Browsing Category
ବାଣିଜ୍ୟ
ଦିଲ୍ଲୀଗସ୍ତରେ ମୁଖ୍ୟମନ୍ତ୍ରୀ: ୧୪ କମ୍ପାନୀ ସହ ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଦିନରେ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୨୧ହଜାର ୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା…
ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ
ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି ହୋଇଛି। କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ପ୍ରକଳ୍ପର…
୪୧% ପ୍ରଥମ ଥର ଗ୍ରାହକ ଜେଡ୍ ପିଢ଼ିର: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ
ଭୁବନେଶ୍ୱର: ୨୦୨୪ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ଅଭିବୃଦ୍ଧି ମଧ୍ୟମ ଧରଣର ଥିଲା। ଋଣ ପାଇଁ ନୂଆ (ଏନ୍ଟିସି) ଗ୍ରାହକଙ୍କ ଦ୍ୱାରା ଋଣରେ ବାର୍ଷିକ ଭିତିରେ ୨୧ ପ୍ରତିଶତ ହ୍ରାସ ଘଟିଛି ଯାହା ପୂର୍ବରୁ ଋଣ ନେଇଥିବା ଗ୍ରାହକଙ୍କ କ୍ଷେତ୍ରରେ ମାତ୍ର ୨ ପ୍ରତିଶତ କମ୍…
ଅଲଟ୍ରାଭାୟୋଲେଟି ପକ୍ଷରୁ ଭୁବନେଶ୍ୱରରେ ଏହାର ଉତ୍ପାଦ ବର୍ଗମାଳା ପ୍ରଦର୍ଶିତ; ବିଶ୍ୱର ସର୍ବୋନ୍ନତ ଇଲେକ୍ଟ୍ରିକ…
- ଭୁବନେଶ୍ୱରରେ ଆଇକନିକ ପ୍ରଦର୍ଶନକାରୀ ମୋଟରସାଇକଲ ଏଫ୭୭ ଏମଏସିଏଚ ୨ ଓ ଏଫ୭୭ ସୁପରଷ୍ଟ୍ରିଟ ଉନ୍ମୋଚିତ
- ଦୁଇଟି ନୂଆ ଉତ୍ପାଦ-ବିଶ୍ୱର ପ୍ରଥମ ରାଡାର ସମନ୍ୱିତ ଇଲେକ୍ଟ୍ରିକ ସ୍କୁଟର ‘ଟେସେରାକ୍ଟ’ ଓ ମୋଟରସାଇକଲ ‘ସକୱେଭ’ ଉନ୍ମୋଚିତ
- ଅଲଟ୍ରାଭାୟୋଲେଟି ଏଫ୭୭ ଏମଏସିଏଚ ୨ ଓ ଏଫ୭୭…
ଜିସିପିଏଲ୍ ପକ୍ଷରୁ ଥଣ୍ଡରବୋଲ୍ଟ ପ୍ରଯୁକ୍ତି ସହ ହିଟ୍ସ ମସ୍କିଟୋ ଏରୋସଲ୍ ଉନ୍ମୋଚିତ
ଭୁବନେଶ୍ୱର: ଘରୋଇ ମଶା ନିୟନ୍ତ୍ରଣ କ୍ଷେତ୍ରର ଅଗ୍ରଣୀ କମ୍ପାନି ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍) ପକ୍ଷରୁ ଏହାର ଅଭିନବ ଉଦ୍ଭାବନ ଓ କ୍ଷେତ୍ର ସମ୍ପ୍ରସାରଣ ଜାରି ରଖିଛି। ୨୦୨୪ରେ ଜିସିପିଏଲ୍ ଭାରତର ପ୍ରଥମ ଏବଂ ଏକମାତ୍ର ସରକାରୀ ଅନୁମୋଦିତ ମଶା ଘଉଡାଇବା ଧୂପକାଠି…
ଇନ୍ଫିନିକ୍ସ ପକ୍ଷରୁ ନୋଟ ୫୦ଏକ୍ସ ୫ଜି+ର ଶୁଭାରମ୍ଭ
ଭୁବନେଶ୍ୱର : ଏକ ନୂତନ ଯୁଗର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍ଫିନିକ୍ସ ପକ୍ଷରୁ ଏକ ଅତ୍ୟାଧୁନିକ ନୋଟ ୫୦ଏକ୍ସ ୫ଜି+ର ଉନ୍ମୋଚନ କରାଯାଇଛି । ୧୦,୪୯୯ ଟଙ୍କା (ଅଫର ସମେତ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ନୋଟ ୫୦ଏକ୍ସ ୫ଜି+ ଆସନ୍ତା ଏପ୍ରିଲ ୩ ତାରିଖ ୨୦୨୫ରୁ ଫ୍ଲିପ୍କାର୍ଟରେ କ୍ରୟ ପାଇଁ…
ଚଳିତ ଆଇପିଏଲ୍ ଏମ୍ ଏସ୍ ଧୋନିଙ୍କ ଅତୁଟ ପରମ୍ପରାକୁ ମେନ୍ ଅଫ୍ ପ୍ଲାଟିନମ୍ ସହ ପାଳନ କରନ୍ତୁ
ଭୁବନେଶ୍ୱର : ଆଇପିଏଲ୍ ଋତୁ ଆରମ୍ଭ ହେବା ମାତ୍ରେ କ୍ରିକେଟ୍ ଜ୍ୱର ଚରମ ସୀମାରେ ପହଂଚିଛି ଏବଂ ଥାଲା ପୁଣି ଥରେ ହଳଦିଆ ଜର୍ସି ପିନ୍ଧିବାକୁ ସ୍ତୁତ ହେଉଛନ୍ତି, ଯାହା ସାରା ଦେଶର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଏମଏସ ଧୋନିଙ୍କ ସମର୍ଥକଙ୍କ ପାଇଁ, ଏହା କେବଳ ଏକ!-->…
ଦିଲୀ ଓଡ଼ିଶା ଭବନରେ ଖୋଲିବ ସ୍ଥାୟୀ ଓମଫେଡ୍ ପାର୍ଲର
ନୂଆଦିଲୀସ୍ଥିତ ଓଡ଼ିଶା ଭବନରେ ସ୍ଥାୟୀ ଓମଫେଡ୍ ପାର୍ଲର୍ ଖୋଲିବ। ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏବଂ ଦିଲ୍ଲୀ ରେସିଡେଣ୍ଟ୍ କମିଶନର ବିଶାଲ ଗଗନଙ୍କ ମଧ୍ୟରେ ଏନେଇ ଆଲୋଚନା କରାଯାଇଛି। ହଜଖାସ୍ ଜଗନ୍ନାଥ ମନ୍ଦିର ସମେତ ଆଖପାଖର ଜଗନ୍ନାଥ…
ରାମନବମୀରେ ପମ୍ବନ ସେତୁ ଉଦଘାଟନ କରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ ସେ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବେ। ମୋଦୀ ଅପରାହ୍ନରେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ଆୟୋଜିତ…
ନୂତନ ୩୩ କେଭି ଲାଇନ ଲଗାଇ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କଲା ଟିପିଏସ୍ଓଡିଏଲ୍
୩୪ ହଜାର ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବାବ୍ରହ୍ମପୁର, ଏପ୍ରିଲ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ପ୍ରାଇମେରୀ ସବଷ୍ଟେସନ ମଧ୍ୟରେ ଏକ ନୂତନ ୩୩ କେଭି!-->…