Browsing Category
ବାଣିଜ୍ୟ
ଟର୍ମ ଇନସ୍ୟୁରାନ୍ସ (ମିଆଦୀ ବୀମା)କୁ ବୁଝିବା: ସଠିକ ସମୟ କାହିଁକି ମିଆଦଠାରୁ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ବର: ମିଆଦୀ ବୀମାକୁ ଦୀର୍ଘଦିନ ଧରି ଆର୍ôଥକ ସୁରକ୍ଷାର ମୂଳଦୁଆ ବୋଲି ବିବେଚନା କରାଯାଉଛି। ଏହା ସଂଚୟ କିମ୍ବା ନିବେଶର କୌଣସି ଅତିରିକ୍ତ ସୁବିଧା ନଦେଇ କେବଳ ଶୁଦ୍ଧ ବୀମା ସୁରକ୍ଷା ପ୍ରଦାନ କରୁଛି। ପାରମ୍ପରିକ ଜୀବନ ବୀମା ଯୋଜନାଗୁଡ଼ିକରେ ସୁରକ୍ଷା ସହିତ ସମ୍ପତି ସୃଷ୍ଟିର ମିଶ୍ରଣ…
ମଶା ପ୍ରତିରୋଧକ ସାମଗ୍ରୀର ସୁରକ୍ଷିତ ଓ ଦାୟିତ୍ୱବାନ ବ୍ୟବହାର
- ଡଃ ମୁକେଶ ସଙ୍କଲିଚା, କନସଲଟାଂଟ ପିଡ଼ିଆଟ୍ରିସିଆନ୍, ବମ୍ବେ ହସ୍ପିଟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍େସସ୍, ମୁମ୍ବାଇ
ଭୁବନେଶ୍ବର: ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ଭଳି ମଶାଜନିତ ରୋଗଗୁଡ଼ିକ ବିଶେଷକରି ଛୋଟ ପିଲାଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି…
ଫ୍ୟୁଚର୍ ଜେନେରାଲୀର ଲଂଚ କରିଛି ନୂତନ ‘ହେଲ୍ଥ୍ ଅନଲିମିଟେଡ୍’ ପ୍ଲାନ
ଭୁବନେଶ୍ୱର: ଭାରତରେ ବହୁତ ଲୋକଙ୍କ ପାଇଁ, ଆରୋଗ୍ୟ ବୀମା ଆର୍ଥôକ ସୁରକ୍ଷା ପାଇଁ ଗୋ-ଟୁ ସମାଧାନ, କିନ୍ତୁ ବୃଦ୍ଧି ପାଉଥିବା ହସ୍ପିଟାଲିଜେସନ୍ ଓ ଚିକିତ୍ସା ଖର୍ଚ୍ଚ ବିଷୟରେ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଗତ ବ୍ୟବସ୍ଥା ଉପରେ ଆଶଙ୍କା ଉତ୍ପନ୍ନ କରେ । ଏହି ବୃଦ୍ଧି ପାଉଥିବା ଚିନ୍ତା ଏକ!-->…
ଟିପିସିଓଡିଏଲ୍ ପକ୍ଷରୁ ସ୍ମାର୍ଟ ମିଟର ଦ୍ୱାରା ଗ୍ରାହକଙ୍କୁ ସଶକ୍ତ କରିବା ଓ ତ୍ରୁଟିମୁକ୍ତ ବିଲିଂ ପାଇଁ ପ୍ରୟାସ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସ୍ମାର୍ଟ ମିଟର ଦ୍ୱାରା ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଓ ତ୍ରୁଟିମୁକ୍ତ ବିଲିଂ ପାଇଁ ପ୍ରୟାସ କରାଯାଇଛି। ଏହା ହେଉଛି ସ୍ମାର୍ଟ ଓ ପ୍ରଭାବଶାଳୀ…
ସୌରଶକ୍ତି ସାଥେ ଆଗକୁ ବଢ଼ୁଛି ଟିପିଏସ୍ଓଡିଏଲ୍
- ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପିତ- ପ୍ରତିବର୍ଷ ୩୮୮.୫ ଟନ୍ କାର୍ବନ ଡାଇଅକ୍ସାଇଡ୍ (CO₂) ହ୍ରାସର ଲକ୍ଷ୍ୟ- ଖୁବ୍ ଶୀଘ୍ର ଆଉ ଦଶଟି ଅଫିସ ସୌରଶକ୍ତିରେ ଚାଲିବବ୍ରହ୍ମପୁର, ମଇ: ପରିବେଶ ଓ ପର୍ଯ୍ୟାବରଣର ସ୍ଥିରତା ଓ ସୁରକ୍ଷା ତଥା…
ପ୍ରତି ୩ରୁ ୧ ଭାରତୀୟ ପାନୀୟ ଭାବେ ଦୁଗ୍ଧ ସେବନ କରୁଛନ୍ତି: ଗୋଦରେଜ ଜର୍ସି
ଭୁବନେଶ୍ୱର: ବିଶ୍ୱ ଦୁଗ୍ଧ ଦିବସକୁ ଗୋଦରେଜ ଜର୍ସି ଭାରତୀୟ ଗ୍ରାହକଙ୍କ ବିକଶିତ ପସନ୍ଦକୁ ଜଣାଇବା ପାଇଁ ‘ବଟମସ ଅପ... ଇଣ୍ଡିଆ ସେଜ ଚିୟର୍ସ ଟୁ ମିଲ୍କ’ ରିପୋର୍ଟ ସହିତ ପାଳନ କରୁଛି। ଏହିରୁ ଜଣାପଡିଛି ଯେ, ପ୍ରତ୍ୟେକ ତିନିଜଣ ଭାରତୀୟ ଗ୍ରାହକଙ୍କ ମଧ୍ୟରୁ ଜଣେ ପାନୀୟ ଭାବରେ ଦୁଗ୍ଧକୁ ପସନ୍ଦ…
୨୮,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭାରତରେ ୨୦୨୫ ଫ୍ଲାଗସିପ କିଲର ରିଅଲମି ଜିଟି ୭ ସିରିଜ ଉନ୍ମୋଚିତ
ନୂଆଦିଲ୍ଲୀ, ୨୮ ମେ’ ୨୦୨୫: ଭାରତୀୟ ଯୁବ ପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ପ୍ୟାରିସ୍ରେ ଏହାର ଗ୍ଲୋବାଳ ଲଂଚ୍ ସହ ସମନ୍ୱୟରେ ଆଜି ଭାରତରେ ଏହାର ବହୁପ୍ରତିକ୍ଷୀତ ରିଅଲ୍ମି ଜିଟି ୭ ସିରିଜର ଉନ୍ମୋଚନ କରାଯାଇଛି । ଏହି ଘୋଷଣାର ମୁଖ୍ୟ ବିଷୟ…
ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ୧୦୦୦ କୋଟି ଟଙ୍କା ଉଠାଣ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଗ୍ରାହକ ଅନୁଭୂତି ସେବା ପ୍ରଦାନକାରୀ ସଂସ୍ଥା ଫ୍ୟୁଜନ ସିଏକ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୧୦୦୦ କୋଟି ଟଙ୍କା ଉଠାଣ ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ…
ଟାଟା ଏଆଇଏ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷରେ ସର୍ବକାଳୀନ ସର୍ବାଧିକ ୧,୮୪୨ କୋଟି ଟଙ୍କାର ବୋନସ ଘୋଷଣା
ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷ ପାଇଁ ଏହାର ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକ ନିମନ୍ତେ ୧୮୪୨ କୋଟି ଟଙ୍କାର ରେକର୍ଡ ବୋନସ ଘୋଷଣା କରାଯାଇଛି। ଏହା…