Browsing Category
ବାଣିଜ୍ୟ
ବିସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାଙ୍କ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସହ ରାଜ୍ୟରେ ୧୫୦୦୦…
ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟାବସାୟିକ ପ୍ରତିଷ୍ଠାନ ବି ସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାମାନେ ନୂଆଦିଲ୍ଲୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟି…
ପାମ ଅଏଲ କମ୍ପାନି ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ ସ୍ବାକ୍ଷରିତ
ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ୩ଟି ତୈଳ ପାମ କମ୍ପାନି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି ା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ୪ଟି ଜିଲା ପାଇଁ ଏହି ଏମଓୟୁ ସ୍ବା୪ର କରିଛନ୍ତି। ପାମ ଅଏଲ କମ୍ପାନି ଦ୍ୱାରା…
ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେଶନର ନବୀକରଣ
ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଓଡ଼ିଶାର ୬ଟି ରେଳ ଷ୍ଟେଶନଗୁଡ଼ିକର ପୁନଃବିକାଶ ଆରମ୍ଭ କରିଛି। ,ହି ପ୍ରକଳ୍ପରେ ଅନୁଗୁଳ, ତାଳଚେର, ତାଳଚେର ରୋଡ, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ ଆଦି ଷ୍ଟେଶନ ରହିଛି। ଏହି ସବୁ ଷ୍ଟେଶନଗୁଡ଼ିକର ଆଧୁନିକରଣ ଅଧିନରେ…
୪୨୫ ମେଗାୱାଟ୍ ୟୁପିପିସିଏଲ୍ ହାସଲ ସହ ହିନ୍ଦୁସ୍ତାନ ପାୱାର୍ରର ଅକ୍ଷୟ ଶକ୍ତିକୁ ସୁଦୃଢ଼ କରିଛନ୍ତି ରତୁଲ ପୁରୀ
ଭୁବନେଶ୍ୱର: ଉତର ପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡ୍ (ୟୁପିପିସିଏଲ୍) ପକ୍ଷରୁ ଏହାର ୨୦୦୦ ମେଗାୱାଟ୍ ଏସି ଗ୍ରିଡ୍ କନେକ୍ଟେଡ୍ ସୋଲାର୍ ପିଭି ପାୱାର ପ୍ରକ୍ୟୁରମେଂଟ୍ ଅଭିଯାନର ଅଂଶସ୍ୱରୂପ ରତୁଲ ପୁରୀଙ୍କ ହିନ୍ଦୁସ୍ତାନ ପାୱାରକୁ ଏକ ଟାରିଫ ଭିତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବିଡିଂ…
ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍ବିବିଏଲ୍ର ଭାରତ କନେକ୍ଟକୁ ବ୍ୟବହାର କରି ଏକ ଫର୍ଚୁନ୍ ୫୦୦ କମ୍ପାନି ପାଇଁ ବି୨ବି…
ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍ବିବିଏଲ୍ର ଭାରତ କନେକ୍ଟକୁ ବ୍ୟବହାର କରି ବି୨ବି କଲେକ୍ସନ ସୁବିଧା ପ୍ରଦାନ କରିବା ଲାଗି ଏକ ଫର୍ଚୁନ୍ ୫୦୦ କମ୍ପାନି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ନିଜର ଶ୍ରେଷ୍ଠ ମାନର ଏପିଆଇ ଷ୍ଟାକ୍ ବ୍ୟବହାର…
ଟିଭିଏସ୍ ଆପାଚି: ୬ ନିୟୁତ ଦୃଢ଼ ଓ ୨୦ ବର୍ଷର ରେସିଂ ପରମ୍ପରା
ଭୁବନେଶ୍ୱର: ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହାର ପ୍ରିିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଟିଭିଏସ୍ ଆପାଚିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପାଳନ କରାଯାଉଛି। ଏହା ବ୍ରାଣ୍ଡ୍ର ୨୦ ବର୍ଷ…
ଓଡ଼ିଶାରେ ୧,୦୩,୦୯୦କୋଟି ଟଙ୍କାର ପୁଞ୍ଜି ନିବେଶ, ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ଆଶା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଦିନ ଦିଲ୍ଲୀ ଗସ୍ତ କରି ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ ନେଇ ୧୩ କମ୍ପାନି ସହ ମୁଖ୍ୟମନ୍ତ୍ରୀ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଏହି ଚୁକ୍ତି ୧,୦୩,୦୯୦କୋଟି ଟଙ୍କାର…
ଆମର ରଣନୈତିକ ଲକ୍ଷ୍ୟ ପାଇଁ “ଅଲ୍ ହ୍ୟାଣ୍ଡସ୍ ଅନ୍ ଡେକ୍’ ଆବଶ୍ୟକ : ଅନିଲ ଅଗ୍ରୱାଲ
ଭୁବନେଶ୍ୱର: ଆପଣ ଜାଣିଛନ୍ତି କି? ଯେଉଁଠି ଚୀନ ତାଙ୍କ ବ୍ୟବସାୟିକ ଜାହାଜ କ୍ଷେତ୍ରରେ ୫,୦୦୦ରୁ ଅଧିକ ବଡ଼ ଜାହାଜ ରଖିଛି, ତା’ ତୁଳନାରେ ଭାରତର ପାଖରେ କେବଳ ୫୦୦ ଟି ଅଛି।
ଆନ୍ତର୍ଜାତିକ ବାଣିଜ୍ୟ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଚୀନୀ ଜାହାଜ ଦ୍ୱାରା ପରିଚାଳିତ। ବସ୍ତୁତଃ, ବିଶ୍ୱର ୯୮%…
୫୦ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ
ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର। ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ କେନ୍ଦ୍ର ସରକାର୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ଏବେ…
ଦିଲ୍ଲୀଗସ୍ତରେ ମୁଖ୍ୟମନ୍ତ୍ରୀ: ୧୪ କମ୍ପାନୀ ସହ ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଦିନରେ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୨୧ହଜାର ୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା…