Browsing Category
ବାଣିଜ୍ୟ
ଓମଫେଡ୍ ଦୁଗ୍ଧ ଚାଷୀ ପାଇଲେ ୩୧ କୋଟିର ପ୍ରୋତ୍ସାହନ ରାଶି
ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥ ଓମଫେଡ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ୨୦୨୪ ସେପ୍ଟେମ୍ବରରୁ ୨୦୨୫ ଫେବୃଆରୀ ମଧ୍ୟରେ ଯେଉଁ ଚାଷୀ ଯେତେ…
୬ ବର୍ଷର ସର୍ବନିମସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି
ପନିପରିବା ଏବଂ ପ୍ରୋଟିନଯୁକ୍ତ ଖାଦ୍ୟଦ୍ରବ୍ୟର ମୂଲ୍ୟ ହ୍ରାସ ହେତୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ୬ ବର୍ଷର ସର୍ବନିମ୍ନ ୩.୩୪ ପ୍ରତିଶତକୁ ହ୍ରାସ ପାଇଛି। ଏହାପୂର୍ବରୁ ଅଗଷ୍ଟ ୨୦୧୯ ରେ ଏହା ୩.୨୮ ପ୍ରତିଶତ ସ୍ତରରେ ଥିଲା। ଫେବୃଆରୀରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)…
ଜେଏସଡବ୍ଲ୍ୟୁ ପେଣ୍ଟସ ପକ୍ଷରୁ “ରଙ୍ଗୋ କା ଖେଲ ୨.୦” ଉନ୍ମୋଚନ ସହ ଆଇପିଏଲର ଆନନ୍ଦଦାୟକ ଅନୁଭୂତିକୁ ପାଳନ
ଭୁବନେଶ୍ୱର: ଭାରତର ଅଗ୍ରଣୀ ପରିବେଶ ଅନୁକୂଳ ପେଣ୍ଟ କମ୍ପାନି ତଥା ୨୪ ବିଲିୟନ ଆମେରିକୀୟ ଡଲାର ଜେଏସଡବ୍ଲ୍ୟୁ ଗ୍ରୁପର ଅଂଶ ଜେଏସଡବ୍ଲ୍ୟୁ ପେଣ୍ଟସ୍ ଆଇପିଏଲ୍ ୨୦୨୫ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପୂର୍ବ ଅଭିଯାନର ସଫଳତାକୁ ଆଧାର କରି ନୂତନ ସଂସ୍କରଣରେ ରଙ୍ଗ, ସାମୂହିକ…
ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିକୁ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉତ୍ସବରେ କମ୍ପାନୀ କର୍ମଚାରୀ ଓ ତାଙ୍କ ପରିବାର ଏବଂ ଆଖପାଖ ଗ୍ରାମାଞ୍ଚଳର ବାସିନ୍ଦାମାନେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଗୋଳ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛଳ ବର୍ଗ ଗ୍ରାହକଙ୍କ ପାଇଁ ଏଲିଟ ପ୍ଲସ ସଂଚୟ ଖାତା
- ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏଲିଟ ପ୍ଲସର ଶୁଭାରମ୍ଭ
- ସିନେମା ଟିକଟ, ବିମାନବନ୍ଦର ଲାଉଂଜ ପ୍ରବେଶ, ଗଲ୍ଫ ଅଧିବେଶନ, ଅସୀମିତ ମାଗଣା କାରବାର ଳଭି ସ୍ୱତନ୍ତ୍ର ଲାଭ
- ଅତିରିକ୍ତ ଲାଇଫଷ୍ଟାଇଲ ଭାଉଚର, ମାଇଲଖୁଂଟ ଅଫର ଏବଂ ଉନ୍ନତ ଡେବିଟ କାର୍ଡ ବୀମା ମଧ୍ୟ ଅଫରର ଅଂଶବିଶେଷ…
ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ଜୁଏଲ୍ସ ଅଫ୍ ଇଣ୍ଡିଆ – ତିରୁପତି…
ମୁମ୍ବାଇ, ୧୧ ଏପ୍ରିଲ୍, ୨୦୨୫: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହାର ସ୍ୱତନ୍ତ୍ର 'ଜୁଏଲ୍ସ ଅଫ୍ ଇଣ୍ଡିଆ' କଲେକ୍ସନର ୧୦ମ ସଂସ୍କରଣରେ ତିରୁପତି କଲେକ୍ସନକୁ ଗର୍ବର ସହିତ!-->…
ଟିପିସିଓଡିଏଲ୍ ପକ୍ଷରୁ ଏକ ସୁରକ୍ଷିତ ଭାରତ ପ୍ରତି ପ୍ରତିବଦ୍ଧତା ସହିତ ସୁରକ୍ଷା ମାସ ପାଳିତ
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଏପ୍ରିଲ ମାସର ପ୍ରଥମ ସପ୍ତାହରେ ସୁରକ୍ଷା ମାସ ଅଭିଯାନ ସମାପ୍ତ କରି କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।…
ସ୍ପାଇସ ମନି ପକ୍ଷରୁ ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଅତିକ୍ରମ
- ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଟଙ୍କାରେ ପହଂଚିଛି, ଯାହା ଅକ୍ଟୋବର ୨୦୨୪ରେ ଧାର୍ଯ୍ୟ ହୋଇଥିବା ୧୧,୩୮୭ କୋଟି ଟଙ୍କାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି
- ମାର୍ଚ୍ଚରେ ସାମଗ୍ରିକ ଜିଟିଭିକୁ ଏଇପିଏସ୍ କାରବାର ଯୋଗଦାନ ୫,୩୦୬ କୋଟି ଟଙ୍କା ରହିଛି
- ସ୍ପାଇସ୍…
ଭିମ୍ ପକ୍ଷରୁ “ପୈସୋଁ କି କଦର’ ଅଭିଯାନ ଜରିଆରେ ନିଜକୁ “ଭାରତର ନିଜର ପେମେଂଟ୍ ଆପ୍’ ଭାବେ ଉପସ୍ଥାପନ
ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନ୍ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍ବିଏସ୍ଏଲ୍) ପକ୍ଷରୁ ବିକାଶ କରାଯାଇଥିବା ପେମେଂଟ୍ ଆପ୍ ଭିମ୍ ପକ୍ଷରୁ ନିଜକୁ ଭାରତର ନିଜର ପେମେଂଟ୍ ଆପ୍ ଭାବେ ଉପସ୍ଥାପନ କରିବା…
ଦ୍ରୁତ ଅଭିବୃଦ୍ଧିଶୀଳ ସାମ୍ପୁ କେଶ ରଙ୍ଗ ପାଇଁ ପ୍ରମୁଖ ବଜାର ଭାବେ ଉଭା ହୋଇଛି ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶାରେ ସାମ୍ପୁ କେଶ ରଙ୍ଗ ବର୍ଗରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଛି ଯାହା ତ୍ୱରିତ ଓ ସହଜ କେଶ ରଙ୍ଗ ସମାଧାନ ପ୍ରତି ବଢ଼ୁଥିବା ପସନ୍ଦକୁ ପ୍ରତିଫଳିତ କରୁଛି। ରାଜ୍ୟର ଅଧିକରୁ ଅଧିକ ଗ୍ରାହକ ସାମ୍ପୁ କେଶ ରଙ୍ଗକୁ ଚୟନ କରୁଛନ୍ତି ଯାହା ହେଉଛି ନିଜେ ରଙ୍ଗ କରି ହେଉଥିବା ଏକ ପଦ୍ଧତି…