅନେକ ଦମ୍ପତି ଏକ ଫର୍ଟିଲିଟି କ୍ଲିନିକରେ ପହଂଚିଥାନ୍ତି, ତାହା ପୂର୍ବରୁ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ସେମାନେ ଏକାନ୍ତରେ ଚେଷ୍ଟା କରିସାରିଥାନ୍ତି । ଯାହା କମ୍ ଦୃଶ୍ୟମାନ ହୋଇଥାଏ, ତାହା ହେଉଛି ପରବର୍ତୀ ସମୟରେ କ’ଣ ଘଟିଥାଏ- କେବଳ ଜାରି ରହିଥିବା ଚିକିତ୍ସା ନୁହେଁ ବରଂ…

Vastu Tips : ଶୋଇବା ବେଡ୍ ସାମ୍ନାରେ ରହିଛି କି ୱାଶରୁମ୍? ହୋଇପାରେ ବଡ଼ କ୍ଷତି, ତୁରନ୍ତ କରନ୍ତୁ ଏହି ପରିବର୍ତ୍ତନ

ଭୁବନେଶ୍ୱର: ଘରେ କୋଠରୀ ତିଆରି କରିବା ସମୟରେ ଲୋକମାନେ ବାସ୍ତୁ ନିୟମ ଉପରେ ବହୁତ ଧ୍ୟାନ ଦିଅନ୍ତି। ବାସ୍ତୁ ଅନୁଯାୟୀ ଯଦି ଆପଣଙ୍କ ଶୋଇବା ଘର (ବେଡରୁମ୍) ତିଆରି ହୋଇଥାଏ କିମ୍ବା ଜିନିଷପତ୍ର ଠିକ୍ ଭାବରେ ରଖାଯାଇଥାଏ, ତେବେ ଘରେ ସର୍ବଦା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଆଜିକାଲି…

ଫେଙ୍ଗସୁଇ ଟିପ୍ସ: ଘରେ କେତୋଟି ‘ଲକି ବାମ୍ବୋ’ ଡାଳ ରଖିବା ଶୁଭ? ଜାଣନ୍ତୁ ସଠିକ୍ ନିୟମ

ଭୁବନେଶ୍ୱର: ଘରର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଲୋକମାନେ ବାସ୍ତୁ ଶାସ୍ତ୍ର ଏବଂ ଫେଙ୍ଗସୁଇ (Feng Shui) ଉପରେ ବିଶ୍ୱାସ କରନ୍ତି। ବିଶେଷକରି ଘରେ ‘ଲକି ବାମ୍ବୋ’ ବା ବାଉଁଶ ଗଛ ରଖିବା ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେତୋଟି ବାଉଁଶ ଡାଳ ବା ଷ୍ଟକ୍ (Stalks)…

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି,ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୧୦/୦୨ : ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି। ଅପରାହ୍ନରେ ବନ୍ଦ ରହିବ ସାଧାରଣ ଦର୍ଶନ।ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ।ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

ବାଣପୁର ପଲଟନ ପଡ଼ିଆରେ ଐତିହାସିକ ସାଧୁ-ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବାଣପୁର, ଫେବୃଆରୀ ୮, ୨୦୨୬: ବାଣପୁରର ଐତିହାସିକ ପଲଟନ ପଡ଼ିଆଠାରେ ରବିବାର ଦିନ ସତ୍ୟଭଞ୍ଜ ଆଧ୍ୟାତ୍ମିକ ଚ୍ୟାନେଲ ଆନୁକୁଲ୍ୟରେ "ଦ୍ବିତୀୟ ରାଷ୍ଟ୍ରୀୟ ସାଧୁ-ସନ୍ଥ ଓ ମାଳିକା ଭକ୍ତ ସମ୍ମିଳନୀ" ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ସତ୍ୟ…

Kidney ଆପଣଙ୍କ ସୁସ୍ଥ ଅଛି କି ନାହିଁ କିପରି ଜାଣିବେ

କିଡନୀ ବା ବୃକକ୍ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତ ସଫା କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କିନ୍ତୁ ଅନେକ ସମୟରେ କିଡନୀ ଖରାପ ହେଲେ ମଧ୍ୟ ପ୍ରଥମ ଅବସ୍ଥାରେ ଏହା ଜଣାପଡ଼ିନଥାଏ। ତେବେ ଆସନ୍ତୁ ଜାଣିବା ଏମିତି ୧୦ଟି ମୁଖ୍ୟ ଲକ୍ଷଣ, ଯାହାକୁ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ‘କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ
ଗଞ୍ଜାମ ଜିଲ୍ଲାରୁ ଆରମ୍ଭ

ଭୁବନେଶ୍ଵର,୦୩/୦୨:ମାଆ ତାରାତାରିଣୀଙ୍କ ପୀଠରୁ ହେବ ଉଦଘାଟନ.ରାଜ୍ୟ ସରକାରଙ୍କ ଗରିବ ଓ ଅସହାୟ କନ୍ୟାମାନଙ୍କ ସହାୟତା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରୁ