Browsing Category
ବାଣିଜ୍ୟ
ବେଦାନ୍ତ ଆଲୁମିନିୟମ ବିଲେଟ୍ ଉତ୍ପାଦନ କ୍ଷମତାକୁ ୮୩୦ କେଟିପିଏକୁ ବୃଦ୍ଧି କରିଛି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମର ଉତ୍ପାଦକ ତଥା ଦେଶର ଅଗ୍ରଣୀ ବିଲେଟ୍ ନିର୍ମାତା, ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡା କାର୍ଯ୍ୟରେ ଏହାର ବିଲେଟ୍ ଉତ୍ପାଦନ କ୍ଷମତାକୁ ୮୩୦ କେଟିପିଏକୁ ବୃଦ୍ଧି କରିବା ସହିତ ବିଶ୍ୱସ୍ତରରେ ସର୍ବବୃହତ ବିଲେଟ୍ ଉତ୍ପାଦନ କାର୍ଯ୍ୟ ମଧ୍ୟରେ!-->…
ଆର୍ଥିକ ଦିଗରେ ସକାରାତ୍ମକ ପଦକ୍ଷେପ, ବଜେଟକୁ ଏନଏସଇ ମୁଖ୍ୟଙ୍କ ସମର୍ଥନ
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଶିଷ କୁମାର ଚୌହାନ ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ ନେଇ ନିଜର ମତାମତ ବ୍ୟକ୍ତ କରିଛନ୍ତି । ସେ ଆର୍ଥିକ ଏକତ୍ରିକରଣ,…
ଭାରତରେ ମ୍ୟାଗିର ୫୦ ବର୍ଷ ପୂରଣ ଅବସରରେ ଡାକଟିକଟ ଉନ୍ମୋଚିତ
ଭୁବନେଶ୍ୱର: ନେସ୍ଲେ ଇଣ୍ଡିଆ ପକ୍ଷରୁ ଭାରତରେ ମ୍ୟାଗିର ୫୦ ବର୍ଷ ପୂର୍ତିକୁ ପାଳନ କରିବା ପାଇଁ ଏକ ସ୍ମାରକୀ ଡାକଟିକଟ ବା ପୋଷ୍ଟାଲ ଷ୍ଟାମ୍ପ ର ଶୁଭାରମ୍ଭ କରାଯାଇଛି। ଏହି ଡାକଟିକଟକୁ ନେସ୍ଲେ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ମନିଷ ତିୱାରୀ, ଭାରତ ସରକାରଙ୍କ ଖାଦ୍ୟ…
ଖସିଲା ସେୟାର ବଜାର, ସୁନା–ରୁପା ଦାମ୍ ରେ ବଡ ପରିବର୍ତ୍ତନ
ନୂଆଦିଲ୍ଲୀ, ୦୫|୦୨ : ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ।ଆଜି ସକାଳେ ଦେଶର ଆର୍ଥିକ ବଜାରରେ ବଡ଼ ଝଟକା ଦେଖିବାକୁ ମିଳିଛି। ସୁନା ଓ ରୁପା ଦାମ କ୍ରାଶ୍ କରିଥିବା ବେଳେ, ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ହଠାତ୍ ତଳକୁ ଖସିଛି। ସପ୍ତାହର ଚତୁର୍ଥ କାରବାର ଦିନରେ!-->…
ଓଡିଶାରେ ଗଢ଼ିଉଠିବ ବିଶ୍ବସ୍ତରୀୟ କର୍ମସଂସ୍ଥାନ, ବିଦେଶରେ ଚାକିରି ସୁଯୋଗ ପାଇବେ ଓଡ଼ିଆ
ଭୁବନେଶ୍ଵର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ବରରେ ବ୍ଲାକସ୍ବାନ ସମିଟ୍ ଆରମ୍ଭ ହେଉଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଆନ୍ତର୍ଜାତୀୟ ସମିଟ୍ରେ ଅର୍ଥନୀତି, ଫାଇନାନ୍ସ, ଟେକ୍ନଲୋଜି, ଶିକ୍ଷା ଓ ନୀତି!-->…
ପ୍ରତିଷ୍ଠା ଦିବସରେ Tatwa Technologiesର ବିଶ୍ୱବ୍ୟାପୀ ସଙ୍କଳ୍ପ
ଭୁବନେଶ୍ୱର, : ଆଇଟିଇଏସ କ୍ଷେତ୍ରରେ ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ କମ୍ପାନୀ ତତ୍ୱ ଟେକ୍ନୋଲୋଜିସ୍ ଏହାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଏଆଇ-ପରିଚାଳିତ ‘ଓମ୍ନିଏଜେଂଟ’ ଲଂଚ କରିବା ସହିତ ଆନ୍ତର୍ଜାତୀୟ ସମ୍ପ୍ରସାରଣ ଯୋଜନାର ସଙ୍କେତ ଦେଇଛି। ଏହି ଅବସରକୁ ବୁଧବାର, ଫେବୃଆରୀ ୪ ତାରିଖ,…
ଭାରତ–ଆମେରିକା ବ୍ୟାପାର ଘୋଷଣାକୁ ସ୍ୱାଗତ କଲେ କୁମାର ମଙ୍ଗଳମ୍ ବିର୍ଲା, ନିବେଶ ଓ ଶିଳ୍ପ ସହଯୋଗ ଉପରେ ଗୁରୁତ୍ୱକୁ…
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭାରତ–ଆମେରିକା ବ୍ୟାପାର ସମ୍ପର୍କିତ ଘୋଷଣାକୁ ସ୍ୱାଗତ କରି, ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ôଥକ ଓ ରଣନୈତିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି।
ସେ କହିଛନ୍ତି,“ଆଜିର ବ୍ୟାପାର ଘୋଷଣା ପାଇଁ ମୁଁ…
ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଉଦୀୟମାନ କ୍ଷେତ୍ରକୁ ଫାଇନାନ୍ସ ପ୍ରଦାନ ପାଇଁ ‘ଚକ୍ର-ଉତ୍କର୍ଷ କେନ୍ଦ୍ର’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ରୂପାନ୍ତରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଫାଇନାନ୍ସ ଯୋଗାଇ ଦେବା ପାଇଁ ଚକ୍ର-ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ବିକଶିତ ଭାରତ…
ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ୨୦୨୬-୨୭ ପାଇଁ ଉତ୍ତମ କାର୍ଯ୍ୟକ୍ଷେତ୍ର ପ୍ରମାଣପତ୍ର ହାସଲ କରିଛି
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ପ୍ରମୋଟର ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱାଧୀନ ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଜାନୁଆରୀ ୨୦୨୬ - ଜାନୁଆରୀ ୨୦୨୭ ଅବଧି ପାଇଁ ‘ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ଦ୍ୱାରା ପ୍ରମାଣପତ୍ର ହାସଲ କରିଛି। ଏହି ପ୍ରତିଷ୍ଠିତ ପୁରସ୍କାର…
ରାଜଧାନୀରେ ଆଦିବାସୀ ଗାଁର ଅନୁଭୂତି, ଚାଲିଛି ଆଦିବାସୀ ମେଳା–୨୦୨୬
ଭୁବନେଶ୍ୱର,୦୩/୦୨: ରାଜଧାନୀରେ ଆଦିବାସୀ ଗାଁର ସଜୀବ ଅନୁଭୂତି। ଜଙ୍ଗଲ ସାମଗ୍ରୀ, ପାରମ୍ପରିକ ହସ୍ତଶିଳ୍ପ ସହ ଜନଜାତୀଙ୍କ ଚଳଣି ଓ ସଂସ୍କୃତିର ମନୋରମ ପ୍ରଦର୍ଶନ କରୁଛି ଆଦିବାସୀ ମେଳା–୨୦୨୬। ରାଜଧାନୀର ୟୁନିଟ–ୱାନ୍ ଆଦିବାସୀ ପଡ଼ିଆରେ ଏହି ମେଳା ଚାଲିଛି ଓ ଲୋକମାନଙ୍କୁ ଭଳିଭାବେ ଆକୃଷ୍ଟ!-->…